ଫୁରସତ

ଗୁଗ୍‌ଲ ମ୍ୟାପ ଦେଖି ଗଛ ଉପରେ କାର୍‌ ଚଢ଼ାଇ ଦେଲେ ଯୁବକ

ଲୋକମାନେ ସାଧାରଣତଃ ଗୁଗ୍‌ଲ ମ୍ୟାପ୍‌ ବ୍ୟବହାର କରନ୍ତି। ନିଶ୍ଚିତ ଭାବରେ ଗୁଗ୍‌ଲ ମ୍ୟାପ ଅନେକ ଲୋକଙ୍କ ରାସ୍ତା ସହଜ କରିଥାଏ। କିନ୍ତୁ ବେଳେବେଳେ ଏହି ଗୁଗ୍‌ଲ ମ୍ୟାପ୍‌ ଯୋଗୁ ଅନେକ ବିସ୍ମୟକର ଘଟଣା ଘଟିଥାଏ। ବାସ୍ତବରେ, ଘାନାର ଜଣେ ବ୍ୟକ୍ତି ଗୁଗ୍‌ଲ…

ଘର ବାହାରେ ବସିଥିବା ବ୍ୟକ୍ତିଙ୍କ ସହ ପୋଷା କୁକୁର କରୁଛି ଏପରି, ଭିଡିଓ ଦେଖିଲେ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ନିଜ ଅବିକଳ ଚେହେରା ଦେଖି ଏମିତି କହିଲେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୩୦।୧୨:ବିଶ୍ୱର ଏକ ନମ୍ବର ଧନୀ ତଥା ଟେସଲା ସିଇଓ ଏଲୋନ ମସ୍କ ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଯଦିଓ ସେ ନିଜ କାରଣରୁ ନୁହେଁ ବରଂ ଅନ୍ୟ କାହା କାରଣରୁ ଆଲୋଚନାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅବିକଳ ଚେହେରାର ଜଣେ…

ମେକାନିକ୍‌ କଲେ ଏମିତି କାମ, ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟଙ୍କୁ ଛୁଇଁଲା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟକ ଭିଡିଓ ଶେୟାର କରନ୍ତି। କେବଳ ଏତିକି ନୁହେଁ, ପ୍ରତିଭାଶାଳୀ ଲୋକମାନଙ୍କୁ ଦେଖି ସେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଗତ କିଛି ମାସ ଧରି ଆନନ୍ଦ ମହିନ୍ଦ୍ରା ଅନେକ…

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ଥିବା ବେଳେ ସେ ଏବେ ଅନେକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଆଶ୍ଚର୍ଯ୍ୟ…

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କ ଆଗରେ ଏମିତି ସର୍ତ୍ତ ରଖିଲେ ବର: ସମସ୍ତେ ଲାଜେଇ ଗଲେ

ଦେଶରେ ବିବାହ ସିଜିନ୍‌ ଚାଲିଛି। ବିବାହ ସମ୍ବନ୍ଧୀୟ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହରେ ବରଣମାଳା ପିନ୍ଧା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି। ବରଣମାଳା ସମୟରେ ଅନେକ ରୋଚକ ଘଟଣା ଘଟେ। ଆଜିକାଲି ସୋସିଆଲ ମିଡିଆରେ…

ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ ନୂଆ କିଛି ଜାଣିବାର ଉତ୍ସ ହୋଇଆସିଛି। ପୂର୍ବ ସଭ୍ୟତାର ଲୋକଙ୍କ ବିଷୟରେ ଏହା ଦ୍ୱାରା…

ଏପରି କରୁଛି ବଳଦ, ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏହି ଦେଶରେ ଅଧାରୁ ପାଠପଢ଼ା ଛାଡ଼ନ୍ତି ଛାତ୍ରୀଛାତ୍ର, କାରଣ ଜାଣିଲେ…

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ। ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ…

ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଫିଲିପ୍‌ ଓ…

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ କାରଣରୁ କେତେକ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା…

୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସଫେଇ କାମ କଲେ ମହିଳା, କାରଣ ଜାଣିଲେ…

ଜଣେ ମହିଳା ମାସକୁ ୪୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ମାତ୍ର ଚାକିରି ଛାଡ଼ି ସେ ସଫେଇ କାମ କରିବାରେ ଲାଗିଲେ। ଏହି ମହିଳାଙ୍କ ନାମ କ୍ଲେୟର ବର୍ଟନ। ସେ ବ୍ରିଟେନରେ ରୁହନ୍ତି। କ୍ଲେୟରଙ୍କ କହିବା ଅନୁଯାୟୀ, ସଫେଇ କରିବା କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?