ଫୁରସତ

କେଶବତୀଙ୍କ କଥା

ଆଈ ମା’ କାହାଣୀରୁ କେଶବତୀମାନଙ୍କ କଥା ଶୁଣି ଶୁଣି ସତ ସତିକା ତାଙ୍କୁ ଦେଖିବାର ଇଚ୍ଛା କାହାର ବା ନଥାଏ। ହେଲେ କାହାଣୀ ନୁହେଁ ସତରେ ବି ଏମିତି ଅଛନ୍ତି କେଶବତୀ କନ୍ୟାମାନେ, ଯାହାଙ୍କ କଥାକୁ ନେଇ ଏଥରର ପ୍ରଚ୍ଛଦ… ଲମ୍ବା…

ବାଇକ୍‌ ପଛରେ ପିଲାକୁ ଧରି ରାସ୍ତାରେ ଠିଆ ହୋଇଥିଲେ ବ୍ୟକ୍ତି, ପଛରୁ ଦ୍ରୁତଗତିରେ ଆସିଲା ଏକ କାର୍‌; ଆଉ ତା’ ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ସଡ଼କ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଆଦୌ ଭୁଲିବେ ନାହିଁ। pic.twitter.com/pmQ947rjDF —…

ମଦ ଚାହିଦା ବଢ଼ାଇବା ପାଇଁ ପ୍ରତିଯୋଗିତା

ଟୋକିଓ: ମଦକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଯୁବପିଢ଼ିଙ୍କୁ ଏ ପ୍ରକାର ନିଶା ଦ୍ରବ୍ୟରୁ ଦୂରରେ ରଖିବା ପାଇଁ ଏହି ନିୟମ ଲାଗୁ ହୋଇଥାଏ। କିନ୍ତୁ ଜାପାନରେ ମଦର ଚାହିଦା ବଢ଼ାଇବା ପାଇଁ ସ୍ବତନ୍ତ୍ର…

ବାଘ ଲାଙ୍ଗୁଡ଼ ଟାଣୁଛନ୍ତି ଯୁବକ, ଭିଡିଓ ଦେଖିଲେ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ନୀରବରେ କହିଦିଏ ବହୁ କଥା

ସାଧାରଣ ମୁହୂର୍ତ୍ତକୁ ଅମୂଲ୍ୟ କରିଦିଏ ଫଟୋ। ପ୍ରିୟ ସ୍ମୃତିକୁ ଉଜାଗର କରେ, ଏକଲାପଣରେ ବି ଆନନ୍ଦ ଆଣିଦିଏ। ନୀରବ ରହି ବି ବିନା କୌଣସି ଭାଷାରେ କହିଥାଏ ଅନେକ କଥା। ଏସବୁକୁ କ୍ୟାମେରା ଲେନ୍ସରେ କଏଦ କରିଥାନ୍ତି ଫଟୋଗ୍ରାଫର। ଫଟୋରେ ବିଶେଷ…

ଚୋରି ଏୟାରପଡ୍‌ ଫେରିପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ

ଲଣ୍ଡନ: ଲୋକେ ନିଜର ଅତି ପ୍ରିୟ ଜିନିଷକୁ ଯତ୍ନ ସହକାରେ ରଖନ୍ତି। ହେଲେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷକୁ ପାଇବା ପାଇଁ ଜଣେ ନିଜର ସବୁକିଛି ଲଗାଇଦେବା ଘଟଣା ବିରଳ। ବ୍ରିଟେନ୍‌ରୁ ଏପରି ଏକ ରୋଚକ ଘଟଣା ସାମ୍‌ନାକୁ ଆସିଛି।…

ପ୍ରେମିକାଙ୍କ ବ୍ୟାଗ୍‌ରେ ପରିସ୍ରା କଲେ

ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍‌ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ ଦଓ୍ବୋନୀ ଅଦାଲତ ଯୁବକଙ୍କ ଉପରେ ୧.୫ ନିୟୁତ ଓନ୍‌ ବା ୯୦ ହଜାର ଟଙ୍କା…

ଆଲିଙ୍ଗନ କରି ମହିଳାଙ୍କ ହାଡ଼ ଭାଙ୍ଗିଦେଲେ

ବେଜିଂ: ଚାଇନାର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଆଲିଙ୍ଗନ କରିବା ତାଙ୍କ ସହକର୍ମୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ମହିଳାଙ୍କୁ ଜୋର୍‌ରେ ଜାବୁଡ଼ି ଧରିବା ଫଳରେ ତାଙ୍କ କଙ୍କାଳର ୩ଟି ହାଡ଼ ଭାଙ୍ଗିଯାଇଥିଲା। ଏହାକୁ ନେଇ ସମ୍ପୃକ୍ତା ମହିଳା କୋର୍ଟଙ୍କ…

ଚିତାବାଘ ସହିତ ଏଭଳି କଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସେ। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି ନିର୍ଦ୍ଦୟ ରୂପେ ଚିତାବାଘ ଲାଞ୍ଜକୁ ଧରି ଟାଣୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ…

ମାନବିକତା ହିଁ ସର୍ବୋତ୍ତମ

ସାମାଜିକ କାର୍ଯ୍ୟକର୍ତ୍ତା, ମାନବସେବାକୁ ବ୍ରତ କରି ନିଜ ଜୀବନକୁ ବାଜି ଲଗାଉଥିବା ଅଥବା ଜୀବନବଳି ଦେଇଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ଅଗଷ୍ଟ ୧୯। ଏହି ଦିନ ସାରା ବିଶ୍ୱ ମାନବିକତା ଦିବସ ପାଳିଥାଏ। ସମ୍ପ୍ରତି ବିଶ୍ୱ କରୋନା, ମଙ୍କିପକ୍ସ ଭଳି…

୪୫ କିଲୋମିଟର ପାଇଁ ଉବର ଚାର୍ଜ କଲା ଏତିକି ଟଙ୍କା, ଜାଣିଲେ…

ଆଜିକାଲି ଅଧିକାଂଶ ଜିନିଷ ଅନ୍‌ଲାଇନରେ ସହଜରେ ଉପଲବ୍ଧ।ଆମେ ସବୁବେଳେ ଭାବୁ ସହଜରେ ଜିନିଷ ଆମ ସାମ୍ନାକୁ ଆସୁ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ, ଅନ୍‌ଲାଇନ ଆବେଦନ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ। ଯଦିଓ ଏହି କାରଣରୁ ଜୀବନ ସହଜ ହୋଇଯାଉଛି।…

ଏମିତି ଭାବଭଙ୍ଗୀରେ ହାତୀ ଫେରାଉଛି ଶିଶୁର ଜୋତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ବିଶେଷକରି ପଶୁପକ୍ଷୀମାନେ ଯେତେବେଳେ କିଛି ବୁଦ୍ଧିମାନ କାର୍ଯ୍ୟ କରନ୍ତି, ଲୋକମାନେ ସେମାନଙ୍କୁ ବହୁତ ଭଲ ପାଆନ୍ତି। ଏବେ ସେମିତି ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?