ଫୁରସତ

ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର କମ୍ପନରେ ଭୁଶୁଡ଼ି ପଡ଼ିଲା ରେଳ ଷ୍ଟେଶନ…

ଭୋପାଳ,୨୭।୫: ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର ଗତି ଯୋଗୁ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟପ୍ରଦେଶର ବୁରହାନ୍‌ପୁରଠାରେ ଥିବା ଚାନ୍ଦନୀ ରେଳ ଷ୍ଟେଶନ ସହି ପାରି ନାହିଁ। କମ୍ପନରେ ରେଳ ଷ୍ଟେଶନ ଭୁଶୁଡ଼ି ପଡ଼ିଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।…

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି। ସମ୍ପ୍ରତି ମୁମ୍ବାଇରୁ ଜଣେ ଯାତ୍ରୀଙ୍କୁ ନେଇ ଇମିରାତ ବିମାନ ଦୁବାଇ ଯାତ୍ରା କରିଥିବାର ଏକ…

ସ୍ପର୍ଶର ଭୟ ‘ଜର୍ମୋଫୋବିଆ’

ନୂଆଦିଲ୍ଲୀ: ନିକଟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ଙ୍କ ସହ ହାତ ମିଳାଇବା ପରେ ହାରିସ୍‌ ତାଙ୍କ ଟ୍ରାଉଜରରେ ହାତ ପୋଛୁଥିବା ଦେଖିବାକୁ ମିଳୁଛି। ଏହି ଭାରତୀୟ ବଂଶୋଦ୍ଭବ…

ଚାହିଁ ରହିଥିଲା ମୃତ୍ୟୁ: ହେଲେ ଏମିତି ଚାଲାକି ଦେଖାଇଲା କୁକୁଡ଼ା, ଆଉ ତା’ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲାର ସରକାରୀ ହସ୍ପିଟାଲରେ ୨୦ ଜଣ…

୧୬ ଘଣ୍ଟା ଗାଧୋଇବା ପରେ ମହିଳାଙ୍କର ହେଲା ଏଭଳି ଅବସ୍ଥା…

ଲଣ୍ଡନ,୨୬।୫: ସାଧାରଣତଃ ଲୋକେ ୧୦ ଅବା ୧୫ ମିନିଟ୍‌ ଗାଧୋଇଥାନ୍ତି। କେହି କେହି ଘଣ୍ଟେ କିମ୍ବା ଏହାଠାରୁ ଅଧିକ ସମୟ ମଧ୍ୟ ଏଥି ପାଇଁ ନେଇଥାନ୍ତି। ତେବେ ଗାଧୋଇବା ପାଇଁ ୧୬ ଘଣ୍ଟା ନେବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଗାଧୋଇ…

୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲାର ସର୍ବ କନିଷ୍ଠ ତଥା ୨୩ ବର୍ଷୀୟ ଯୁବତୀ ସରପଞ୍ଚ ପାଇଁ ଶପଥ…

ଧୁମ୍‌ଧାମରେ ହେଉଥିଲା ବିବାହ, ପୋଲିସ ସହ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ପିଲିଭିଟ: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ବିବାହ ସମୟରେ ପ୍ରଥମ ସ୍ତ୍ରୀ ପୋଲିସ୍‌ ସହ ପହଞ୍ଚିବା ସହ ସେଠାରେ ହଙ୍ଗାମା କରିଥିଲେ। ପୋଲିସ ସହ ମାର୍‌ପିଟ୍‌ ହେଉଥିବା ଦେଖି ଭୟରେ ଉପସ୍ଥିତ ଅତିଥିମାନେ…

ଧନୀ ହେବା ଲାଗି ପାକିସ୍ତାନକୁ ଏମିତି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ହସିହସି ଗଡ଼ିବେ। ଅତୀତରେ ଏହିପରି ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ମାତ୍ର ଏହି ଭିଡିଓଟି ସେଗୁଡ଼ିକ ମଧ୍ୟରୁ ଟିକେ ନିଆରା। ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଲେ କର୍ମଚାରୀ, ଅଧିକାରୀ ଛୁଟି ଦେଉ ନ ଥିବା ଅଭିଯୋଗ…

ରାଞ୍ଚି,୨୬।୫: ଝାଡ଼ଖଣ୍ଡ ରାଞ୍ଚିରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଅଧିକାରୀ ଛୁଟି ନ ଦେବାରୁ ସେ ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଛନ୍ତି। କର୍ମଚାରୀଙ୍କ ପରିବାର ସଦସ୍ୟ ସିଲିଣ୍ଡର ନେଇ ତାଙ୍କ ସହିତ ଆସିଛନ୍ତି। ବୋକାରୋ ସ୍ଥିତ ସେକ୍ଟର-୪ଠାରେ ଥିବା ପଞ୍ଜାବ…

ଦୁଇଟି ଖରଭୁଜ ଦାମ୍‌ରେ କିଣିପାରିବେ ଦାମୀ କାର୍‌, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ବିଶେଷକରି ଗ୍ରୀଷ୍ମଋତୁରେ ଖରଭୁଜ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏହି ଫଳ ଡି-ହାଇଡ୍ରେସନକୁ ରୋକିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଛି। ଆହୁରି ମଧ୍ୟ, ଏହି ଫଳରୁ ଅନେକ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ମିଳିଥାଏ। ଯେଉଁଥିପାଇଁ ଏହାର…

ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ ଏବେ କର୍ନାଟକର ନଗରଥପେଟରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?