ଫୁରସତ

ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ…

ଭଙ୍ଗା ହୃଦୟରେ ଲେଖିଥିବା କବିତା ୩ କୋଟି ୮୯ ଲକ୍ଷ ଟଙ୍କାରେ ବିକ୍ରି

କୁହାଯାଏ ଯେ, ବେଳେବେଳେ ହୃଦୟର ଯନ୍ତ୍ରଣା ତୁମର ମୂଲ୍ୟ ବଢାଇଥାଏ। ଲଣ୍ଡନର ବାସିନ୍ଦା ଆର୍କ ହେଡ୍ସଙ୍କ ସହ ସମାନ ଘଟଣା ଘଟିଛି। ଛାଡପତ୍ରର ଦୁଃଖ ତାଙ୍କ ଜୀବନରେ ଏପରି ଭାବରେ ଆସିଲା ଯେ ସେ ପ୍ରସିଦ୍ଧ ହୋଇଗଲେ। ତାଙ୍କ ଭାବନାକୁ ପ୍ରକାଶ…

ସମୟର ଆହ୍ବାନ ଲିଙ୍ଗଗତ ସମାନତା

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସିବା ସ୍ବାଭାବିକ। ସମସ୍ୟାର ସମାଧାନର ପଥ ଖୋଜିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସଚେତନତା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ…

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ ଏକ ପୁରୁଣା ଫଟୋ ସୋସିଆଲ ମିଡିଆ ଘୁରି ବୁଲୁଛିି, ଯେଉଁଥିରେ ଥିବା ଲୋକଙ୍କୁ…

ହଠାତ୍‌ ଚାଲିଗଲା ବିଦ୍ୟୁତ୍‌, ପ୍ରେମିକାଙ୍କୁ ପ୍ରପୋଜ କରିବା ବଦଳରେ ପ୍ରେମିକ କଲେ ଏମିତି କାମ

ଜଣେ ପ୍ରେମିକ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ପାଇଁ ଗୋଲାପ ଫୁଲ ଧରି ପହଞ୍ଚିଥିଲେ। ଠିକ୍‌ ସେହି ସମୟରେ ବିଦ୍ୟୁତ୍‌ ଚାଲିଗଲା। ପରେ ଯାହା ଘଟିଲା ଜାଣିଲେ ହସିହସି ଗଡ଼ିବେ… ଚାଇନାର ଜଣେ ପ୍ରେମିକ ମନେ ମନେ ଭଲ ପାଉଥିବା ଜଣେ ଯୁବତୀଙ୍କୁ…

ଡାକ୍ତର ଖାଇଲେ ଗୋବର, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଭିଡିଓ ସବୁ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେମିତି ଏକ ଅଜବ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଆପଣ ବିଶ୍ୱାସ କରିବେ ନାହିଁ ଯେ, କେହି ଡାକ୍ତର ଏପରି କାମ କରିଛନ୍ତି…

୫୮୦ ବର୍ଷ ପରେ ଦୀର୍ଘତମ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର…

ଦ୍ୱୀପରେ ୫ କୋଟି ନରଭକ୍ଷୀ କଙ୍କଡ଼ା

ମେଲବୋର୍ନ: ଅଷ୍ଟ୍ରେଲିଆର ଖ୍ରୀଷ୍ଟମାସ୍‌ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକୁ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା ପ୍ରତିବର୍ଷ…

କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା ପ୍ରତିବର୍ଷ…

ବିପଦ ମାଡ଼ି ଆସୁଛି, ପୃଥିବୀ ମୁହାଁ ବିରାଟ ଗ୍ରହାଣୁ ପିଣ୍ଡ …

ଓ୍ବାଶିଂଟନ,୧୭।୧୧: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ବିଗ୍‌ ବେନ୍‌ ଘଣ୍ଟା ଆକାରଠାରୁ ତିନି ଗୁଣା ବଡ଼ ଏକ ଗ୍ରହାଣୁ ପିଣ୍ଡ ପୃଥିବୀ ମୁହାଁ ହୋଇଥିବା ନେଇ ଆମେରିକାର ମହାକାଶ…

ପୃଥିବୀଠାରୁ ୬୦୦୦ ଫୁଟ ଉଚ୍ଚରେ ରହିଛି ଏହି ହୋଟେଲ, ରାତିକୁ ଦେବାକୁ ପଡ଼େ…

ପୃଥିବୀରେ ଅନେକ ଅଦ୍ଭୁତ ଏବଂ ଅନନ୍ୟ ନିର୍ମାଣ ଦେଖିବାକୁ ମିଳିଥାଏ। ଯାହା କଳ୍ପନା କରିବା ବି କଷ୍ଟକର। ପୃଥିବୀପୃଷ୍ଠରୁ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ମଧ୍ୟ ମଣିଷ ଏକ ଚମତ୍କାର ନିର୍ମାଣ କରିଛି। ମଣିଷମାନଙ୍କ ଦ୍ୱାରା କରାଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ନିର୍ମାଣ…

ବତକ ପଛରେ କୁକୁରଛୁଆ , ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?