ଫୁରସତ

ନିଆଁର ନଦୀ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ଆମେ ପୃଥିବୀରେ ଦେଖିଥାଉ। କେଉଁଠି ଜଳ ବ୍ୟାପିଛି ତ କେଉଁଠି ପାହାଡ଼, ପର୍ବତ ରହିଛି। ସେହିପରି ଆଉ କେଉଁଠି ଶୀତଳ ଆଚ୍ଛାଦିତ ବରଫ ଥିବା ବେଳେ ମରୁଭୂମି ବି ରହିଛି। ଅନେକ ସମୟରେ ଲୋକେ ପୃଥିବୀର ସୁନ୍ଦର…

ହାଓ୍ବାଇରେ ଲାଭା ନଦୀ

ଓ୍ବାଶିଂଟନ: ଆମେରିକା ହାଓ୍ବାଇରେ ସୃଷ୍ଟ ଲାଭା ନଦୀର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଲାଭା ହାଓ୍ବାଇରେ ଥିବା କିଲାଉଇଆ ଆଗ୍ନେୟଗିରିର ବୋଲି ଖବର ପ୍ରକାଶ ପାଇଛି। ହାଓ୍ବାଇରେ ମୋଟ ୫ଟି ଭୋଲକାନୋ ବା ଆଗ୍ନେୟଗିରି ରହିଛି। ୨୦୨୧ ସେପ୍ଟେମ୍ବରରୁ…

ଶକ୍ତିଶାଳୀ ବ୍ଲାକ୍‌ ହୋଲ୍‌

ନୂଆଦିଲ୍ଲୀ: ସୌରଜଗତର କେନ୍ଦ୍ରଭାଗରେ ଅବସ୍ଥାପିତ ବ୍ଲାକ୍‌ ହୋଲ୍‌ ସମ୍ପୂର୍ଣ୍ଣଭାବେ ତାରକାମାନଙ୍କୁ ନିଜ ଅକ୍ତିଆରରେ ରଖିଥାଏ। କେଉଁ ତାରକା କିପରି ଜନ୍ମ ନେବ ଏବଂ କେଉଁ ତାରକା ସୂର୍ଯ୍ୟାଲୋକରେ ଦୃଶ୍ୟମାନ ହେବ ନାହିଁ ଏଭଳି ଅନେକ କାର୍ଯ୍ୟ କେବଳ ବ୍ଲାକ୍‌ ହୋଲ୍‌ (କୃଷ୍ଣଗର୍ତ୍ତ)…

ଖାଦ୍ୟ ଖାଉଥିଲା ଗୋରୁ , ପଛରୁ ଏମିତି ହେଲା ପଡ଼ିଲା …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମାଲିକଙ୍କୁ ରକ୍ଷାକଲା ପୋଷା କୁକୁର

ନୂଆଦିଲ୍ଲୀ କାଲିଫର୍ନିଆରେ ଜଣେ ବ୍ୟକ୍ତି ତାଙ୍କ କୁକୁର ସାଉଲ ସହ ତାହୋଇ ନ୍ୟାଶନାଲ ଫରେଷ୍ଟରେ ହାଇକିଂ କରୁଥିବାବେଳେ ୭୦ ଫୁଟ ତଳକୁ ଖସିପଡ଼ିଥିଲେ। ତେବେ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛି ତାଙ୍କ ପୋଷା କୁକୁର ସାଉଲ। ତଳକୁ ଖସିବା ପରେ…

ନିଶ ରଖି ଚର୍ଚ୍ଚାରେ ମହିଳା: ଲୋକେ ହସିଲେ ବି କାଟୁ ନାହାନ୍ତି

ସାଧାରଣରତଃ ପୁଅ ମାନେ ନିଶ ରଖନ୍ତି। ହେଲେ ଏବେ ଜଣେ ମହିଳା ନିଶ ରଖି ଚର୍ଚ୍ଚାରେ। ଅଜବ ଲାଗିଲେ ବି କଥାଟି ସତ। ମହିଳାଜଣଙ୍କ ହେଲେ କେରଳର କାନ୍ନୁର ଜିଲାର ସାୟଜା। ବୟସ ତାଙ୍କୁ ୩୫ ବର୍ଷ। ନିଶକୁ ନେଇ ଲୋକମାନେ…

ଅତିଥି ଆସୁଥିଲେ…

ଘରେ ଅଚାନକ ପାର୍ଟି। ଏଥିପାଇଁ ସମୟ ବହୁତ କମ୍‌। ଏତେ ଶୀଘ୍ର କ’ଣ କେମିତି ହେବ! ଏକଥା ଭାବି ଚିନ୍ତାରେ ରହିବା ବଦଳରେ ଠିକ୍‌ ଭାବେ ପ୍ଲାନିଂକରି ଆପଣ ବି ହୋଇପାରିବେ ସ୍ମାର୍ଟ ଶ୍ରୀମତୀ… କେବେ ବନ୍ଧୁବାନ୍ଧବଙ୍କୁ ଏକାଠି କରିବା ପାଇଁ…

ସେଲିବ୍ରିଟିଙ୍କ ନ୍ୟୁଡ୍‌ ଫଟୋଶୁଟ୍‌

ପେପର ମାଗାଜିନ୍‌ ପାଇଁ ବଲିଉଡ୍‌ ଅଭିନେତା ରଣବୀର ସିଂ କରିଥିବା ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକେ ରଣବୀରଙ୍କୁ ପ୍ରଶଂସା କରିଥିବାର ଦେଖାଯାଇଛି। ଅନ୍ୟପଟେ ବର୍ତ୍ତମାନର ସମାଜରେ ନ୍ୟୁଡିଟି କେତେମାତ୍ରାରେ ଗ୍ରହଣୀୟ…

ମାଙ୍କଡ଼କୁ ଚିଡ଼ାଉଥିଲେ ଯୁବତୀ, କେଶ ଧରି ଭିଡ଼ିନେଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଅତ୍ୟନ୍ତ ସ୍ପର୍ଶକାତର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ପଶୁମାନଙ୍କୁ ଥଟ୍ଟା କରିବା…

ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା

ଆମେ ଆଲୋଚନା କରିସାରିଛେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଦରବ କେଉଁମାନେ ଦେଇଥିଲେ। କେଉଁମାନେ ଚାରୋଟିଯାକ ଶିଳ୍ପୀ ଶିବିର ଓ ପାଇଟିଆଳଙ୍କ ଖାଦ୍ୟ ବ୍ୟବସ୍ଥା ସହିତ ଜଡ଼ିତ ଥିଲେ। ଆଶ୍ଚର୍ଯ୍ୟ ଲାଗେ ଥରେ ଅଧେ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ତ…

ଏଣ୍ଡୁଅ ପରି ରଙ୍ଗ ବଦଳାଉଛି ଏହି ପକ୍ଷୀ, ଭିଡିଓ ଦେଖିଲେ…

କେବଳ ଏଣ୍ଡୁଅ ଯେ, ରଙ୍ଗ ବଦଳାଏ ତାହା ନୁହେଁ, ଏକ ପକ୍ଷୀ ମଧ୍ୟ ରଙ୍ଗ ବଦଳାଇଥାଏ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅଳ୍ପ ସମୟର ହେଲେ ମଧ୍ୟ ଆଖି ପିଛୁଳାକେ ପକ୍ଷୀଟି ଅନେକ ରଙ୍ଗ…

ନିଆରା ଦେଶ

ପୃଥିବୀରେ ଅନେକ ଏଭଳି ଦେଶ ରହିଛି, ଯାହାର କିଛି ବିଶେଷତ୍ୱ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରେ। ଜାଣିବା ସେଭଳି କିଛି ଦେଶ ସମ୍ପର୍କରେ… ସ୍ୟାନ୍‌ ମ୍ୟାରିନୋକୁ ପୃଥିବୀର ସବୁଠୁ ପୁରୁଣା ଦେଶ ଭାବେ ଗ୍ରହଣ କରାଯାଏ। ଏହା ଏକମାତ୍ର ଦେଶ, ଯେଉଁଠି ଜନସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?