ଫୁରସତ

ପ୍ରାଣୀଙ୍କ ଚିତାଭସ୍ମରେ ଟାଟୁ

ୱାଶିଂଟନ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ଅଜବ ଇଚ୍ଛା ରହିଥାଏ। ଆମେରିକା ଫ୍ଲୋରିଡାରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଆଲେକଜେଣ୍ଡ୍ରା ଏସ୍‌ ତାଙ୍କ ଦେହରେ ଟାଟୁ କରୁଛନ୍ତି। ହେଲେ ଏହା କୌଣସି ପାରମ୍ପରିକ ଟାଟୁ ନୁହେଁ, ବରଂ…

୪୩୮ କୋଟିର ବଙ୍ଗଳା ଦାନ

ଆମେରିକୀୟ ଫିଲାନ୍ଥ୍ରୋପିଷ୍ଟ୍‌ (ଗରିବ/ଅସହାୟଙ୍କୁ ସହାୟତା କରୁଥିବା ବ୍ୟକ୍ତି) ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ ୫୫ ବିଲିୟନ ଡଲାର (ପ୍ରାୟ ୪୩୮ କୋଟି ଟଙ୍କା) ମୂଲ୍ୟର ଦୁଇଟି ମାନ୍‌ସନ୍‌ ଏକ ଦାତବ୍ୟ ସଂସ୍ଥାକୁ ଦାନ କରିଛନ୍ତି।…

ରୋବୋ ହେଲା କମ୍ପାନୀ ସିଇଓ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜୀବନକୁ ଅଧିକ ସହଜ କରିଥିବାବେଳେ ଏହାର ଉପଯୋଗରେ ନିର୍ମିତ ରୋବୋ ଧୀରେ ଧୀରେ କର୍ମଚାରୀଙ୍କ ସ୍ଥାନ ନେବାକୁ ଯାଉଛି। ଚାଇନା ଏହାର ମେଟାଭର୍ସ କମ୍ପାନୀ ନେଟ୍‌ଡ୍ରାଗନ୍‌ ଓ୍ବେବ୍‌ସଫ୍ଟରେ ଏକ ରୋବୋକୁ ସିଇଓ ନିଯୁକ୍ତି ଦେଇ ଏହି ଧାରା…

ରାସ୍ତାରେ ଏଭଳି ନାଚିଲେ ପେମୀଯୁଗଳ, ଭାଇରାଲ ହେଉଛି ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ…

୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ

ନାଇରୋବି,୮।୯: ବିଶ୍ୱର ପଡ଼ ପରିବାର। ଜଣେ ବକ୍ତିଙ୍କ ୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ। ୬୧ବର୍ଷୀୟ ଡେଭିଡ ସକାୟୋ କାଲୁହାନା ନାମକ ଜଣେ ବ୍ୟକ୍ତି ସମସ୍ତ ସ୍ତ୍ରୀଙ୍କ ସହିତ ପଶ୍ଚିମ କେନିଆର ଏକ ଛୋଟ ଗାଁରେ ରୁହନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ପାଇଁ ବିଭିନ୍ନ…

ଖରାରେ ଶୋଇଥିଲା ହାତୀଛୁଆ, ଅଧିକାରୀ କଲେ ଏମିତି କାମ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡିକ ମଧ୍ୟରୁ ସବୁଠୁ ସୁନ୍ଦର ହେଉଛି ପଶୁପକ୍ଷୀଙ୍କ ଭିଡିଓ। ଯେଉଁଥିରେ ଏମାନେ ସୁନ୍ଦର କାର୍ଯ୍ୟ କରି ଦର୍ଶକଙ୍କ ମନ ଜିଣିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଅଧିକାରୀ…

ସଫେଇ କର୍ମଚାରୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଡାକ୍ତର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ସମ୍ପର୍କ ଡୋରିକୁ ଅଧିକ ସୁଦୃଢ କରି ଥାଏ। ଏହାର ଜ୍ୱଳନ୍ତ ଉଦାହରଣ…

‘କଚ୍ଚା ବାଦାମ’ ପରେ ପ୍ରସିଦ୍ଧ ହେଲେ ଏହି ସ୍ନାକ୍ସ ବିକାଳି

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଆନ୍ତି। କାହାର ଭାଗ୍ୟ କେତେବେଳେ ଏଠି ଉଜ୍ଜ୍ୱଳ ହୋଇଥାଏ ତାହା କହି ହୁଏ ନାହିଁ। ଆପଣଙ୍କର ନିଶ୍ଚିତ ମନେ ଥିବ ଜଣେ ବାଦାମ ବିକାଳି ‘କଚ୍ଚା ବାଦାମ’ ଗୀତ…

ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଲେ ୧୪ ବର୍ଷୀୟା ଝିଅ

ଜୟପୁର,୮।୯: ପିତାଙ୍କୁ ବଞ୍ଚାଇବା ପାଇଁ ଜଣେ ଝିଅ ଭାଲୁ ସହ ଲଢିଛନ୍ତି। ରାଜସ୍ଥାନର ସିରୋହି ଜିଲାର ସିଲଦାର ଗ୍ରାମରେ ଏକ ଭାଲୁ ଚାଷୀ କରମା ରାମ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖି କୁକୁରମାନେ ଜୋରରେ ଭୋକିଥିଲେ। ଘରେ ଶୋଇଥିବା…

ଗୋଟିଏ ଶୁଖିଲା ପତ୍ର ଭାବି ଦ୍ୱନ୍ଦ୍ୱରେ ପଡିଗଲେ ଲୋକେ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ,ଯାହା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରେ। ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।…

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ୟୁକେର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ଦେଶର ନୂଆ ପ୍ରଧାନମନ୍ତ୍ରୀ…

ଶିକ୍ଷା କରେ ସାମୂହିକ ବିକାଶ

ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ। ତେଣୁ ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?