ଫୁରସତ

ବର କାନ୍ଦି କାନ୍ଦି ଯାଏ ଶାଶୁଘର…

ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା ବିଦା ହୋଇଥାଏ। କନ୍ୟାଙ୍କୁ ବାପଘର ଛାଡି ଶାଶୁଘରକୁ ଆସିବାକୁ ପଡ଼ିଥାଏ। କନ୍ୟା ବିଦା ସମୟରେ…

ପାଣି ପିଆଉ ଥିବା ବେଳେ ବୋତଲକୁ ଝାମ୍ପି ନେଲା ମାଙ୍କଡ, ଆଉ ତା ପରେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ମାଙ୍କଡକୁ ବୋତଲରେ ପାଣି ପିଇବାକୁ ଦେଉଥିବା ବେଳେ…

ଅନ୍‌ଲାଇନ୍‌ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ

ଯୁକ୍ତରାଷ୍ଟ୍ର ଆମେରିକାର ନିକ୍‌ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ ଅନ୍‌ଲାଇନ୍‌ରେ ସେଓ ବି ମଗାଇଥିଲେ। ମାତ୍ର ତାଙ୍କ ନିକଟକୁ ଯେଉଁ ପାର୍ସଲ ଆସିଥିଲା ତାହା…

ଆମ୍ବୁଲାନ୍ସକୁ ରାସ୍ତା ଦେବାପାଇଁ ଗାଡିରୁ ଓହ୍ଲାଇ ଲୋକେ କଲେ ଏମିତି: ଛୁଟୁଛି ପ୍ରଶଂସାର ସୁଅ

ଯେତେବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଏ, ପ୍ରତ୍ୟେକ ମିିନିଟ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜରୁରିକାଳୀନ ପରିସ୍ଥିତିରେ ଟ୍ରାଫିକ୍‌ ସର୍ବଦା ଅନୁକୂଳ ହୋଇ ନ ଥାଏ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିବାରେ ଲୋକମାନେ ଏମିତି କିଛି କରି ଦେଖାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ…

ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…

ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ପୃଥିବୀଠାରୁ ମଙ୍ଗଳଗ୍ରହର ଦୂରତା ପ୍ରାୟ ୧୭ କୋଟି ମାଇଲ୍‌ ଅର୍ଥାତ୍‌…

କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ

ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି ଚାଲିଯାଇଛି ସେମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଏବେ…

ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ

କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଗତ ଏପ୍ରିଲ ୧୫ରେ ଦୁଲାଇସ ନଦୀର ପାଣି ହଠାତ୍‌ ଧଳା ହୋଇଯାଇଥିଲା। ଅର୍ଥାତ୍‌…

ନିଜକୁ ଫିଟ୍‌ ରଖିବା ପାଇଁ କୁକୁର କରୁଛି ଏପରି, ମା’ କୁ ଦେଖି ଛୁଆବି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ନିଜ ପରିସ୍ରା ପିଇ ସୁସ୍ଥ

ନୂଆଦିଲ୍ଲୀ: ଗୋମୂତ୍ର ଶରୀର ପାଇଁ ଲାଭଦାୟକ ବୋଲି ଶୁଣାଯାଇଛି। ହେଲେ ଜଣେ ଯୁବକ ନିଜ ପରିସ୍ରା ପିଇବା ସହ ଏହାଦ୍ୱାରା ତାଙ୍କର ଅନେକ ଲାଭ ହେଉଥିବା ଦାବି କରିଛନ୍ତି। ଏକ ଖବର ଅନୁଯାୟୀ, ବ୍ରିଟେନର ହାମ୍ପଶାୟାରରେ ରହୁଥିବା ଫାର୍ନବୋରଫ୍‌ ଅଞ୍ଚଳର ହେରି…

ଆଜି ବିଶ୍ୱ ହେମୋଫିଲିଆ ଦିବସ

ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ ‘ହେମୋଫିଲିଆ’ ଅନ୍ୟତମ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଦିବସର ଥିମ୍‌…

ବିଜ୍ଞ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’

ଦେଶରେ ରେକର୍ଡ ଭାଙ୍ଗୁଛି କୋଭିଡ୍‌-୧୯ର ଦ୍ୱିତୀୟ ଲହର। ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ କରୋନା ବିସ୍ଫୋରଣ ଅଧିକ ଚିନ୍ତାଜନକ ବିଷୟ ହୋଇଛି। ମହାମାରୀ ଭିତରେ କୁମ୍ଭମେଳାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ‘ନିରଞ୍ଜନୀ ଆଖଡ଼ା’। ବିଜ୍ଞ ସାଧୁଗୋଷ୍ଠୀକୁ ନେଇ ସମୃଦ୍ଧ ‘ନିରଞ୍ଜନୀ…

ମହିଳାଙ୍କ ସହ ଏମିତି ଯୋଗ କରୁଛନ୍ତି କୁକୁର ଛୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳାଙ୍କ ସହ କିଛି କୁକୁର ଛୁଆ ମିଶି ଯୋଗ କରୁଛନ୍ତି। ମହିଳା ସୂର୍ଯ୍ୟ ନମସ୍କାର କରୁଥିବା ବେଳେ କୁକୁର ଛୁଆମାନେ ତାଙ୍କୁ ଦେଖି ଠିକ୍‌ ସେମିତି କରୁଛନ୍ତି। Good…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?