ଫୁରସତ

ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…

ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲୀଙ୍କୁ ସାତ ଦିନ…

ପୃଥିବୀକୁ ଡାର୍‌ଓ୍ବିନଙ୍କ ଅବଦାନ

ପୃଥିବୀକୁ ବୈଜ୍ଞାନିକ ଡାର୍‌ଓ୍ବିନ ପ୍ରଦାନ କରିଥିବା ଅବଦାନକୁ କେବେ ଭୁଲି ହେବ ନାହିଁ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧୨ରେ ତାଙ୍କ ଜନ୍ମ ବାର୍ଷିକୀରେ ଡାର୍‌ଓ୍ବିନ ଦିବସ ପାଳନ କରାଯାଇଥାଏ। ସେ ୧୨ ଫେବୃୟାରୀ ୧୮୦୯ରେ ବ୍ରିଟେନର ଦ…

ପ୍ରେମ ଦିବସ ପାଇଁ ଗୋଲାପ ଆମଦାନୀ ବ୍ୟାନ୍‌

ଟୋକିଓ: ନେପାଳ ସରକାର ନିକଟରେ ପ୍ରେମ ଦିବସ ପାଇଁ ଭାରତ ଏବଂ ଚାଇନାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଥିବା ଘୋଷଣା କରିଛି। ରିପୋର୍ଟ ଅନୁସାରେ, ଆସନ୍ତା ୧୪ରେ ପ୍ରେମ ଦିବସ ପାଳନ କରାଯିବ। ଏଥିପାଇଁ ଭାରତ ଏବଂ ଚାଇନାରୁ ସତେଜ ଗୋଲାପ…

ଜାପାନରେ ଦ୍ୱୀପ କିଣିଥିବା ଦାବି କଲେ ଚାଇନା ମହିଳା…

ବେଜିଂ,୧୨।୨ : ଜାପାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଜଣେ ମହିଳା ଜାପାନର ଓକିନାୱା ପ୍ରଦେଶରେ ଏକ ଦ୍ୱୀପ କିଣିଥିବା ଦାବି କରିଛନ୍ତି। ତେବେ ମହିଳାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ଏବଂ ତାଙ୍କ ବୟସ ପ୍ରାୟ ୩୦ ବର୍ଷ…

୧୦ ବର୍ଷରୁ କମ୍‌ ପିଲାଙ୍କୁ ଏହି ରେଷ୍ଟୁରାଣ୍ଟ ମନା, କାରଣ ଜାଣିଲେ…

ବେଳେବେଳେ ଲୋକଙ୍କ ଉପରେ ଅଜବ ପ୍ରତିବନ୍ଧକ ଲଗାଯାଇଥାଏ। ଠିକ୍‌ ସେମିତି ଆମେରିକାର ନ୍ୟୁ ଜର୍ସିର ଏକ ଲୋକପ୍ରିୟ ଇଟାଲୀ ରେଷ୍ଟୁରାଣ୍ଟରେ ଅଜବ ନିୟମ ଦେଖିବାକୁ ମିଳିଛି। ୧୦ ବର୍ଷରୁ କମ୍‌ ପିଲାମାନଙ୍କୁ ଖାଇବାକୁ ବାରଣ କରିଛି। ଟିଣ୍ଟନ ଫଲ୍ସର ନେଟି ହାଉସ…

‘ଏପ୍ରିଲ ୨୬ରେ ମୋ’ ବିବାହ, ମୋତେ ଉଠାଇ ନେଇଯାଅ’

ଦଶ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର। ବିବାହକୁ ନେଇ ଖୁସି ନ ଥିବା ପ୍ରେମିକା ନିଜର ପ୍ରେମିକଙ୍କୁ ବିବାହ ମଣ୍ଡପରୁ ଉଠାଇ ନେବାକୁ ପତ୍ରରେ କହିଛନ୍ତି। ଏଥିପାଇଁ ସେ ନୋଟ୍‌ରେ ନିଜର ମନକଥା ଲେଖି ପଠାଇଛନ୍ତି। ପ୍ରେମ ସପ୍ତାହରେ ସୋସିଆଲ ମିଡିଆରେ ଏଭଳି…

ଭାଲେଣ୍ଟାଇନ୍‌ ଡେ’ ଅଫର: ସିଙ୍ଗଲଙ୍କୁ ଗୋଟିଏ ପ୍ଲେଟ୍‌ ଗୁପ୍‌ଚୁପ୍‌ରେ ଆଉ ଏକ ପ୍ଲେଟ୍‌ ମାଗଣା

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ସାରା ବିଶ୍ୱରେ ଲଭ୍‌ବାର୍ଡମାନେ ଉତ୍ସାହର ସହିତ ‘ଭାଲେଣ୍ଟାଇନ୍‌ ଓ୍ବିକ୍‌’ ପାଳନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ସିଙ୍ଗଲ୍‌ମାନଙ୍କ ପାଇଁ ବେଶ୍‌ ଲାଭଦାୟକ। ଭିଡିଓରେ ଜଣେ ଯୁବତୀ ଗୁପ୍‌ଚୁପ୍‌ ବିକ୍ରି…

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି ଅର୍ଡର କରାଯାଇଥିବା ବ୍ରେଡ ପ୍ୟାକେଟରେ ମୂଷା ଥିବା ନେଇ ଜଣେ ଉପଭୋକ୍ତାଙ୍କ ଅଭିଯୋଗ କରିବା…

୬୧ ବର୍ଷ ହେଲା ଅନିଦ୍ରା

ହାନୋଇ: ଦିନ ସାରା ପରିଶ୍ରମ ପରେ ଲୋକେ ଶରୀରକୁ ବିଶ୍ରାମ ଦେବା ପାଇଁ ରାତି ସମୟରେ ଶୋଇଥାନ୍ତି। ଅନେକ ଲୋକ ରାତିରେ କାମ କଲେ ମଧ୍ୟ ତାଙ୍କୁ ଦିନ ସମୟରେ ବିଶ୍ରାମର ଆବଶ୍ୟକତା ପଡ଼ିଥାଏ। ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି…

ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମାଲୟାଲମ୍‌ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍‌ ସମର୍ପିତ ହୋଇଛି। ରୋଜିଙ୍କ ଜନ୍ମ ୧୯୦୩ରେ କେରଳ ଥିରୁଭାନନ୍ତପୁରମ୍‌ର ଏକ ଦଳିତ ପରିବାରରେ ହୋଇଥିଲା। ପିଲାଦିନୁ…

ନିଷ୍ଠା ମହିଳାଙ୍କୁ ଅଗ୍ରଗାମୀ କରାଇଛି

ମୁଁ ଯେତେବେଳେ ଓୟୁଏଟିରେ ପଢ଼ୁଥିଲି ସେତେବେଳେ ପୁଅ ପିଲାଙ୍କ ସଂଖ୍ୟା ଅଧିକ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଏଠାରେ ଯଦି ଏକ ଆକଳନ କରାଯାଏ ତେବେ ପାଖାପାଖି ୬୦ ପ୍ରତିଶତ ଝିଅ ପିଲା ପଢ଼ୁଛନ୍ତି। କେବଳ ଏତିକି…

ବିଜ୍ଞାନରେ କୃତିତ୍ୱ

ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?