ଫୁରସତ

ଓଡ଼ିଶାର ଟେକ: ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ବିଶିଷ୍ଟ ବ୍ୟକ୍ତି ମନୋନୀତ

ଚଳିତ ବର୍ଷ ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଜ୍ଞାନପୀଠ ସାରସ୍ବତ ସାଧିକା ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, କଳା କ୍ଷେତ୍ର ଲାଗି ଡ. ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟରେ…

ନୋଟ୍‌ ଉଡ଼ାଇବା ସମୟରେ ବରକନ୍ୟାଙ୍କ ଉପରେ ପଡ଼ିଗଲେ ବନ୍ଧୁ, ଆଉ ତା’ ପରେ…

ଏମିତି ବିବାହ ନାହିଁ ଯେଉଁଠି ବରକନ୍ୟାଙ୍କ ସାଙ୍ଗସାଥୀ ଉପସ୍ଥିତ ନ ଥିବେ। ବିବାହରେ ସାଙ୍ଗମାନେ ଥଟ୍ଟାମଜା କରି ବେଶ୍‌ ଆନନ୍ଦିତ ହୋଇଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ବିବାହ ସମୟର ସେମିତି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ବରକନ୍ୟା…

ଝିଅ ପାଇଁ ବାପା କଲେ ଏମିତି କାମ, ଆଖିଲେ ଆସିଯିବ ଲୁହ

ବାପା ଏବଂ ଝିଅ ମଧ୍ୟରେ ଥିବା ବନ୍ଧନ ଏକ ସ୍ବତନ୍ତ୍ର, ଯାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଝିଅ ତାଙ୍କ ପିତାଙ୍କ ସହିତ ଅତି ନିକଟତର ହୋଇଥିବାବେଳେ ବାପା ମଧ୍ୟ ତାଙ୍କ ଝିଅ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଝିଅ…

ସବୁଠୁ ବଡ଼ ଗାଲ ଥିବା ମଡେଲ, ବିଶ୍ୱରେ ଚର୍ଚ୍ଚିତ

କେଉଁ ମଡେଲ ପତଳା ଅଣ୍ଟାକୁ ନେଇ ପ୍ରସିଦ୍ଧ ତ ଆଉ କିଏ ନିଜ କେଶ, ନଖକୁ ନେଇ ପ୍ରସିଦ୍ଧ। ସେମିତି ଜଣେ ମଡେଲ ତାଙ୍କ ଗାଲକୁ ନେଇ ଖୁବ୍‌ ଚର୍ଚ୍ଚାରେ। ଏହି ଚର୍ଚ୍ଚିତ ମଡେଲଙ୍କ ନା ଆନାସ୍ତାସିଆ ପୋକ୍ରେଶଚୁକ। ସେ ତାଙ୍କ…

୧୯ ବର୍ଷ ବୟସରେ ଅସ୍ରାବ୍ୟ ଗାଳି ଦେଇ ଚର୍ଚ୍ଚାରେ ଏହି ‘ଲେଡି ଡନ୍‌’; ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମରେ ଫସାଇ…

ଚର୍ଚ୍ଚାରେ ଲେଡି ଡନ୍‌ ରେଖା ମୀନା। ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଆଡେ ତାଙ୍କୁ ନେଇ ଖବର ପ୍ରକାଶ ପାଉଛି। ତାଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ପ୍ଲାଟଫର୍ମରେ ବହୁତ ଖୋଜାଯାଉଛି। ତେବେ ରେଖା ହେଉଛନ୍ତି ରାଜସ୍ଥାନର କରୌଲୀରେ ରହୁଥିବା…

ପିଲାଦିନେ କହିଥିଲେ ଆମେ ହେଲିକପ୍ଟରରେ ଶାଶୁଘର ଯିବୁ, କଥା ରଖିଲେ ପିତା

ରାଜସ୍ଥାନର ଝୁନ୍‌ଝୁନ୍‌ରେ ଦୁଇ ଝିଅଙ୍କ ପିଲାଦିର ଇଚ୍ଛା ପୂରଣ କରିଛନ୍ତି ପିତା। ସୁରଜଗଡ଼ର ଢାଣିରେ ରହୁଥିବା ସୁରେଶ ଖେଦଡ଼ଙ୍କ ଦୁଇ ଝିଅ ପୁନମ ଏବଂ ପ୍ରିୟଙ୍କାଙ୍କ ପିଲାଦିନେ ପିତାଙ୍କୁ କହିଥିଲେ ଆମକୁ ଶାଶୁଘର ହେଲିକପ୍ଟରରେ ପଠାଇବ। ଦୁଇଝିଅଙ୍କ କଥା ଏବେ ରକ୍ଷା…

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦ କୋଟି…

ତ୍ରିରଙ୍ଗା କିଏ ପ୍ରସ୍ତୁତ କରିଥିଲେ ଜାଣନ୍ତି

ନୂଆଦିଲ୍ଲୀ,୨୬।୧: ଭାରତ ଏହାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଲାଲକିଲ୍ଲାଠାରୁ ଆରମ୍ଭ କରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରି ଭାରତ ମାତାକୁ ସମ୍ମାନ ଦିଅନ୍ତି। ଆମର…

ଗାଡି କି ଘୋଡା ନୁହେଁ, କନ୍ୟା ଆଣିବାକୁ ଜେସିବିରେ ଗଲେ ବର: ଆଉ ତା’ପରେ

ଆଜିକାଲି ବିବାହର ଋତୁ ଆରମ୍ଭ ହୋଇଯାଇଛି। ବିବାହ ସମ୍ପର୍କିତ ଅନେକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବର ଗାଡି କି ଘୋଡା ନୁହେଁ, ଜେସିବି ଧରି କନ୍ୟାଙ୍କୁ ଆଣିବାକୁ…

୨ ଚଳନ୍ତା ଟ୍ରେନ୍‌ ମଝିରେ ଘୋଡ଼ା: ଭୟଙ୍କର ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

୭୦ ଫୁଟ ଉଚ୍ଚରେ ଦୋଳିରେ ଝୁଲୁଛନ୍ତି ଭଉଣୀ-ଭାଇ

କିଛି ଲୋକ ସବୁବେଳେ ଆଶ୍ଚର୍ଯ୍ୟଜନକ କାମ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇପଡ଼ନ୍ତି। ଏବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଦେଖିଲେ ଆଖିରେ ପଲକ ପଡ଼ିବନି। ଅଷ୍ଟ୍ରେଲୀୟ ଭଉଣୀ-ଭାଇ ୭୦ ଫୁଟ…

ପୁଅକୁ ୨୬ ବର୍ଷ ଧରି ପିଠିରେ ବସାଇ ବୁଲୁଛନ୍ତି ମା’, କାରଣ ଜାଣିଲେ…

ଜଣେ ମା’ ଆଗରେ ସବୁକିଛି ସମ୍ଭବ। ଏକଥା କାହାକୁ ବି ଅଛପା ନାହିଁ। ଗୋଟିଏ ପିଲା ପାଇଁ ମା’ ନିକଟରେ ଶତ ସିଂହର ବଳ ଆସେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ପର୍ଥରେ। ଏଠାରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?