ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…
ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଭଣଜାଙ୍କୁ ଭଲ ପାଇ…
ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ
ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର ଦିବ୍ୟାଙ୍ଗ ଯୁବତୀ ପ୍ରତିଷ୍ଠା ଦେବେଶ୍ୱର। ବ୍ରିଟେନର ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇବା କ୍ଷେତ୍ରରେ…
ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ
ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ ଆଗେଇ…
ଗାଧୋଇବା ବେଳେ ବି ଚାଟ୍ କରୁଥିଲେ ବ୍ୟକ୍ତି; ଭାଇରାଲ ହେଲା ଫଟୋ: ଲୋକେ କହୁଛନ୍ତି…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ନଚେତ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଓଠରେ ହସ ଫୁଟାଇଥାଏ। ସେଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଜଣେ ବ୍ୟକ୍ତି ଗାଧୋଇବା ସମୟରେ ହ୍ବାଟ୍ସଆପ୍ରେ…
ସୋସିଆଲ ମିଡିଆରେ ଏବେ ମହିଳା ରହିବେ ସୁରକ୍ଷିତ, ପ୍ରତିଶ୍ରୁତି ଦେଲେ…
ପ୍ୟାରିସ୍,୨ା୭: ଟୁଇଟର, ଗୁଗଲ୍, ଫେସବୁକ୍ ଏବଂ ଟିକ୍ଟକ୍ ଭଳି ଟେକ୍ କମ୍ପାନୀଗୁଡ଼ିକ ଅନ୍ଲାଇନ୍ ଅପରାଧକୁ ଦୂର କରିବା ସହିତ ଡିଜିଟାଲ ପ୍ଲାଟ୍ଫର୍ମରେ ମହିଳାଙ୍କ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓ୍ବାଲର୍ଡ ଓ୍ବାଇଡ୍ ଓ୍ବେବ୍ ଫାଉଣ୍ଡେଶନ (WWWF) ସହିତ ଯୋଗାଯୋଗ କରିବା ପରେ…
ଜନ୍ମଦିନ କେକ୍ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…
ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ ପୁଅର ଜନ୍ମଦିନ ପାର୍ଟି ଚାଲିଥିଲା। ହଠାତ୍ ଏକ ଚିତା ବାଘ କ୍ଷେତରୁ ବାହାରି ତାଙ୍କ…
ଏମିତି ଲୁୁଚକାଳି ଖେଳୁଛି ବତକ, ଭିଡଓ ଭାଇରାଲ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବତକ ସହ ତାର ଛୁଆକୁ ଦେଖିବାକୁ ମିଳୁଛି। ବତକଟି…
ସୁନାର ମାସ୍କ ତିଆରି କଲେ ମନୋଜ ସେନଗାର
କାନପୁର,୧ ।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବେ ଏହି ମାସ୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମନୋଜ ସେନଗାର ବା ମନୋଜଆନନ୍ଦ ମହାରାଜ । ଯେ କି ଗୋଲଡେନ୍ ବାବା…
୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…
ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍ଟକ୍ ଭିଡିଓରେ କହିଛନ୍ତି, ତାଙ୍କ ମା’ ୩ ସ୍ବାମୀଙ୍କ ସହ ରହୁଛନ୍ତି। ଭିଡିଓ ଶେୟାର କରିବାର କିଛି ସମୟ…
ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…
ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। କନ୍ୟାମାନେ ସମ୍ପୃକ୍ତ ଯୁବକଙ୍କୁ ମିଛି ମିଛିକା ବିବାହ କରି ଗତ ୫…
ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…
ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ…
ଦୁଇ ଗୋଡ଼ ବାହାରକୁ କରି ପାଣି କୁଣ୍ଡରେ ଏମିତି ହେଉଛି ହାତୀଛୁଆ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

