ଫୁରସତ

ଲାଇଭ୍‌ ରିପୋଟିଂ ସମୟରେ ଖବରଦାତାଙ୍କ ସହ ଏମିତି କଲା କୁକୁର: ଭିଡିଓ ଦେଖିଲେ..

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲାଇଭ୍‌ ରିପୋଟିଂ ସମୟର। ଏଥିରେ ଜଣେ ମହିଳା ଖବରଦାତାଙ୍କୁ ଏକ କୁକୁର ଆକ୍ରମଣ କରି ତାଙ୍କଠାରୁ ମାଇକ୍‌ ଛଡ଼ାଇ ନେଇ ପଳାଇଯାଉଥିବା ଦେଖିବାକୁ ମିଳୁଛି। ଏହି…

ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର

ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍‌ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍‌ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍‌ରେ ୫୦ ଘଣ୍ଟା ରହିଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଖ୍ୟାତି ସମ୍ପନ୍ନ…

ବିବାହରେ ଏମିତି ଗାଉନ୍‌ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …

ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ ଦାମୀ ପୋଷାକ ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ ସାଇପ୍ରସ ଦେଶରେ ଜଣେ କନ୍ୟା ନିଜ ବିବାହରେ…

ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି…

ଗର୍ଭବତୀ ହେବାର ୩ ସପ୍ତାହ ପରେ ପୁଣି ଗର୍ଭଧାରଣ କଲେ ମହିଳା

ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ହେବା ପରେ ପୁଣି ଥରେ ଗର୍ଭଧାରଣ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂଲଣ୍ଡର ଓ୍ବିଲ୍‌ଟସାୟାରର ବାସିନ୍ଦା ରେବିକାଙ୍କ ସହ ଘଟିଛି ଏମିତି ଘଟଣା।…

ମଣିଷ ହିତାହିତଜ୍ଞାନ ଭୁଲିବା ପରେ କାଉ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଦେଖିବାକୁ ମିଳୁଛି। ପରେ କାଉଟି ଲୋକେ ତଳେ…

ପ୍ରଥମଥର ଟ୍ରେନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍‌ଓ୍ବେ ଷ୍ଟେଶନରେ ଛିଡ଼ା ହୋଇଛି। ଟ୍ରେନ୍‌ ଆସିବା କ୍ଷଣି ସେ ଏମିତି ପ୍ରତିକ୍ରିୟା ଦେଇଛି , ଯାହା…

ବିଲେଇ ଆଁରୁ ଚକମା ଦେଖାଇ ଖସିଲା ପକ୍ଷୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

୫୦ ଫୁଟ ଉଚ୍ଚର ପାଣି ଟାଙ୍କି ଉପରେ ଚଢ଼ି ନିଶାରେ ଡ୍ୟାନ୍ସ କଲେ ଯୁବକ, ଆଉ ତା’ ପରେ…

ଉତ୍ତରପ୍ରଦେଶର ପ୍ରତାପଗଡ଼ ସଦର ତହସିଲ ଗେଟ୍‌ ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଏମିତି ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ କୋତବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ…

ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ଝିଅ ଜଣେ କିନ୍ନର।…

ଫୁଟ୍‌ବଲ ମ୍ୟାଚ୍‌ରୁ ଆରମ୍ଭ ହୋଇଥିଲା ୧୦୦ ଘଣ୍ଟିଆ ଯୁଦ୍ଧ

ଫୁଟ୍‌ବଲ ମ୍ୟାଚ୍‌ ପାଇଁ ଅତୀତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିବା ଘଟଣା ପ୍ରାୟ କାହାକୁ ଜଣା ନ ଥିବ। ୧୯୭୦ ଫିଫା ବିଶ୍ୱକପ୍‌ ପାଇଁ ୧୯୬୯ରେ ଏଲ ସାଲଭାଡର ଓ ହୁଣ୍ଡରସ ମଧ୍ୟରେ ଖେଳାଯାଇଥିଲା ୩ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌।…

ସ୍ବାମୀଙ୍କୁ ବାଧ୍ୟରେ ‘ବେବି’ ବୋଲି ଡାକୁଛନ୍ତି ସ୍ବିଡେନ୍‌ର ଏହି ମହିଳା, କାରଣ ଜାଣିଲେ…

ଭାରତୀୟ ସଂସ୍କୃତିରେ ମହିଳାମାନେ ସ୍ବାମୀଙ୍କ ନାମ ନ ଧରିବାର ପରମ୍ପରା ରହି ଆସିଥିଲା। ଅତ୍ୟାଧୁନିକ ସମୟରେ ଏହାକୁ କେହି ସେତେଟା ପାଳନ କରୁ ନ ଥିଲେ ହେଁ ପୁରୁଣା କାଳର କିଛି ବୟସ୍କ ମହିଳା ଏବେ ବି ସେଭଳି କରୁଛନ୍ତି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?