ଫୁରସତ

ଗିନିଜ ୱାଲର୍‌ଡ ରେକର୍ଡ କଲା କଙ୍କଡା

ସାଧାରଣତଃ ଲୋକମାନେ ସାରା ବିଶ୍ୱରେ ପ୍ରସିଦ୍ଧ ହେବା ପାଇଁ ଅନେକ ପ୍ରକାରର କୌଶଳ ଅବଲମ୍ବନ କରୁଥିବା ଦେଖାଯାଏ। ଯେଉଁଥିପାଇଁ ସେ ଅନେକ ଥର ଏଭଳି କରନ୍ତି, ଯାହା ଏକ ବିଶ୍ୱ ରେକର୍ଡ ହୋଇଯାଏ ଏବଂ ତାଙ୍କ ନାମ ଗିନିଜ ୱାଲର୍‌ଡ ରେକର୍ଡରେ…

୫ ହଜାର ବର୍ଷ ତଳର ପବ୍‌

ବାଗ୍‌ଦାଦ: ଦକ୍ଷିଣ ଇରାକରୁ ୫,୦୦୦ ବର୍ଷ ତଳର ଏକ ପବ୍‌ ଠାବ ହୋଇଛି। ସେଠାରେ ଏକ ବିଶାଳ ଓଭନ, ଡାଇନିଂ ବେଞ୍ଚ୍‌, ସର୍ଭିଂ ଡିସ୍‌ ଓ ପ୍ରାକ୍‌ ଐତିହାସିକ ଯୁଗର ଶୀତଳୀକରଣ ବ୍ୟବସ୍ଥାର ଅବଶେଷ ରହିଛି। ପେନ୍‌ସିଲିଭାନିଆ ଏବଂ ପିସା ୟୁନିଭର୍ସିଟିର…

ମା’ ମାଙ୍କଡ଼ ଭଳି ଛୁଆକୁ ନେଉଛି ବିଲେଇ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଲେଇ ମାଙ୍କଡ଼ଛୁଆକୁ କୋଳେଇକି…

୪୫ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟରେ ଫସିଗଲେ ଯୁବକ, ଜାଣନ୍ତୁ ପୂରା ଘଟଣା…

ଗ୍ରେଟର ନୋଏଡାରେ ଏକ ସୋସାଇଟିରେ ଜଣେ ଯୁବକ ଲିଫ୍ଟ ଭିତରେ ଅଟକି ଯାଇଥିଲେ। ତେବେ ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସି ରହିବା ପରେ ବାହାରକୁ ବାହାରିଥିଲେ। ସୂଚନାଯୋଗ୍ୟ, ଡାରସାଲ ଗ୍ରାନୋ ନୋଏଡା ୱେଷ୍ଟର ପଞ୍ଚସିଲ ହେନିଶ ସୋସାଇଟିର…

କୁମ୍ଭୀରକୁ ପିଠିରେ ପକାଇ ଦୌଡୁଛି କୁନି ବାଳକ, ଭିଡିଓ ଦେଖିଲେ…

ପ୍ରକୃତିରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ରୂପ ଅତ୍ୟନ୍ତ ଭୟଙ୍କର। ଯେତେବେଳେ ସେମାନେ ସାମ୍ନାକୁ ଆସନ୍ତି, ଭୟରେ ମଣିଷର ଅବସ୍ଥା ଖରାପ ହୋଇଯାଏ। ଏହି ଭୟଙ୍କର ଜୀବମାନଙ୍କ ମଧ୍ୟରୁ କୁମ୍ଭୀର ଅନ୍ୟତମ। ଯେତେ ସାହସୀ ଲୋକଟିଏ ହୋଇ ଥାଉନା କାହିଁକି…

ଭାରତୀୟ ସେନା ପାଇଁ ବେଙ୍ଗାଲୁରୁର ଜେଟ୍‌ପ୍ୟାକ୍‌ ସୁଟ୍‌

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ କମ୍ପାନୀ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଜେଟ୍‌ପ୍ୟାକ୍‌ ସୁଟ୍‌ ଯୋଗାଇବାରେ ଉଦ୍ୟମ ଚଳାଇଛି। ଯେଉଁଥିରେ କି ଭାରତୀୟ ସେନା ଏହି ସୁଟ୍‌ରେ କଠିନ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଉଡ଼ିବାରେ ସକ୍ଷମ ହୋଇପାରିବ। ତେବେ ଜାନୁୟାରୀରେ ଭାରତୀୟ ସେନା ୪୮ଟି…

ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବାକୁ ହାତରେ ମ୍ୟାରେଜ୍‌ ସାର୍ଟିଫିକେଟ ଟାଟୁ

ବ୍ୟାଙ୍କକ: ପ୍ରେମୀଯୁଗଳ ତାଙ୍କ ପ୍ରେମ ପାଇଁ ଭାଲେଣ୍ଟାଇନ୍‌ ଡେ’ରେ ବିଭିନ୍ନ ପ୍ରକାର ଖାଦ୍ୟ କିମ୍ବା ଅନ୍ୟ ସାମଗ୍ରୀ ଗିଫ୍ଟ ଆକାରରେ ଦେଇଥାନ୍ତି। ତେବେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବା ପାଇଁ ଏକ ଉପାୟ ଅବଲମ୍ବନ କରିଥିବା…

ପାଣି ଭିତରେ କିସ୍‌ କରି ଗିନିଜ୍‌ ୱାଲର୍‌ଡ ରେକଡର୍‌ସ

କେପ୍‌ଟାଉନ: ନିକଟରେ ପ୍ରେମୀଯୁଗଳ ଭାଲେଣ୍ଟାଇନ୍‌ ଡେ’ ପାଳନ କରିଛନ୍ତି। ତେବେ ଜଣେ ଦମ୍ପତି ଏହି ଦିବସକୁ ଏକ ଭିନ୍ନ ଭାବେ ପାଳନ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସରେ ନିଜ ନାମ ଲେଖାଇଛନ୍ତି। ଦମ୍ପତି ସାଉଥ୍‌ ଆଫ୍ରିକାର ବେଥ୍‌ ଲେଇଲେ…

କେହି କାହାଠୁ କମ୍‌ ନୁହଁ: ୨୯ ବିବାହ କରିଥିଲେ ସ୍ବାମୀ, ସ୍ତ୍ରୀ ବି ୨୩…

ଆମ ଦେଶରେ ବିବାହ ଏକ ଅତି ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହାକୁ ସାତ ଜନ୍ମର ସମ୍ପର୍କ କୁହାଯାଏ। ଅଧିକାଂଶ ଲୋକ ଏକାଧିକ ବିବାହ କରିଥାନ୍ତି। ଯଦିଓ ବର୍ତ୍ତମାନ ଭାରତରେ ଛାଡ଼ପତ୍ର ମାମଲା ବଢୁଛି ତଥାପି ଗୋଟିଏ ଜୀବନରେ ୨୦-୨୫…

ରିଲ୍‌ କରିବା ପଡ଼ିଲା ମହଙ୍ଗା, ଯୁବତୀ ଏମିତି ପଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ରିଲ୍‌ କରି ଅନେକ…

ହାଇଟେକ୍‌ କୋଟ ତିଆରି କଲେ ଛାତ୍ର, ପିନ୍ଧି ଅଦୃଶ୍ୟ ହୋଇଯିବେ !…

ବେଜିଂ,୧୬।୨ : ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଏକ ଘଣ୍ଟା ପିନ୍ଧି ସେ ଅଦୃଶ୍ୟ ହୋଇଯାଉଥିଲେ। ବାସ୍ତବ ଜୀବନରେ ଚାଇନାର ଛାତ୍ରମାନେ ଏପରି ଏକ ଉଦ୍ଭାବନ କରିଛନ୍ତି। ଛାତ୍ରମାନେ ଏକ ଏଆଇ ଆଧାରିତ କୋଟ ତିଆରି କରିଛନ୍ତି ଯାହାକୁ ପିନ୍ଧି…

କାର୍‌ ନିକଟରୁ ମହିଳାଙ୍କୁ ଟାଣି ନେଲା ବାଘ, ଏହି ଭୟଙ୍କର ଭିଡିଓ ଦେଖିଲେ…

ଅନେକ ଥର କ୍ୟାମେରାରେ ଏପରି କିଛି ଘଟଣା କଏଦ ହୋଇଛି, ଯାହା ଅତ୍ୟନ୍ତ ଭୟାନକ। ଏବେ ସେମିତି ଏକ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବାଘ କାର୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?