ଫୁରସତ

ବାଘମାରୀର କାଠମୁଖା: ଶିଳ୍ପୀଙ୍କ ପାଇଁ ସୃଷ୍ଟିକରିଛି ନିଆରା ପରିଚୟ

ଦିନଥିଲା କେତେକ ପୌରାଣିକ ବିଷୟକୁ ନେଇ ଆଧାରିତ ଲିଲା,ସୁଆଙ୍ଗ ଓ ଗୀତିନାଟ୍ୟ ଆଦିରେ ଅନେକ କଳାକାର ବିଭିନ୍ନ ଚରିତ୍ରର କେତେକ କାଳ୍ପନିକ ମୁହଁକୁ କାଠମୁଖାର କଳାକୃତି କରି ଅଭିନୟରେ ବ୍ୟବହାର କରୁଥିଲେ। ଯାହାକି ଦର୍ଶକଙ୍କ ମନରେ ନିଆରା ଭାବ ସୃଷ୍ଟି ହେଉଥିଲା।…

ନୃତ୍ୟରୁ ମିଳିଥିବା ଟଙ୍କା ଘରେ ଦେଇଥିଲି: ଚିରସ୍ରୋତା ଖୁଣ୍ଟିଆ

ପୁରୀ ଜିଲା ସାକ୍ଷୀଗୋପାଳଠାରେ ମୋ ଜନ୍ମ। ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌ କଲେଜରେ ଗ୍ରାଜୁଏଶନ୍‌ ଯାଏଁ ପଢ଼ିଲି। ପାଠରେ ଭଲ ଥିଲେ ବି ଯେହେତୁ ଓଡ଼ିଶୀ ନୃତ୍ୟ ପ୍ରତି ଦୁର୍ବଳତା ଥିଲା, ତେଣୁ ସେତିକିରେ…

ପରିବେଶ ବନ୍ଧୁ ମନୋରଞ୍ଜନ ମିଶ୍ର

ନିଜେ ସୁରକ୍ଷିତ ରହିବାକୁ ଚାହଁ ତ ତୁମ ଚାରିପାଖକୁ ସୁରକ୍ଷା ଦିଅ ବୋଲି କଥା ଅଛି। କ୍ଷୟ ହୋଇ ଚାଲିଥିବା ପରିବେଶ ପରିପ୍ରେକ୍ଷୀରେ ଏ ବିଚାର ବେଶ୍‌ ଗୁରୁତ୍ୱ ବହନ କରେ। ପ୍ରକୃତି ବିନା ଆମ ପାଇଁ ବଞ୍ଚତ୍ବା ଅସମ୍ଭବ କିନ୍ତୁ…

ଯାଦୁଖେଳ: ପୂର୍ବ ଆକର୍ଷଣ କମିଛି, ତଥାପି ଏହି ଯାଦୁକର ଛାଡ଼ି ପାରିନାହାନ୍ତି ପେସାକୁ…

ଦିନ ଥିଲା, ମଧ୍ୟାହ୍ନ ହେଉ କି ଅପରାହ୍ନ; ଗାଁ ମଝିରେ କିମ୍ବା ଛକଜାଗା ଅଥବା ସ୍କୁଲ ପରିସରରେ ଯେବେ ଆରମ୍ଭ ହେଉଥିଲା ଯାଦୁଖେଳ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଭରି ଯାଉଥିଲା। ଯାଦୁକର କିଛି ଅଦ୍ଭୁତ ବା ଚମତ୍କାର ଖେଳ ଦେଖାଇବା…

୧୦ ବର୍ଷ ଝିଅର ଶରୀର ଦେଖାଗଲା ୮୦ ବର୍ଷୀୟା ବୃଦ୍ଧାଙ୍କ ପରି, ଆଉ ତା’ ପରେ…

ୟୁକ୍ରେନ୍‌ର ଜଣେ ୧୦ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ଯାହାଙ୍କ ଶରୀର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ପରି ଦେଖାଗଲା। ଏହି ଝିଅଙ୍କ ମୃତ୍ୟୁରେ କଳାପ୍ରେମୀଙ୍କ ବହୁତ ଆଘାତ ଲାଗିଛି। କାରଣ ଝିଅଟି ଭଲ ପେଣ୍ଟିଂ କରେ। ଡାକ୍ତରଙ୍କ କହିବାନୁଯାୟୀ, ଝିଅଟି…

ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେପଟେ ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ଲକ୍‌ଡାନ୍‌ କଟକଣା…

ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…

ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ…

ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ

ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର କରିବାର। ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,…

ଆଇଫୋନ୍‌ରେ ଗେମ୍‌ ଖେଳି ୧.୩୩ ଲକ୍ଷ ଖର୍ଚ୍ଚ କରିଦେଲା ୭ ବର୍ଷର ପୁଅ: ବିଲ୍‌ ପୈଠ କରିବାକୁ କାର୍‌ ବିକ୍ରି କଲେ…

ଜଣେ ଡାକ୍ତରଙ୍କ ପୁଅ ତାଙ୍କ ଆଇଫୋନ୍‌ରୁ ଅନେକ ଗେମ୍‌ କିଣିଦେଇଥିଲେ। ଏହାର ବିଲ୍‌ ପୈଠ କରିବା ଲାଗି ଡାକ୍ତର ନିଜର କାର୍‌ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଘଟଣାଟି ଚକିତ କଲେ ହେଁ ସତ। ବ୍ରିଟେନର ନର୍ଥ ଓ୍ବେଲ୍ସରେ ରହୁଥିବା ୭…

ଏହି ଯୁବତୀଙ୍କର ରହିଛି ଦୁଇ ଯୌନାଙ୍ଗ, ଦୁଇ ଗର୍ଭାଶୟ; ୧୮ ବର୍ଷ ପରେ ଜଣାପଡ଼ିଲା…

ମେଡିକାଲ ସାଇନ୍ସରେ ଏକ ପ୍ରଥମ ଘଟଣା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀଙ୍କର ଦୁଇଟି ଯୌନାଙ୍ଗ ଏବଂ ଦୁଇଟି ଗର୍ଭାଶୟ ରହିଛି। ଏପରିକି ତାଙ୍କର ଦୁଇଥର ମାସିକ ଋତୁସ୍ରାବ ହୋଇଥାଏ। ବେଳେବେଳେ ସପ୍ତାହରେ ମଧ୍ୟ ହୋଇଥାଏ। ଯାହା ଦୁନିଆରେ ମହିଳାଙ୍କଠାରେ…

ସମୁଦ୍ର ମଝିରେ ନିଆଁ…

ମେକ୍ସିକୋ ସିଟି,୩।୭: ଲାଟିନ୍‌ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍‌ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଥିବା ଏକ ପ୍ରାକୃତିକ ତୈଳ…

ରାସ୍ତା ନିର୍ମାଣ ପାଇଁ ଜାଗା ଛାଡିଲେନି ମହିଳା, ହାଇୱେ ମଝିରେ ରହିଗଲା ଘର

ବେଜିଂ,୩ ।୭: ହାଇୱେ, ପୋଲ ଆଦି ନିର୍ମାଣ ସମୟରେ ବେଳେ ବେଳେ ସାଧାରଣ ଜନତାଙ୍କ ଜାଗାକୁ ସରକାର ବ୍ୟବହାର କରିଥାଆନ୍ତି । ଆଉ ଏହା ବଦଳରେ ସେମାନଙ୍କୁ କିଛି ମୂଲ୍ୟ ଦିଆଯାଇଥାଏ । ହେଲେ ଚାଇନାର ଗୁରଙ୍ଗଜାଓ ସହରରେ ରାସ୍ତା ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?