ଫୁରସତ

ମହିଳାଙ୍କୁ କରାଯାଏ ଅସୁନ୍ଦର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଜନଜାତି ରହିଛନ୍ତି। ସେମାନଙ୍କର ମଧ୍ୟ କିଛି ପରମ୍ପରା ରହିଛି। ପୂର୍ବ ଆଫ୍ରିକାରେ ରହୁଥିବା ମୁର୍ସି ଟ୍ରାଇବ୍‌ଙ୍କ କିଛି ଏପରି ପରମ୍ପରା ରହିଛି, ଯାହାକି ସମ୍ପୂର୍ଣ୍ଣ ଅଜବ। ସେମାନଙ୍କ ପରମ୍ପରାରେ ମହିଳାମାନଙ୍କୁ ଅସୁନ୍ଦର କରି ରଖାଯାଏ। ଫଳରେ…

ଦମ୍ପତିଙ୍କ ଚୁମ୍ବନ ବେଳର ଏମ୍‌ଆର୍‌ଆଇ

ଆମ୍‌ଷ୍ଟରଡ୍ୟାମ୍‌: ନିକଟରେ ଏକ ଆମ୍‌ଆର୍‌ଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦମ୍ପତିଙ୍କୁ ଏମ୍‌ଆର୍‌ଆଇରେ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଚୁମ୍ବନ ସମୟରେ ଏମ୍‌ଆର୍‌ଆଇ ରିପୋର୍ଯରେ କ’ଣ ପରିବର୍ତ୍ତନ ହେଉଛି ତାହା ଜାଣିବା ପାଇଁ ୧୯୯୧-୧୯୯୯ରେ ଭିରିଜେ…

ଫ୍ୟାନ୍ସଙ୍କୁ ଟ୍ରିପ୍‌ରେ ପଠାଇବେ ବିଜୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି କରିଥା’ନ୍ତି। ତେବେ ସେ ଏହି ବଡ଼ଦିନରେ ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ଦେଇ ଧନ୍ୟବାଦ ଦେଇଛନ୍ତି। ସେ ନିଜ ପକ୍ଷରୁ ତାଙ୍କର ୧୦୦ ଫ୍ୟାନ୍ସଙ୍କ ପାଇଁ ଟ୍ରିପ୍‌ରେ…

୧୦ ଘଣ୍ଟାରେ ୧୨୦ କି.ମି. ପହଁରିଲା ମହାବଳ

ଦିଶପୁର: ଏକ ବାଘ ନଦୀରେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଏହି ରୟାଲ୍‌ ବେଙ୍ଗଲ୍‌ ଟାଇଗର୍‌କୁ ରକ୍ଷା କରିବା…

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଦୋକାନ ଛାତ ଉପରକୁ ଚଢିଗଲା ଷଣ୍ଢ: ଆଉ ତା’ପରେ…

ସୋସିଆଲ ମିଡିଆରେ ପ୍ରାୟତଃ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ,ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଷଣ୍ଢର ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ ରାସ୍ତାରେ ଷଣ୍ଢ ଯାଉଥିବାବେଳେ ଆକ୍ରମଣ ଭୟରେ ଲୋକେ ଷଣ୍ଢଠାରୁ ଦୂରେଇ ରହିବା ଆରମ୍ଭ କରନ୍ତି। କିନ୍ତୁ…

ଏମିତି ମନ୍ଦିର, ଯାହା ୪୫ ଡିଗ୍ରୀ ଢଳି କି ରହିଛି

ଦୁନିଆରେ ଏମିତି କିଛି ମନ୍ଦିର ରହିଛି, ଯାହା ଚମତ୍କାର ତାଲିକାରେ ଅନ୍ତର୍ଭୂକ୍ତ ନୁହେଁ, ତଥାପି ସେଗୁଡ଼ିକ ଏତେ ଅନନ୍ୟ ଯେ; ଯିଏ ଏହାକୁ ଦେଖେ ଆଶ୍ଚର୍ଯ୍ୟ ହୋଇଯାଏ। ଏମିତି ଏକ ମନ୍ଦିର ରହିଛି ତାଇଓ୍ବାନରେ। ଯାହା ମାଧ୍ୟାକର୍ଷଣ ବିପକ୍ଷରେ ଯାଇ ଭୂମିରେ…

ଅଜବ ମାସ୍କ ପିନ୍ଧି ଖାଇବାରେ ବ୍ୟସ୍ତ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କଲାଣି। ଅତୀତରେ ସମଗ୍ର ବିଶ୍ୱରେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଚାଇନାରେ ଏହା ପୁଣିଥରେ ତା’ର ଭୟାବହତା ଦେଖାଇବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ରକ୍ଷା ପାଇବା…

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ପାଇଁ ଏମିରେଟ୍ସ ଏୟାରଓ୍ବେଜ ମଧ୍ୟ ପଛରେ ପଡ଼ିନାହିଁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହାର ଉଡ଼ାଣ।…

ଅଦରକାରୀ ସାମଗ୍ରୀରେ ତିଆରି ରୁଦ୍ରବୀଣା

କଳାକାର ସିଏ ଯେ, ନିର୍ଜୀବ ଭିତରେ ବି ଜୀବନ ଭରିପାରେ। ଅଦରକାରୀ ଜିନିଷକୁ ସୁନ୍ଦର କଳାକୃତିରେ ରୂପାନ୍ତର କରିପାରେ। ଏଭଳି କଳାକାର ଭାରତରେ ବି କିଛି କମ୍‌ ନାହାନ୍ତି। ନିକଟରେ ମଧ୍ୟପ୍ରଦେଶ, ଭୋପାଳରେ ରହୁଥିବା କେତେଜଣ କାରିଗର ସ୍କ୍ରାପ ବା ଅଦରକାରୀ…

ଗୁରୁ କରିବ ଜାଣି!

ବହୁ ପୁରାକାଳରୁ ଲୋକମୁଖରେ ପ୍ରଚଳିତ ହୋଇଆସୁଥିବା ରୂଢ଼ି ‘ପଇସା ନେବ ଗଣି, ପାଣି ପିଇବ ଛାଣି’କୁ ଉଚ୍ଚାରଣ କରିସାରିବା ପରେ ସେଦିନ ପ୍ରବଚନ ଦେଉଥିବା ପ୍ରବକ୍ତା ମହାରାଜ ଏହା ସହିତ ଆଉ ଏକ ପଦ ‘ଗୁରୁ କରିବ ଜାଣି’ ଯୋଡ଼ି ଶ୍ରୋତାବୃନ୍ଦଙ୍କୁ…

ଖ୍ରୀଷ୍ଟମାସ ଡେଷ୍ଟିନେଶନ

* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍‌ଭରା ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି ଏକ ସ୍ଥାନ; ଯେଉଁଠାରେ ଖ୍ରୀଷ୍ଟମାସକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?