ଫୁରସତ

ଦୃଷ୍ଟିହୀନ ହେବା ପୂର୍ବରୁ ବିଶ୍ୱ ଭ୍ରମଣ

ଓଟାଓ୍ବା: କାନାଡା ଦମ୍ପତି ସେବାଷ୍ଟିନ୍‌ ପେଲ୍ଲଟିଅର୍‌, ଇଡିଥ୍‌ ଲେମେ ନିଜର ୪ ସନ୍ତାନ ମିଆ, କୋଲିନ, ଲରେଣ୍ଟ ଓ ଲେଓଙ୍କୁ ଧରି ୬ ମାସିଆ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ପେଲ୍ଲଟିଅର୍‌ଙ୍କ ୩ ସନ୍ତାନ ରେଟିନିଟିଜ୍‌ ପିଗ୍‌ମେଣ୍ଡୋସା ନାମକ ଏକ ବିରଳ ରୋଗରେ…

ଯୁବତୀ ଫୋନ୍‌ ନମ୍ବର ଦେବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ, ଭିଡିଓ ଦେଖିଲେ…

ଅନେକ ଯୁବକ ଥାନ୍ତି, ଯେଉଁମାନେ ଯୁବତୀଙ୍କଠାରୁ ହଁ ଶୁଣି ଖୁସି ହୁଅନ୍ତି ଆଉ ନା ଶବ୍ଦକୁ ଆଦୌ ସହିପାରନ୍ତି ନାହିଁ। ସେମାନେ ଭାବନ୍ତି ଯୁବତୀଙ୍କ ମନା କରିବା ଅର୍ଥ ସେମାନଙ୍କୁ ଅପମାନ ଦେବା। ତେଣୁ ଏଥିରେ କ୍ରୋଧିତ ହୋଇ କେତେ କ’ଣ…

କୁନି ଝିଅ ସହ ତାଳ ଦେଇ ଡ୍ୟାନ୍ସ କରୁଛି ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯାହାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି। ଏମିତି ଭିଡିଓକୁ ଲୋକେ ବାରମ୍ବାର ଦେଖିଥାନ୍ତି। ଅଧିକାଂଶ ଲୋକ ବନ୍ୟଜନ୍ତୁ କିମ୍ବା ଗୃହପାଳିତ…

ବଜାରକୁ ଆସିଲା ଉଡ଼ନ୍ତା ବାଇକ୍‌, ଦାମ୍‌ ରହିଛି…

ଆପଣ ଉଡ଼ନ୍ତା ବାଇକ୍‌ ବିଷୟରେ ଅନେକ କଥା ଶୁଣିଥିବେ। ମାତ୍ର ଦୁନିଆକୁ ସତରେ ଏବେ ଉଡ଼ନ୍ତା ବାଇକ୍‌ ଆସିଛି। ଯଦି ଆପଣ ଟ୍ରାଫିକ୍‌ ଜାମ୍‌ ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଆକାଶରେ ଉଡ଼ି ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇପାରିବେ। ଏହା…

ଉଲ୍‌କାପିଣ୍ଡରେ ଜଳ

ଲଣ୍ଡନ: ବିଶେଷଜ୍ଞମାନେ ଉଲ୍‌କାପିଣ୍ଡ ଖଣ୍ଡରୁ ଜଳର ସନ୍ଧାନ କରିଛନ୍ତି। ଗତବର୍ଷ ଫେବୃୟାରୀରେ ବ୍ରିଟେନ୍‌ର ଗ୍ଲୋସେଷ୍ଟରସିର ଟାଉନ୍‌ର ସଡ଼କରେ ଏହି ଉଲ୍‌କାପିଣ୍ଡର କିଛି ଅଂଶ ପଡ଼ିଥିଲା। ତେବେ ଏହି ଉଲ୍‌କାପିଣ୍ଡରୁ ଜଳ କେଉଁଠାରୁ ଆସିଲା ସେ ନେଇ ବିଶେଷଜ୍ଞ ଟିମ୍‌ର ଅଧ୍ୟୟନ ଜାରି…

୬୦ ବର୍ଷୀୟ ସ୍ପାଇଡର୍‌ ମ୍ୟାନ୍‌

ପ୍ୟାରିସ୍‌: ବିଶାଳ ଟାଓ୍ବାର ଚଢ଼ିବାର ସ୍ବପ୍ନକୁ ବୃଦ୍ଧ ବୟସରେ ଫ୍ରାନ୍ସର ଆଲେନ ରବର୍ଟ ନାମକ ଜଣେ ବ୍ୟକ୍ତି ସାକାର କରିଛନ୍ତି। ଶନିବାର ପ୍ୟାରିସ୍‌ରେ ସେ ଏକାକୀ ୪୮ ମହଲା ବିଶିଷ୍ଟ ବିଲ୍ଡିଂ ଚଢ଼ି ରେକର୍ଡ କରିଛନ୍ତି। ରବର୍ଟ ନାଲି ରଙ୍ଗର ଡ୍ରେସ୍‌…

ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା ଫଟୋ ବିକ୍ରି କରିଛନ୍ତି। ସେ ଏଲନଙ୍କ କଲେଜ ସମୟର ଫଟୋ ଏବଂ ନିଜ ସ୍ମରଣୀୟ…

ବିମାନକୁ ପର୍ତ୍ତୁଗାଲ ଯିବାର ଥିଲା, କିନ୍ତୁ ପହଞ୍ଚିଲା ସ୍ପେନ୍‌ରେ, ଆଉ ତା’ ପରେ…

ଡବଲିନ୍‌,୧୮ା୯: ୟୁରୋପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଏକ ବିମାନ ପର୍ତ୍ତୁଗାଲ ଯିବାକୁ ଥିଲା, କିନ୍ତୁ ଏହି ବିମାନ ସ୍ପେନରେ ପହଞ୍ଚିଥିଲା। ପରେ ବହୁ କଷ୍ଟରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସୀମା ପାର ହେବା ପରେ ପର୍ତ୍ତୁଗାଲକୁ ପଠାଯାଇଥିଲା।…

ପ୍ରଥମ ରୋଜଗାର ଟଙ୍କାରେ ଘରର କବାଟ ତିଆରି ହୋଇଥିଲା: ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ

ଆମ ଘରର କବାଟ ଥିଲା ଖୁବ୍‌ ଛୋଟ ଛୋଟ। ବାପାଙ୍କ ପରି ଓ ମୋ ପରି ଡେଙ୍ଗା ଲୋକମାନଙ୍କର ସେଥିରେ କେତେଥର ଯେ ମୁଣ୍ଡବାଜି ଫୁଲି ନଯାଇ ଥିବ ତାର ହିସାବ କରିହେବ ନାହିଁ। ଆଜିକାଲିର ଝରକା ଗୁଡ଼ିକର ଉଚ୍ଚତା ଯାହା…

ବାଉଁଶ ମିଠା

କଳାକାର ସବୁକିଛିରେ ନିଜ ସୃଜନଶୀଳତାର ଛାପ ଛାଡିପାରେ। ସେ ବର୍ଜ୍ୟବସ୍ତୁ ହେଉକି ଖାଦ୍ୟପଦାର୍ଥ। ଠିକ୍‌ ଯେମିତି ଏବେ ସୋସିଆଲ ମିଡିଆରେ ଏକ କଳାକୃତୀର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଛୋଟ ଛୋଟ ପତ୍ର ଥିବା ଏକ…

ଜିପର୍‌ ବ୍ୟାଗ୍‌ ନୁହେଁ ପୋର୍ଟେବଲ ଓ୍ବାଶିଂ ମେସିନ୍‌

ଟ୍ରାଭେଲ କଲାବେଳେ ଯଦି ପିନ୍ଧିଥିବା ପୋଷାକ ମଇଳା ହୋଇଯାଏ ଟେନ୍‌ସନ୍‌ ବଢିଯାଏ, କେମିତି ତାକୁ ସଫା କରିବେ। ତେବେ ଏଇ ସମସ୍ୟାର ସମାଧାନ କରିବାକୁ ଯାଉଛି ଜାପାନୀ କମ୍ପାନୀ କାଓ। ଏହି କମ୍ପାନୀ ତିଆରି କରିଛି ଏକ ପୋର୍ଟେବଲ୍‌ ଓ୍ବାଶିଂ ମେସିନ,…

ଦୁର୍ନୀତିଆଙ୍କ ସପକ୍ଷରେ…!!

ବକ୍ତାଙ୍କ ଗରମାଗରମ ଭାଷଣ ଶୁଣି ଭକ୍ତଗଣ ଉତ୍ତ୍ୟକ୍ତ ହୋଇଉଠିଲେ l ବକ୍ତା ଗର୍ଜନ କରି କହିଲେ, ମୋତେ ଦୁର୍ନୀତିଆ କହି ଯେଉଁମାନେ ଅପମାନିତ କରୁଛନ୍ତି.. ତାହା ମୋର ଖାଲି ଅପମାନ ନୁହଁ ବରଂ ଏ ରାଜ୍ୟର ଏ ଦେଶର ଅପମାନ l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?