ଡେଥ୍ ମେଶିନ୍: ମରିବା ପୂର୍ବରୁ ଦେଖିପାରିବେ ନିଜର ମୃତ୍ୟୁ
୨୦୧୦ ମସିହାରେ ହ୍ରିତିକ୍ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଗୁଜରିଶ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ହ୍ରିତିକ୍ ଜଣେ ଆର୍ଟିଷ୍ଟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଭୂମିକା ଥିଲା ଯିଏ ଗମ୍ଭୀର ଅସୁସ୍ଥତା ହେତୁ ବଞ୍ଚିବାର ଆଶା ଛାଡ଼ି…
ଦେଖୁ ଦେଖୁ ଧସିଗଲା ଘର
ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା, ସୀତାମଢ଼ୀ ସମେତ ୧୦ଟି ଜିଲାର ଛୋଟ ବଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ…
ବିକ୍ରି ହେବ ଭୂତ ଗାଁ, ଦାମ୍ ଜାଣିଲେ…
ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା କି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ପ୍ରାଚୀନ ସ୍କଟିସ…
ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ
ଚେନ୍ନାଇ,୫।୭: କରୋନା ଭାଇରସ୍ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। କରୋନା ଲଢ଼େଇରେ ଡାକ୍ତରମାନେ ଭଗବାନ ସାଜି…
ମୁଁ ବିଷ୍ଣୁଙ୍କ କଳ୍କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…
ଅହମଦାବାଦ,୫।୭: ଏବେ ସୋସିଆଲ୍ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ ବିଭାଗର ବଡୋଦରା କାର୍ଯ୍ୟାଳୟରେ ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ…
ନ କାଟି ଅନ୍ୟ ସ୍ଥାନକୁ ନେଲେ ବୋହି…
ନୂଆଦିଲ୍ଲୀ,୫।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଯୁବକ ଏକ ଗଛକୁ ନ କାଟି ଚେର ସହିତ ଅନ୍ୟ ସ୍ଥାନକୁ କାନ୍ଧରେ ବୋହି ନେଇଯାଉଛନ୍ତି। ଏହି ଫଟୋକୁ ଝାଡ଼ଖଣ୍ଡ ଉପଜିଲାପାଳ ସଞ୍ଜୟ ଝା ଟୁଇଟରରେ…
ପଥର ହେଉଯାଉଛି ୫ ମାସର ଶିଶୁ: ୨୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଣଙ୍କୁ ହୁଏ ଏହି ବିରଳ ରୋଗ
ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଞ୍ଚ ମାସର ଶିଶୁ କନ୍ୟା ଜଟିଳ ରୋଗ ସହ ଲଢୁଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ୩୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶରୀର ଧୀରେ ପଥର ହେବାରେ ଲାଗିଛି। ଏହି…
ସବୁଠୁ ପୁରୁଣା ହାଣ୍ଡବ୍ୟାଗ୍
ମହିଳାଙ୍କ ଫ୍ୟାଶନେବଲ ଆସେସରିଜ୍ ମଧ୍ୟରେ ହାଣ୍ଡବ୍ୟାଗ୍ ଅନ୍ୟତମ। ଅକେଜନ୍ ଅନୁସାରେ ହାଣ୍ଡବ୍ୟାଗ୍ର ପ୍ରକାର ବି ବଦଳିଥାଏ। ହେଲେ କେବେ ଭାବିଛନ୍ତି କି କେବେଠାରୁ ଏହାର ବ୍ୟବହାର ଆରମ୍ଭ ହୋଇଛି? ଯଦିଓ ଏହାର ଠିକ୍ ସମୟ ଜଣା ନାହିଁ, ତେବେ ନିକଟରେ ଉଦ୍ଧାର…
ପାଲିଙ୍କିରେ ଆସିଲା ବର ଓ ବଳଦ ଗାଡ଼ିରେ ବରଯାତ୍ରୀ
ଆଜିକାଲି ବାହାଘରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦାମୀ ଲକ୍ଜୁରୀୟସ୍ ଗାଡ଼ିରେ ବର ଆସିବା ସହ ବରଯାତ୍ରୀମାନଙ୍କ ପାଇଁ ବି ଦାମୀଗାଡ଼ିର ଲାଇନ୍ ଲାଗୁଛି। କିନ୍ତୁ ଉତ୍ତରପ୍ରଦେଶ, ଦେବରୀୟାର ଏକ ବାହାଘରେ ଟଙ୍କା ଓ ଷ୍ଟାଟସ୍କୁ ପ୍ରଦର୍ଶିତ ନ କରାଯାଇ,…
ସେଲ୍ଫ ବାଲାନ୍ସିଂ ସାଇକେଲ
ନୂଆ ସାଇକେଲ ଶିଖିବାବେଳେ ସନ୍ତୁଳନ ରକ୍ଷା କରି ନ ପାରି ଅବା ସାମାନ୍ୟ ଅବହେଳା ଯୋଗୁ ସନ୍ତୁଳନ ହରାଇ ସାଇକେଲରୁ ଅନେକଥର ପଡ଼ିଥିବେ। ସେମିତି ଥରେ ଚାଇନାର ଯୁବ ଇଞ୍ଜିନିୟର ସାଇକେଲରୁ ପଡ଼ିଥିଲେ। ଆଉ ମୁହଁରେ କ୍ଷତ ହୋଇଯାଇଥିଲା। ତା’ପରେ ସେ…
ପ୍ରାଣୀଙ୍କୁ ଭଲ ପାଉଥିବାରୁ…
ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜୀବଜନ୍ତୁଙ୍କୁ ଭଲପାଆନ୍ତି। ସେମାନଙ୍କର ସେବା ବି କରନ୍ତି। ତେବେ ଆମେ ଏଠାରେ ଯେଉଁ ବ୍ୟକ୍ତିମାନଙ୍କ କଥା କହୁଛୁ, ସେମାନେ ଜୀବଜନ୍ତୁଙ୍କୁ ଏତେ ଭଲପାଆନ୍ତି ଯେ, ନିଜ ଶରୀରକୁ ପରିବର୍ତ୍ତନ କରି ତାଙ୍କରି ଭଳି ହେବାକୁ…
ରହସ୍ୟମୟ ଜଙ୍ଗଲ
ପୃଥିବୀରେ ଜଙ୍ଗଲ ତ ଅନେକ ରହିଛି, କିନ୍ତୁ ଏମିତି ବି କିଛି ଜଙ୍ଗଲ ଅଛି ଯାହାର ଅଜବ ରୂପରେଖ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବା ସହ ଉକ୍ତ ଜଙ୍ଗଲଗୁଡ଼ିକୁ ଗୋଟିଏ ଗୋଟିଏ ରହସ୍ୟମୟ ଜଙ୍ଗଲର ପରିଚିତ ଦେଇଛି। ସେମିତି କିଛି…

