Posted inଫୁରସତ

୨ ଚଳନ୍ତା ଟ୍ରେନ୍‌ ମଝିରେ ଘୋଡ଼ା: ଭୟଙ୍କର ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଘୋଡ଼ାକୁ ଦେଖିବାକୁ ମିଳୁଛି। ୨ ଟ୍ରେନ୍‌ ଟ୍ରାକ୍‌ ମଧ୍ୟରେ ଘୋଡ଼ାଟି ଫସି ଯାଇଛି। ୨ ଟ୍ରାକ୍‌ରେ ଟ୍ରେନ୍‌ ଆସି ଚାଲିଯାଇଛି। ମାତ୍ର ଘୋଡାଟି ତା ନିଜର ରାସ୍ତା ପରିବର୍ତ୍ତନ କରି ନ ଥିବାରୁ ବଞ୍ଚି ଯାଇଛି। ଭିଡିଓକୁ ଆଇପିଏସ୍‌ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେନାଲ୍‌ ମ୍ୟାନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ବିହାରର କେନାଲ୍‌ ମ୍ୟାନ୍‌ କୁହାଯାଉଥିବା ଲାଉଙ୍ଗି ଭୁୟାଁଙ୍କ ଟ୍ରାକ୍ଟର ଉପହାର ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗୟା ଜିଲାର ଲହଥୁଆ ଅଞ୍ଚଳର କୋଠିଲାୱା ଗାଁରେ...

କରୋନା ମହାମାରୀ ସମୟରେ ଗୁପ୍‌ଚୁପ୍‌ ବିକାଳିଙ୍କ ଅଭିନବ ପ୍ରୟାସ, ପ୍ରଶଂସା କରୁଛନ୍ତି ଲୋକେ

ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି କରୋନା ମହାମାରୀ ସମୟରେ ଏମିତି ଏକ ଅଜବ ପଦ୍ଧତି ଆପଣାଇଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ଏହି ଭିଡିଓକୁ ଆଇଏଏସ୍‌...

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌...

ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍‌

ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର –...

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର...

ହିମ ପାହାଡ଼ ତରଳିଲେ ଭୟଙ୍କର ସଙ୍କଟ

ଓ୍ବାଶିଂଟନ: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ...

କରୋନାର ଆୟୁର୍ବେଦୀୟ ଚିକିତ୍ସା

କରୋନା ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ବଳୟ ଘେରି ରହିଥାଏ। ସେହି ଆକାର ଭୂତାଣୁ ପ୍ରାଣୀଙ୍କଠାରେ ଦେଖାଦେଇଥାଏ। ଏପରି ଭୂତାଣୁ ପ୍ରାଣୀ...

ଏମିତି ମନ୍ଦିର, ଯାହା ରାକ୍ଷସଙ୍କ ନଖରେ ହୋଇଛି ତିଆରି, ପ୍ରଭୁ ଗଣେଶ ପାଉଛନ୍ତି ପୂଜା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି। ପ୍ରତ୍ୟେକ ସ୍ଥାନ ନିଜ ନିଜର ସ୍ବତନ୍ତ୍ରତା ପାଇଁ ବେଶ୍‌ ପରିଚିତ। ସେମିତି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି ଇଣ୍ଡୋନେସିଆର...

Advertisement
Archives

Model This Week