ଫୁରସତ

ସୋସିଆଲ ମିଡିଆରେ ଫଟୋ ଏଡିଟ୍‌ କଲେ ଏହି ଦେଶରେ ମିଳିବ ଜେଲ୍‌ଦଣ୍ଡ

୨୦୧୦ରେ ଲଞ୍ଚ୍‌ ହୋଇଥିବା ଇନ୍‌ଷ୍ଟାଗ୍ରାମ ୧୧ ବର୍ଷ ମଧ୍ୟରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଏହି ପ୍ଲାଟ୍‌ଫର୍ମରେ ୟୁଜରମାନେ ଫିଲ୍‌ଟର ଅପ୍‌ଶନରେ ଫଟୋ ଏଡିଟ୍‌ କରି ଫଟୋକୁ ଆହୁରି ସୁନ୍ଦର ରୂପ ଦେଇଥାନ୍ତି। ଏମିତି ଆକର୍ଷକ ଏବଂ ସୁନ୍ଦର କରିଥାନ୍ତି ଯେ,…

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି କେହି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି। ମାତ୍ର ଆମେରିକାର ଜଣାଶୁଣା ଫ୍ୟାଶନ ଡିଜାଇନର ବେରା…

ପୋଲିସ ବାବୁଙ୍କ ଘରେ ଚୋରି ପରେ ଚିଠି ଛାଡ଼ିଗଲା ଚୋର…

ଭୋପାଳ,୭।୭: ଜଣେ ପୋଲିସ ବାବୁଙ୍କ ଘରେ ଚୋରି କରିବା ପରେ ବିଚରା ଚୋର ଏକ ଚିଠି ଛାଡ଼ି ପଳାଇଛି। ଅସୁବିଧା ଥିବାରୁ ସେ ଚୋରି କରିଥିବା ଚିଠିରେ ଲଲ୍ଲେଖ କରିଛନ୍ତି। ଏପରି ନ କଲେ ତାଙ୍କ ସାଙ୍ଗଙ୍କର ଜୀବନ ରକ୍ଷା ସମ୍ଭବ…

ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ…

କ୍ଷମା ଏକ ଦିବ୍ୟଗୁଣ। ଏହାଠାରୁ ବଳି ଅନ୍ୟ କିଛି ନାହିଁ। ପ୍ରତିବର୍ଷ ଜୁଲାଇ ୭କୁ ବିଶ୍ୱ କ୍ଷମା ଦିବସ ଭାବେ ପାଳନ କରାଯାଇଥାଏ। କ୍ଷମା ଦ୍ୱାରା ସହଜରେ କିଭଳି ସମାଜରେ ଶାନ୍ତି ସ୍ଥାପନ କରାଯାଇ ପାରୁଛି ସେ ନେଇ ସଚେତନତା ସୃଷ୍ଟି…

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍‌ ଏହି ସିଗ୍‌ନାଲ୍‌ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ…

ସଚିନ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂହ ଧୋନୀ ଶିକ୍ଷକ ଚାକିରି ପାଇଁ କଲେ ଆବେଦନ; ସାକ୍ଷାତକାର ନିଶ୍ଚିତ ହେବା ପରେ…

ରାୟପୁର: ନିଯୁକ୍ତିରେ ସ୍କାମ୍‌ର ଅନେକ ଘଟଣା ସାମ୍ନାକୁ ଆସିଥାଏ। ହେଲେ ବିଗତ କିଛି ବର୍ଷ ଧରି ନକଲି ନାମରେ ଆବେଦନ କରିବା ଦେଖିବାକୁ ମିଳୁଛି। କେହି ଅଭିନେତାଙ୍କ ନାମରେ ତ କେହି ଅଭିନେତ୍ରୀଙ୍କ ନାମରେ ଆବେଦନ କରୁଛନ୍ତି। ଏବେ ଛତିଶଗଡ଼ରେ ଏଭଳି…

ସ୍ତ୍ରୀଙ୍କଠାରୁ ଦୂରରେ ରହିବା ଲାଗି ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ ସ୍ବାମୀ: ଏବେ ଖୋଜୁଛି ପୋଲିସ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କଠାରୁ ଦୂରରେ ରହିବାକୁ ଯାଇ କରୋନା ସଂକ୍ରମିତ ହୋଇଥିବା ନେଇ ମିଛ କହି ଚର୍ଚ୍ଚାକୁ ଆସିଛନ୍ତି। ସେ ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପଠାଇ ତାଙ୍କୁ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିବା…

ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ ବହୁ…

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ ପରିଚାଳିତ…

ଏହି ଅଙ୍ଗୁର ଦାମ୍‌ ୩୫ହଜାର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଆମ୍ବ ବଗିଚାର ଦୃଶ୍ୟ ନିକଟରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆମ୍ବ ବଗିଚାରେ ତାଇଓ ନୋ ତୋମାଙ୍ଗେ ନାମକ ଜାପାନୀ ଆମ୍ବ ଫଳିଥିବା ବେଳେ ଏହାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାରଣ ଏହି…

ଭଲପାଇବା ଏମାନଙ୍କ ମଧ୍ୟରେ ବି ଥାଏ, ଜଣେ ନ ଉଠିବାରୁ ଆଉଜଣେ କରୁଛି ଏମିତି…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ ପକ୍ଷୀ ରାସ୍ତାରେ ଅଚେତ…

ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?