Posted inଫୁରସତ

୨ ଚଳନ୍ତା ଟ୍ରେନ୍‌ ମଝିରେ ଘୋଡ଼ା: ଭୟଙ୍କର ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଘୋଡ଼ାକୁ ଦେଖିବାକୁ ମିଳୁଛି। ୨ ଟ୍ରେନ୍‌ ଟ୍ରାକ୍‌ ମଧ୍ୟରେ ଘୋଡ଼ାଟି ଫସି ଯାଇଛି। ୨ ଟ୍ରାକ୍‌ରେ ଟ୍ରେନ୍‌ ଆସି ଚାଲିଯାଇଛି। ମାତ୍ର ଘୋଡାଟି ତା ନିଜର ରାସ୍ତା ପରିବର୍ତ୍ତନ କରି ନ ଥିବାରୁ ବଞ୍ଚି ଯାଇଛି। ଭିଡିଓକୁ ଆଇପିଏସ୍‌ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଚକାରେ ଗୁଡ଼ାଇ ହୋଇ ଯାଇଛି ବିରାଟକାୟ ସାପ, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି...

ମାଙ୍କଡ଼ ପଢୁଛି ପାଠ

ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଫଳରେ ବିଦ୍ୟାଳୟ ଯିବାକୁ ପିଲା ଆଗ୍ରହୀ ହେଉଛନ୍ତି। ଖାଲି ଯେ, ପିଲାମାନେ ଏହାକୁ...

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ...

ସ୍ମୃତିରେ ୨୦୨୧ (ନାରୀ)

ଖୁବ୍‌ କମ୍‌ ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୧। ଏହି ବର୍ଷ ମଧ୍ୟରେ ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରି...

ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ...

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି,...

ଗୁଗଲ୍‌ ମ୍ୟାପ୍‌ରେ ଏହି ଘରକୁ ବହୁମାତ୍ରାରେ କରାଯାଉଛି ସର୍ଚ୍ଚ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେକ୍ସିକୋ ସିଟିରେ ‘ଆଭେନିଡା ଇଜଟୋକ୍ଲୋକ୍‌-୯’ ଠିକଣା ଥିବା ଘରକୁ ଆଜିକାଲି ଗୁଗଲ ମ୍ୟାପ୍‌ରେ ଖୁବ୍‌ ସର୍ଚ୍ଚ କରାଯାଉଛି। ଏହାର କାରଣ ହେଲା ଘରର କାନ୍ଥ ଏବଂ...

Advertisement
Archives

Model This Week