ଫୁରସତ

ପରିବା ବିକୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଶିକ୍ଷା ଦେଇଥାଏ ତ ଆଉ କିଛି ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଲୋକମାନେ ଏହିପରି ଭିଡିଓକୁ ବହୁତ ପସନ୍ଦ କରନ୍ତି। ଏବେ ସେମିତି ଏକ…

ସେଲ୍‌ଫି ବିକି ଯୁବକ କୋଟିପତି, ଜାଣନ୍ତୁ କେମିତି ଏତେ ଟଙ୍କା କଲେ ରୋଜଗାର

ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ କିଛି ନା କଛି ସ୍ବପ୍ନ ରହିଥାଏ। କିପରି ଅଧିକ ଅର୍ଥ ରୋଜଗାର କରି ଭଲରେ ଚଳିବେ ସେନେଇ ଅଧିକାଂଶ ଲୋକ ଭାବିଥାନ୍ତି। ଏଥିପାଇଁ ନୂଆ ନୂଆ ଉପାୟ ମଧ୍ୟ ଖୋଜିଥାନ୍ତି। ଆଜି ଏମିତି ଜଣେ ଯୁବକ ବିଷୟରେ…

ମିରର୍‌ ରାଇଟିଂରେ ପାରଙ୍ଗମ ମୁସ୍କାନ୍‌

ଭଲ ପାଠପଢ଼ିବା, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ସବୁଥିରେ ସେ ଆଗୁଆ। ତଥାପି କିଛି ଭିନ୍ନ କରି ନିଜର ପରିଚୟ ଗଢ଼ିବାକୁ ସେ ସର୍ବଦା ଉଦ୍ୟମରତ। ଆଉ ଦୃଢ଼ ମନୋବଳ ଏବଂ ପ୍ରଚେଷ୍ଟା ଦ୍ୱାରା ଆଜି ସେ ନା କେବଳ ନିଜ ଲକ୍ଷ୍ୟ…

ରାଜନୀତିରେ ମୁଁ କାହିଁକି…

କଥାରେ ଅଛି ଚିହ୍ନା ବ୍ରାହ୍ମଣଙ୍କର ପଇତା ଲୋଡ଼ା ନାହିଁ। ଠିକ୍‌ ସେମିତି ପୁରୁଖା ରାଜନେତାଙ୍କ ପୁନର୍ବାର ପରିଚୟ ଦେବାର ଆବଶ୍ୟକତା ନାହିଁ। କାରଣ, ଆମେ ଭାବୁ ଚଳିତ ରାଜନୀତିରେ ଯାହାଙ୍କ ମୂଳଦୁଆ ଯେତେ ପୁରୁଣା ତାଙ୍କ ଶାସନ ଓ କାର୍ଯ୍ୟ ସେତେ…

ପ୍ରେମଭରା ମେସେଜ ପଠାଇ ମାସକୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଓ୍ବାଶିଂଟନ,୨୨ା୧: ଅର୍ଥ ରୋଜଗାର ପାଇଁ କିଏ କେତେ ପ୍ରକାର ଯୋଜନା କରିଥାନ୍ତି। ଜଣେ ମହିଳା କେବଳ ମେସେଜ ପଠାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ବ୍ୟକ୍ତି…

ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍‌ କରି କହିଲେ ଚାକର; କାରଣ ଜାଣିଲେ…

ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍‌ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ବି ରହିଛି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।…

ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା ଗତ ୧୯ ତାରିଖରେ ହୋଇଥିଲା। ଏନେଇ ପଡ଼ୋଶୀମାନେ ପ୍ରଥମେ ଜାଣି ପାରି ନ ଥିଲେ।…

ସମୁଦ୍ର କୂଳରେ ମଣିଷ ନୁହେଁ, କେବଳ ପାଦ ଚାଲୁଥିଲା

ଗୁଗୁଲ ୟାର୍ଥରେ ପ୍ରତିଦିନ ନୂଆ ନୂଆ ରହସ୍ୟମୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ଗୁଗୁଲ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖୁଥିବାର ଦାବି କରୁଛନ୍ତି। ଯାହା ବିଷୟରେ ଜାଣିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ…

ଆଖି ସାମ୍ନାରେ ଚାଲିଗଲା ବନ୍ଧୁଙ୍କ ଜୀବନ, ସଙ୍ଗେ ସଙ୍ଗେ ବନ୍ଧୁପତ୍ନୀଙ୍କୁ କରିନେଲେ ବିବାହ

କୁହାଯାଏ, ଜଣେ ବନ୍ଧୁ ହିଁ ସବୁକିଛି କରିପାରେ। ଯେତେବଡ଼ ଅସୁବିଧାରେ ପଡ଼ିଥିଲେ ମଧ୍ୟ ସଚ୍ଚା ବନ୍ଧୁଟି ଆଗେ ଦୌଡ଼ି ଆସେ ସାହାଯ୍ୟ ସହଯୋଗ କରିବା ପାଇଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ଠାରେ। ଦୁଇ ବନ୍ଧୁଙ୍କର ବୁଲାବୁଲିରେ…

ପରିବା କିଣିବା ପାଇଁ ୫୦୦ ଟଙ୍କାର ଖୁଚୁରା ମିଳିଲାନି, କିଣିଲେ ଲଟେରି ଟିକେଟ; ଆଉ ତା’ ପରେ…

କାହାର ଭାଗ୍ୟ କେତେବେଳେ ବଦଳିଯିବ ସେ ବିଷୟରେ କିଛି କହି ହେବନାହିଁ। କଥାରେ ଅଛି, ଆଜି ଯିଏ ରାଜା କାଲି ସେ ଚାକର। ଆଉ କାଲି ଯେ ଚାକର ଆଜି ସେ ରାଜା। ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ କଠିନ…

ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ…

ପ୍ରେମିକାଙ୍କ ପଛରେ ପ୍ରତିମାସରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ପ୍ରେମିକ, ସତ ଜାଣିବା ପରେ ଉଡ଼ିଗଲା ହୋସ୍‌

ପ୍ରେମିକାଙ୍କ ପଛରେ ଜଣେ ପ୍ରେମିକ ୪୦୦,୦୦୦ ପାଉଣ୍ଡ ଅର୍ଥାତ୍‌ ୪ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ଶେଷରେ ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଯାଇ ଯୁବକଙ୍କୁ ଝଟ୍‌କା ଲାଗିଛି। ୬ ମାସ ପର୍ଯ୍ୟନ୍ତ ପ୍ରେମିକାଙ୍କ ସହ ରିଲେସନଶିପ୍‌ରେ ରହିବା ପରେ ତାଙ୍କୁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?