ଫୁରସତ

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ…

ବିବାହ ଦିନ ଷ୍ଟେଥୋସ୍କୋପ୍‌ ପକାଇ ପରୀକ୍ଷା ଦେବାକୁ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ଯଦି ଆପଣଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ ତେବେ କ’ଣ କରିବେ କୁହନ୍ତୁ? ଏହି ସମୟରେ କେବଳ ଦୁଇଟି ଉପାୟ ଆଖି ସାମ୍ନାକୁ ଆସିବ। ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ କିମ୍ବା…

ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି…

ପ୍ରେମୀଯୁଗଳଙ୍କ ପାଇଁ କିସ୍‌ ଡେ’

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

୬୫୫ କୋଟିର ମାଲିକ ଏଇ କୁକୁର

ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଅୟସଭରା ଜୀବନ…

ପ୍ୟାର୍‌ ତୁନେ କ୍ୟା କିୟା…

କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍‌ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା ଲୋକଙ୍କ ଉପରେ ଯେତିକି ପ୍ରଭାବ ପକେଇନଥିଲା ତାଠୁଁ କାହିଁ ଢେର ଅଧିକ ଏ ଭାଲେଣ୍ଟାଇନ…

ଟେଡି ବିୟରର କଥା

ଭାଲେଣ୍ଟାଇନ୍‌ ଉଇକ୍‌ର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। ଏହିଦିନ ମନର ମଣିଷକୁ ହୃଦୟ କଥା ଜଣାଇବା ଲାଗି କ୍ୟୁଟ୍‌ ଟେଡି ବିୟର୍‌ ଉପହାରସ୍ବରୂପ ପ୍ରଦାନ କରାଯାଏ। ତେବେ ଜାଣନ୍ତି କି ଏହି ସଫ୍ଟ ଓ କ୍ୟୁଟ ଟେଡି…

ନୀଳକଣ୍ଠ ମହାଦେବ ମନ୍ଦିର

ଦେବ ଦେବ ମହାଦେବଙ୍କୁ ସମର୍ପିତ ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ତୀର୍ଥଭୂମି। ଏଠାରେ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କରୁଣା ଲାଭ କରିବା ସହ ଭକ୍ତଗଣ ସ୍ଥାନୀୟ ଅଞ୍ଚଳର ଅପୂର୍ବ ପ୍ରାକୃିତକ ଶୋଭାକୁ ମଧ୍ୟ ମନଭରି ଉପଭୋଗ…

ଯାତ୍ରା ଯୋଡ଼ି: ଅଭିନୟ ଯେମିତି, ପ୍ରେମ କାହାଣୀ ସେମିତି…

ଯାତ୍ରାଜଗତରେ ଏମାନେ ବେଶ୍‌ ପରିଚିତ। ତାଙ୍କ ଅଭିନୟ ଯେମିତି ଦର୍ଶକଙ୍କ ମନ କିଣି ନେଇଛି, ତାଙ୍କ ପ୍ରେମ କାହାଣୀକୁ ନେଇ ସେମାନେ ସେମିତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କରି କଥା ତାଙ୍କରି ମୁହଁରେ … ସୋନା- କେଦାର: ଓଡ଼ିଆ ଯାତ୍ରାଜଗତରେ ଯେଉଁ କେତେଜଣ…

ପ୍ରଥମ ରୋଜଗାର ଥିଲା ୮୦୦ ଟଙ୍କା: ଲେଖିକା ନିବେଦିତା ନନ୍ଦ

ପାଠପଢ଼ା ମଝିରୁ ମୋ ବାହାଘର। ନୂଆ ଏକ ଜୀବନର ଆରମ୍ଭ। ନିଜ ରୋଜଗାର ବୋଲି ଆଉ କ’ଣ ଥା’ନ୍ତା! ସମସ୍ତେ କାମ କରେଇ ନିଅନ୍ତି। ମୂଲ୍ୟ ବା ପ୍ରାପ୍ୟ ଦେବାକଥା କେହି ଚିନ୍ତା କରି ନ ଥାନ୍ତି କି ମୁଁ ଆଶା…

ଚର୍ଚ୍ଚିତ ପ୍ରେମ କାହାଣୀ: ନିଜ ପ୍ରେମକୁ ପାଇବା ପାଇଁ ସବୁ ଅସମ୍ଭବକୁ ବି କରିଦେଇଛନ୍ତି ସମ୍ଭବ..

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା କେବେ କାହା ସହିତ ହୋଇଯାଏ କେହି ଜାଣିପାରନ୍ତି ନାହିଁ। ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ନେଇ ଏଇ ପ୍ରେମ ଆଗାଏ। କେବେ ଏହା ସଫଳ ହୋଇଯାଏ ତ କେବେ ରହିଯାଏ ଅଧା। ଅନେକ ସମୟରେ…

ରାତିରେ ଜଳୁଥିବା ଛତୁ

ପୃଥିବୀରେ ଅନେକ ପ୍ରକାରର ଛତୁ ରହିଛି। କାହାର ରଙ୍ଗ ଧଳା କିମ୍ବା ଧୂସର ହୋଇଥିବା ବେଳେ ଆଉ କେତେକ ରଙ୍ଗିନ୍‌ ଏବଂ ଖୁବ୍‌ ସୁନ୍ଦର। ତା’ ଭିତରୁ କେତେକ ଛତୁକୁ ଆମେ ଖାଉଥିବା ବେଳେ ଆଉ କେତେକ ବିଷାକ୍ତ ହୋଇଥିବାରୁ ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?