ଫୁରସତ

ବର, ଅଶ୍ୱତ୍ଥ ଗଛ ରୋପଣ ନିଶା

ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୯ମସିହାରୁ ବିଭିନ୍ନ ସ୍ଥାନରେ ସେ ବୃକ୍ଷରୋପଣ କାର୍ଯ୍ୟ ଜାରିରଖିଛନ୍ତି। ସେ ହେଲେ ସୁବାସ ନାୟକ। ଜଣେ ସାମାଜିକ କର୍ମୀ। ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ…

ପଟ୍ଟଚିତ୍ର ଦେଇଛି ପରିଚୟ

ଓଡ଼ିଆ ଶିଳ୍ପୀଙ୍କ ରଙ୍ଗତୂଳୀର କାନ୍‌ଭାସରେ ଅଙ୍କିତ ଚିତ୍ର ହେଉ କି ନିହାଣ ମୁଗୁରର ସ୍ପର୍ଶରେ ପଥର ଖୋଦନ କିମ୍ବା କାଠ ଖୋଦେଇ ମୂର୍ତ୍ତି ହେଉ। ଶିଳ୍ପୀ ସୃଷ୍ଟିକରେ ସଜ ଫୁଟା ଫୁଲ ପରି ସତେଜ ଓ ଜୀବନ୍ତ ମନେ ହେଉଥିବା ନିଆରା…

ସୁଷମାଙ୍କ ସର୍ଜନା ସମ୍ଭାର

ଓଡ଼ିଆ ସାହିତ୍ୟ ଜଗତର ଜଣେ ସ୍ବନାମଧନ୍ୟ ବ୍ୟକ୍ତିତ୍ୱ ସେ, ଯିଏକି ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସାହିତ୍ୟ କ୍ଷେତ୍ରରେ । ତାଙ୍କ ରଚିତ ପ୍ରତ୍ୟେକ ଗପ ଓ କବିତା ଭିଜେଇଥାଏ ପାଠକ ପାଠିକାଙ୍କୁ ।…

ରାଣୀଙ୍କ ସ୍ଥାପତ୍ୟ

ଇତିହାସର ଫର୍ଦ୍ଦ ଓଲଟାଇଲେ ପ୍ରବଳ ପ୍ରତାପୀ ରାଜା ମହାରାଜାଙ୍କର ଅନେକ ବୀରତ୍ୱର ଗାଥା ଦେହ ଓ ମନରେ ରୋମାଞ୍ଚ ଭରିଦିଏ । କେବଳ ଯେ ସେମାନେ ବଳଶାଳୀ ଓ ପ୍ରତିପତ୍ତିସମ୍ପନ୍ନ ଥିଲେ ତାହା ନୁହେଁ ଅନେକ ରାଜା ତ କଳା, ସଂସ୍କୃତିର…

ଜାତି ପ୍ରମାଣପତ୍ର ପାଇଁ କୁକୁରର ଆବେଦନ

ପାଟନା: ବିହାରର ଗୟାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜାତି ପ୍ରମାଣପତ୍ର ପାଇଁ ଟମି ନାମକ ଏକ କୁକୁର ଅବେଦନ କରିଥିବା ସରକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁୟାରୀ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ…

ଗର୍ଭଧାରଣ କରିଛନ୍ତି ଟ୍ରାନ୍ସ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୫।୨: କେରଳର ଏକ ଟ୍ରାନ୍ସଜେଣ୍ଡର କପୁଲ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଟ୍ରାନ୍ସ ମ୍ୟାନ୍‌ (ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିବା ଯୁବତୀ) ଜହାଦ ସନ୍ତାନ ପ୍ରସବ କରିବେ। ୩ ବର୍ଷ ଧରି କେରଳର…

ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…

ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, ଚାଇନାର ବୈଜ୍ଞାନିକମାନେ ସଫଳତାର ସହିତ ତିନୋଟି ସୁପର ଗାଈ ବାଛୁରୀକୁ କ୍ଲୋନିଂ କରିଛନ୍ତି।…

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି ପାଇଁ ଗେଟ୍ସ ଚେଷ୍ଟା କରିଥିବାରୁ ମୋଦି ତାଙ୍କୁ ଉତ୍ସାହିତ କରିଛନ୍ତି। ଗେଟ୍ସ ଇନ୍‌ଷ୍ଟାଗ୍ରାମରେ ଏକ…

୧୩୧.୧୫ କେଜିର ବିବାହ ଡ୍ରେସ୍‌ କେକ୍‌

ବର୍ନ: ସୁଇଜରଲାଣ୍ଡର ଜଣେ ମହିଳା କେକ୍‌ ଡ୍ରେସ୍‌ ତିଆରି କରି ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଗତ ମାସ ୧୫ ତାରିଖରେ ଆୟୋଜିତ ସ୍ବିସ୍‌ ୱାଲର୍‌ଡ ୱେଡିଂ ମେଳାରେ ନତାଶା କୋଲିନ୍‌ କିମ୍‌ ଫେହଲି ଫେକାସ୍‌ ଏହି କେକ୍‌…

ପ୍ରତିରୋଧକ ବ୍ୟବସ୍ଥାକୁ ଗୁରୁତ୍ୱ

ଦିନକୁଦିନ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ସହ ଏହି ରୋଗଜନିତ ମୃତ୍ୟୁହାର ବୃଦ୍ଧି ପାଉଛି। ଗ୍ଲୋବୋକାନ ଆକଳନ ଅନୁଯାୟୀ, ୨୦୪୦ ମସିହା ସୁଦ୍ଧା ବିଶ୍ୱବ୍ୟାପୀ କର୍କଟ ରୋଗୀଙ୍କ ସଂଖ୍ୟା ୨୮.୯ ମିଲିଅନ୍‌ ହେବ ବୋଲି ଆଶା କରାଯାଉଛି, ଯାହା ୨୦୨୦…

ଏଭଳି ଏକ ନଦୀ ଅଛି, ଯାହାର ପାଣି କାଚ ଭଳି ସ୍ବଚ୍ଛ

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତ ଏକ ବଡ ପର୍ଯ୍ୟଟନ ଦେଶ। ଦେଶର ରାଜ୍ୟଗୁଡ଼ିକରେ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଯେଉଁଠାରେ ଗୋଟିଏ ପଟେ ପର୍ଯ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଛି। ଏଥି ସହିତ ପ୍ରଦୂଷଣ ବୃଦ୍ଧି ଯୋଗୁ ଦେଶର ଅନେକ…

ବେପରୁଆ ଢଙ୍ଗରେ ଗାଡ଼ି ଚଲାଇବା ପୂର୍ବରୁ ଥରେ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନ ରାଗି ରହିପାରିବେନି। ଭାଇରାଲ ଭିଡିଓରେ ଜଣେ ଯୁବତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?