Posted inଫୁରସତ

ପ୍ରେମୀଯୁଗଳଙ୍କ ପାଇଁ କିସ୍‌ ଡେ’

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରେମୀଯୁଗଳ କିସ୍‌ ଡେ’ ପାଳନ କରିଥାନ୍ତି। କିସ୍‌ ବା ଚୁମ୍ବନ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ। ଯଦି ଏହା ଆପଣଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ସପ୍ତାହ ଏବଂ ଆପଣଙ୍କ ସାଥୀଙ୍କ ସହିତ ପ୍ରଥମ କିସ୍‌ ଡେ’ ହେବାକୁ ଯାଉଛି, ତେବେ ଏହା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ସାଥୀଙ୍କୁ ଖାସ୍‌ ଅନୁଭବ କରିବାକୁ ପଡ଼ିବ। ପ୍ରେମିକା-ପ୍ରେମିକ ଏହିଦିନ ପରସ୍ପର ପ୍ରତି ରୋମାନ୍ସ ଦେଖାଇବାରେ କୁଣ୍ଠାବୋଧ କରିବା ଆଦୌ ଉଚିତ୍‌ ନୁହଁ। ପରସ୍ପରକୁ କିସ୍‌ ଦେଇ ପ୍ରେମୀଯୁଗଳ ସେମାନଙ୍କର ପ୍ରେମକୁ ପରିପ୍ରକାଶ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌...

ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…

ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍‌ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ...

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା...

ଏମିତି ମାନବିକତା ଦେଖାଇଲେ ମହିଳା, ସମସ୍ତେ କଲେ ସଲାମ

ଜଣେ ମହିଳା ନିଜ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। କେରଳର ତିରୁଭଲ୍ଲା ଟାଉନରେ ସେଲ୍ସଓମେନ ଭାବେ କାର୍ଯ୍ୟ କରୁଥିବା ସୁପ୍ରିୟା ଜଣେ ଦୃଷ୍ଟିହୀନ ବ୍ୟକ୍ତି ସହାୟତା...

ଏବେ ସମୟ ଡିଜିଟାଲ ଡିଟକ୍ସର

ବଢୁଥିବା କରୋନା ସଂକ୍ରମଣ ଲାଗି ବର୍ତ୍ତମାନ ଅତ୍ୟାବଶ୍ୟକ ନ ଥିଲେ କେହି ବାହାରକୁ ଯାଉ ନାହାନ୍ତି। ଏମିତିରେ ଘରେ ବୋର୍‌ ନ ହେବା ଲାଗି ଅଧିକାଂଶ...

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ...

ଲେଗୋ ବ୍ରିଜ୍‌

ଲେଗୋ ଜଏଣ୍ଟ ଛୋଟ ପିଲାଙ୍କର ବେଶ୍‌ ପ୍ରିୟ। ସେମାନେ ସେଥିରେ ମନପସନ୍ଦର ଜିନିଷ ତିଆରି କରି ଖେଳନ୍ତି । କେବେ ସେଥିରେ ସେମାନେ ଘର ତିଆରି...

ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି ।...

Advertisement
Archives

Model This Week