ଫୁରସତ

ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ ମହିଳା, ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚାଇନାର ଜଣେ ୩୦ ବର୍ଷୀୟା ମହିଳା ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ। ଏଥିପାଇଁ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା କରାଇବାକୁ ଯାଇଥିଲେ। ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତର କହିଛନ୍ତି, ସେ ଜନ୍ମରୁ ପୁରୁଷ।…

୮୫୦ କିଲୋମିଟର ଯାଇ କ୍ୟାନସର ପୀଡ଼ିତାଙ୍କ ଇଚ୍ଛା ପୂରଣ କଲେ ରେଷ୍ଟୁରାଣ୍ଟ ମାଲିକ, ଲୋକେ କହିଲେ…

ଜଣେ ମହିଳାଙ୍କୁ ଖୁଆଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରାୟ ୮୫୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଜଣେ ଗ୍ରାହକ ରେଷ୍ଟୁରାଣ୍ଟକୁ ଇମେଲ ପଠାଇ କହିଥିଲେ ତାଙ୍କର କ୍ୟାନସର ପୀଡ଼ିତ ଶାଶୁଙ୍କରୁ ଏହି ରେଷ୍ଟୁରାଣ୍ଟର ଖାଦ୍ୟ ଖୁବ୍‌ ପସନ୍ଦ। ଖାଦ୍ୟ ପଠାଇ ପାରିବେ…

ସାବଧାନ! ଭାତଥାଳିରେ ଆଉ ରହିବନି ଭାତ

ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପରିବର୍ତ୍ତିତ ପାଣିପାଗ, ପାଣିର…

ଚଳନ୍ତା କାରର ହଠାତ୍‌ ଖୋଲିଗଲା ଗେଟ; ତଳେ ପଡ଼ିଗଲେ ଶିଶୁ, ଆଉ ତାପରେ…

କଥାରେ ଅଛି ରଖେ ହରି, ମାରେ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏକ ବ୍ୟସ୍ତବହୁଳ ରାସ୍ତାରେ…

କଇଁଚି ପରିବର୍ତ୍ତେ ହାତୁଡ଼ି, କାଚରେ କଟାଯାଉଛି କେଶ, ଅଧିକ ଆକର୍ଷିତ ହେଉଛନ୍ତି ଗ୍ରାହକ

ବାରିକ କଇଁଚି ସହାୟତାରେ ଗ୍ରାହକଙ୍କର କେଶ କାଟିଥାଏ। ଏହା ସମସ୍ତେ ଜାଣନ୍ତି। ହେଲେ ପାକିସ୍ତାନର ଲାହୋର ସହରରେ ଏମିତି ଜଣେ ବାରିକ ଅଛନ୍ତି, ଯିଏ କି କଇଁଚି ପରିବର୍ତ୍ତେ ହାତୁଡ଼ି ଏବଂ ଛୁରିରେ କେଶ କାଟିଥାନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ଚଳନ୍ତା ଗାଡ଼ିରେ ଏପରି କରୁଥିଲେ ଯୁବକ: ଧରାପଡିବା ପରେ…

ଉତ୍ତର ପ୍ରଦେଶର ଫିରୋଜାବାଦ ଅଞ୍ଚଳର ଜଣେ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକଜଣଙ୍କ ଚଳନ୍ତା କାରର ଛାତ ଉପରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସେ କାରର ଛାତ ଉପରେ ପୁସ୍‌ ଅପ୍‌…

ଭୋକିଲା ହରିଣ ପେଟ ପୁରାଇବା ପାଇଁ ଅନ୍ୟଟି କରୁଛି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୨ ହରିଣକୁ ଦେଖିବାକୁ ମିଳୁଛି। ସେମାନେ ଏକ ଗଛରୁ ପତ୍ର ଖାଉଛନ୍ତି।…

ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ

ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍‌ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଫଟୋକୁ ଇଟାଲୀସ୍ଥିତ ଭର୍ଚ୍ୟୁଆଲ୍‌ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏହା ପୃଥିବୀଠାରୁ…

ହେଲିକପ୍ଟରରୁ ଟଙ୍କା ବର୍ଷା

ଇସଲାମାବାଦ୍‌,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ ଭିଡ଼ ଜମାଇ ଟଙ୍କା ଗୋଟାଉଥିବାରୁ ଦୃଶ୍ୟ ୧ ମିନିଟ୍‌ ୫୮ ସେକେଣ୍ଡର ଏହି ଭିଡ଼ିଓରେ…

ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ

ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଘାଟଲୋଦିଆ ଅଞ୍ଚଳରେ। ଏ ନେଇ ମହିଳା ଜଣଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ…

ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…

ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ ମଶା ଅଧିକ କାମୁଡ଼ିଥାନ୍ତି। ପ୍ରଥମ ହେଉଛି ଶରୀରରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସାଇଡ୍‌ର ପରିମାଣ।…

କେବଳ ମଣିଷଙ୍କୁ ନୁହେଁ, କୁକୁଡ଼ାକୁ ମଧ୍ୟ ଦରକାର ହୁଏ ଆଲିଙ୍ଗନ: ପାଇବା ପାଇଁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?