Posted inଫୁରସତ

ନ କାଟି ଅନ୍ୟ ସ୍ଥାନକୁ ନେଲେ ବୋହି…

ନୂଆଦିଲ୍ଲୀ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଯୁବକ ଏକ ଗଛକୁ ନ କାଟି ଚେର ସହିତ ଅନ୍ୟ ସ୍ଥାନକୁ କାନ୍ଧରେ ବୋହି ନେଇଯାଉଛନ୍ତି। ଏହି ଫଟୋକୁ ଝାଡ଼ଖଣ୍ଡ ଉପଜିଲାପାଳ ସଞ୍ଜୟ ଝା ଟୁଇଟରରେ ଅପଲୋଡ୍‌ କରିଛନ୍ତି। ଯୁବକମାନଙ୍କ ପରିବେଶ ପ୍ରତି ଥିବା ଭଲ ପାଇବାକୁ ସେ ପ୍ରଶଂସା କରିଛନ୍ତି। ଯୁବକମାନେ ଗଛଟିକୁ ଅନ୍ୟ ସ୍ଥାନରେ ରୋପଣ କରିଥିଲେ। ଉପଜିଲାପାଳଙ୍କ ଫଟୋକୁ ବହୁ ୟୁଜର ତାରିଫ୍‌ କରିବା ସହିତ ସକାରାତ୍ମକ କମେଣ୍ଟ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ

ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍‌ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି...

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ଅନନ୍ୟା ନନ୍ଦିନୀ: ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ; ଆଗାମୀ ପିଢ଼ି ପାଇଁ ଆଦର୍ଶ

ଜନ୍ମ ଆଉ ମରଣ ଭିତରେ ଥିବା ବ୍ୟବଧାନକୁ ଯଦି ଜୀବନ କୁହାଯାଏ, ତେବେ ସବୁ ଜୀବନ ସମାନ ନୁହେଁ। ଆପଣା ପାଇଁ ବଞ୍ଚିରୁହନ୍ତି ସାଧାରଣ ମଣିଷ।...

ନିଆରା ବିବାହ: ମାତ୍ର ୧୭ ମିନିଟ୍‌ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ

ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା...

ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ

‘ପୀରତି ତୋର ଦୂରୁ ଜୁହାର, ଅଠାକାଠି ପରି ଲାଗୁଛି। କହନା ମତେ ଆଉ ସେକଥା ଗୋଡ଼ହାତ ତୋର ଧରୁଛି।’ ପୁଣି ‘ଏମିତି ରାତି ଏ ଯେ...

୭୯ ବର୍ଷରେ ମାଟ୍ରିକ୍‌ ପାସ୍‌

ଉଦ୍ଧମ ସିଂ ନଗର(ଉତ୍ତରାଖଣ୍ଡ): ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାର୍‌ ମାନିଥାଏ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ...

ଏମିତି ଏକ ସ୍ଥାନ, ଯାହା ଅବିକଳ ଭାରତ ମାନଚିତ୍ର ପରି

ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନ ଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା...

ପାଣିରେ ମିଶିବା ପରେ ବହୁଗୁଣା ହୋଇଯିବେ ବ୍ୟାକ୍ଟେରିଆ

ଲଣ୍ଡନ: ବିଶ୍ୱବାସୀଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ ପାଲଟିଛି। ଏହା ପ୍ରଭାବରେ ବୈଶ୍ୱିକ ତାପମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଫଳରେ...

Advertisement
Archives

Model This Week