ଫୁରସତ

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ଶେଷ ହେବାର କିଛିଦିନ…

ଏ ଜନ୍ମରେ ସରିଲାନି ସଙ୍ଗୀତର ଶିକ୍ଷା- ଶ୍ୟାମାମଣି ଦେବୀ

ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ନିଜର ସୁଲଳିତ କଣ୍ଠରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ। ଯେଉଁଥିପାଇଁ ସେ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଭୟ ଓଡ଼ିଶୀ…

ଡେନିମ୍‌ ଫୁଟ୍‌ଓ୍ବେର୍‌

ଡେନିମ୍‌ ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଟ୍ରେଣ୍ଡ ସବୁବେଳେ ରହିଥାଏ। ତେବେ ଡେନିମ୍‌ କହିଲେ ସାଧାରଣତଃ ମନରେ ଆସେ ଡେନିମ୍‌ ଜ୍ୟାକେଟ୍‌, ଡେନିମ୍‌ ଡ୍ରେସ୍‌ କିମ୍ବା ଜିନ୍ସ କଥା। କିନ୍ତୁ ଏବେ ଡେନିମ୍‌ର କେବଳ ଆଉଟ୍‌ଫିଟ୍‌…

ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…

ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ ଏସବୁକୁ ଆଡ଼େଇ ସେମାନେ ଆଗକୁ ବଢ଼ିଛନ୍ତି। ନିଜ ଜୀବନର ନିୟମ ନିଜେ ଗଢ଼ିଛନ୍ତି, ନିଜ…

ହ୍ୟାଣ୍ଡ ସିମ୍ବଲ ; କିଛି କଥା

ଆଙ୍ଗୁଠିରେ କେତେକ ମୁଦ୍ରାକୁ ଆମେ ବର୍ତ୍ତମାନ ବିଭିନ୍ନ ସିମ୍ବଲ ଭାବେ ବ୍ୟବହାର କରୁଛେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏସବୁ ଏବେର ନୁହେଁ ବରଂ ବହୁ ପୁରୁଣା ଦିନରୁ ପ୍ରଚଳିତ ହୋଇଆସୁଛି … ଥମ୍ବସ୍‌ ଅପ୍‌: କାହାରି ଭଲ…

ମାତ୍ର ୯ ବର୍ଷରେ କୋଟିପତି ଏହି ବାଳକ: ଜେଟ୍‌ରେ ବୁଲନ୍ତି, ପିନ୍ଧନ୍ତି ଡିଜାଇନର୍‌ ପୋଷାକ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏଥିପାଇଁ କିଛି କଠିନ ପରିଶ୍ରମ କରୁଥିବା ବେଳେ କିଛି ଜନ୍ମରୁ ଆଭିଜାତ୍ୟର ସହ ବଢ଼ିଥାନ୍ତି। ସେଭଳି ଜଣେ ହେଲେ ଏହି ବାଳକ। ତାଙ୍କୁ ମାତ୍ର…

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ କୁହନ୍ତି, ସେମାନଙ୍କ ଓଜନ ବଢ଼ାଇବା ଉପରେ ଅଧିକାରୀମାନେ ପୂର୍ଣ୍ଣ ନଜର ରଖିଥାନ୍ତି। ଏଥିପାଇଁ ଦରମା…

ରାସ୍ତାରେ ଗଡୁଛି ଭିନ୍ନ ଧରଣର ସାଇକେଲ, ଯିଏ ଦେଖୁଛି ଘଡ଼ିଏ ଚାହିଁ ସେଲ୍‌ଫି ନେଉଛି

ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା ଅନ୍ୟ ଯାନବାହନଗୁଡ଼ିକ ଛୋଟ ଦେଖାଯାଉଛନ୍ତି। ସାଇକେଲର ମାଲିକ ଏହାକୁ ଏତେ ସ୍ବତନ୍ତ୍ର ଭାବରେ ତିଆରି…

୨ ବର୍ଷର ଶିଶୁ ଅନ୍‌ଲାଇନ୍‌ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…

ଆଜିକାଲି ମୋବାଇଲ୍‌ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍‌ କ୍ଲାସ୍‌ ଯୋଗୁ ମଧ୍ୟ ମୋବାଇଲ୍‌ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ ଯେତେ ବାରଣ କଲେ ମଧ୍ୟ ସେମାନେ ମୋବାଇଲ୍‌ ବିନା ରହିବା ଅସମ୍ଭବ ଯେମିତି ହୋଇପଡୁଛି।…

ଏମିତି ଘର, ଯେଉଁଠି ପ୍ରତ୍ୟେକ ଜିନିଷ ଦେଖିବାକୁ ମିଳେ ଓଲଟା

ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ ଫଟୋ ପାଇଁ ବିପୁଳ ଅର୍ଥ ବି ବ୍ୟୟ କରିଥାନ୍ତି। ଏହିପରି ଗୋଟିଏ ଘର ଆଜିକାଲି…

‘ପୁଷ୍ପା’ର ଡାଏଲଗ୍‌ କହିଲେ ଗ୍ରେଟ୍‌ ଖଲି, ଭିଡିଓ ଦେଖିଲେ…

ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଏବଂ ଡାଏଲଗ୍‌କୁ କପି କରୁଛନ୍ତି। ଏପରିକି ଡେଭିଡ୍‌ ଓ୍ବାର୍ନର, ସୁରେଶ ରାଇନା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀବଲି ହୁକ୍‌ ଷ୍ଟେପ କରୁଥିବା ଭିଡିଓ ଶେୟାର କରିଛନ୍ତି।…

୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଚଳିତବର୍ଷ ଆଉ ୯ ସନ୍ତାନ ନେବେ ଜନ୍ମ

ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। ଏବେ କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତି ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?