ଫୁରସତ

କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି

ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୨.୨ କୋଟି ଚଳଚ୍ଚିତ୍ର ଦର୍ଶକ ରହିଛନ୍ତି, ଯେଉଁମାନେ ପୂର୍ବ ୧୨ ମାସ ମଧ୍ୟରେ ଗୋଟିଏ…

ଦରମା ୪ କୋଟି, ଘର ବି ମାଗଣା ତଥାପି ଚାକିରି କରିବାକୁ ଚାହୁଁନାହାନ୍ତି ଲୋକେ

ଆମ ଦେଶରେ ବେକାରି ଏବଂ ଜନସଂଖ୍ୟା ପରିସ୍ଥିତି ଏମିତି ଯେ, ଲୋକମାନେ ଚାକିରି ପାଇବା ପାଇଁ ଦୁନିଆର ଯେକୌଣସି କୋଣକୁ ଯାଇଥାନ୍ତି। ଆଜି ପ୍ରାୟ ସବୁ ସ୍ଥାନରେ ଭାରତୀୟମାନେ ଚାକିରି କରିଛନ୍ତି। ତଥାପି ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ମୋଟା…

ବିବାହ ଲାଗି ପୂରା ଉଡ଼ାଜାହଜ ବୁକ୍‌

ନୂଆଦିଲ୍ଲୀ: ନିକଟରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭୁବନ ସରାଓଗି ନାମକ ଜଣେ ଯୁବକ ନେପାଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ସେଥିପାଇଁ ତାଙ୍କର ସମସ୍ତ ପରିବାର…

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟକୁ ଖୁସି ଦେଉଛନ୍ତି

ନୂଆଦିଲ୍ଲୀ: ଲୋକେ ନିଜ ପେଟପାଟଣା ପାଇଁ ଅନେକ କିଛି କରୁଥିବା ନଜରକୁ ଆସୁଛନ୍ତି। ତେବେ ଏଠାରେ ଜଣେ ଭିନ୍ନକ୍ଷମ ନିଜକୁ ସକ୍ଷମ କରିବାକୁ ଯାହା କରୁଛନ୍ତି, ସେଥିରେ ସେ ଖୁସିଥିବା କହିଛନ୍ତି। ସେହି ଯୁବକ ଜଣକ ଏକ ଭିନ୍ନ ବ୍ୟାଟେରିଚାଳିତ ହୁଇଲ୍‌…

ହାର୍ଟ ଆକୃତି ଦ୍ୱୀପ ବିକ୍ରି ପାଇଁ ଆଡ୍‌

ଜାଗ୍‌ରେବ୍‌: କ୍ରୋଏସିଆରେ ଥିବା ଏକ ହାର୍ଟ ଆକୃତିର ଦ୍ୱୀପ ଲଭର୍ସ ଦ୍ୱୀପ ଭାବେ ପରିଚିତ। ଆଡ୍ରିଆଟିକ୍‌ ସମୁଦ୍ରରେ ଥିବା ଗଲେସେନଜେକ୍‌ ଦ୍ୱୀପ ପାସମାନ୍‌ କେନାରେ ଅବସ୍ଥିତ। ତେବେ ଏହି ଲଭର୍ସ ଦ୍ୱୀପର ବିକ୍ରି ପାଇଁ ଆଡ୍‌ ବାହାରିଛି। ୧୪୨ ହଜାର ବର୍ଗମିଟର…

ଭାରତ-ପାକିସ୍ତାନରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବନ୍ୟା ବିପଦ: ରିପୋର୍ଟ…

ନୂଆଦିଲ୍ଲୀ/ଇସଲାମାବାଦ,୧୪।୨ : ଗତ ବର୍ଷ ଉଭୟ ଭାରତ ଏବଂ ପଡୋଶୀ ଦେଶ ପାକିସ୍ତାନ ଭୟଙ୍କର ବନ୍ୟା ପରିସ୍ଥିତିରେ ଉପୁଜିଥିଲା। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିପଦ କାରଣରୁ ଭାରତ…

ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଲେ ସିଦ୍ଧାର୍ଥ

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ରବିବାର ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଅଜୟ ଦେବଗନ, କାଜଲ, ଆଲିଆ ଭଟ୍ଟ, ପ୍ରମୁଖ କଳାକାର…

ଏଭଳି ଗାଁ, ଯେଉଁଠି ନିଜର ନିୟମ ଚାଲେ

କୁଲୁ: ଭାରତରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ପାର୍ଲାମେଣ୍ଟ ନିୟମ କାମ କରୁନାହିଁ। ଏହି ସ୍ଥାନ ହିମାଚଳ ପ୍ରଦେଶରେ ଅଛି। ଏହି ଗାଁର ନିଜସ୍ବ ସମ୍ବିଧାନ ରହିଛି। ଏହାର ନିଜସ୍ବ ପାର୍ଲାମେଣ୍ଟ ଏପରିକି ’ନ୍ୟାୟପାଳିକା’ ଅଛି ଯାହା ଏହାର ରାୟ…

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି

ଓ୍ବାଶିଂଟନ୍‌: ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ମତରେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ ଭାବରେ…

ଶିଡ଼ିରୁ ଖସିପଡ଼ିଲେ କନ୍ୟା, ବରଯାତ୍ରୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ବର, ଆଉ ତା’ ପରେ…

କୁହାଯାଏ, ବିବାହ ସାତଜନ୍ମର ବନ୍ଧନ। ବିବାହକୁ ସ୍ମରଣୀୟ କରିବା ପାଇଁ ପରିବାର ସଦସ୍ୟ ବର୍ଷ ବର୍ଷ ପୂର୍ବରୁ ଅନେକ ପ୍ରସ୍ତୁତି କରିଥାନ୍ତି। ବରକନ୍ୟାଙ୍କ ମଧ୍ୟରେ ବିବାହକୁ ନେଇ ଅନେକ ସ୍ବପ୍ନ ବି ରହିଥାଏ। ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରତ୍ୟେକ…

ଭାରତର ଭିନ୍ନ ଏକ ଗାଁ, ଯେଉଁଠି ନିଜର ପାର୍ଲାମେଣ୍ଟ, ନିଜ ନିୟମ କାନୁନ ଚାଲିଥାଏ

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଦେଶ। ଏହାକୁ ମଦର ଅଫ୍‌ ଡେମୋକ୍ରାସି ମଧ୍ୟ କୁହାଯାଏ। ଏଠାରେ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ ଅନୁଯାୟୀ ଚାଲିଥାଏ। କିନ୍ତୁ ଦେଶରେ ଏପରି ଏକ ସ୍ଥାନ…

ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?