ମନୋରଞ୍ଜନ

ନିୟମ ଭାଙ୍ଗିଲେ ଅମିର

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ଆଗାମୀ ଫିଲ୍ମ ଲାଲ ସିଂ ଚଢାର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ସେ ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ଶୁଟିଂ କରୁଥିଲେ। ସେଠାରେ ଅମିର ଥିବା ଖବର ପାଇ ପ୍ରଶଂସକମାନେ…

ସଫଳ ଅଭିନେତା ହେବାର ଲକ୍ଷ୍ୟ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ ନିଶାରେ ପରିଣତ ହୋଇଥିଲା। ଅବସର ସମୟ ପାଇଲେ ସେ ରଙ୍ଗମଞ୍ଚରେ ନାଟକ ଦେଖିବାକୁ ପହଞ୍ଚତ୍…

ସେହି ଚାରି ବର୍ଷ…

ଥରେ ମନେପକାନ୍ତୁ ନା ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଲୀ’କୁ। ଏହି ଫିଲ୍ମଟି ପ୍ରଭାସଙ୍କୁ କେତେ ମାଇଲେଜ ଦେଇଥିଲା ତାହା କହିବା ବାହୁଲ୍ୟ। ହେଲେ ଫିଲ୍ମ ଶୁଟିଂ ପୂର୍ବରୁ ଏବଂ ସେ ସମୟରେ ପ୍ରଭାସ ଯେଉଁ ପରିଶ୍ରମ କରିଥିଲେ ସେହି ସ୍ମୃତିଗୁଡିକୁ ଆଜି…

ଅପେକ୍ଷାର ଫଳ ମିଠା

କଥାରେ ଅଛି ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ବେଶ୍‌ କିଛି ମାସ ଅପେକ୍ଷା କରିବା ପରେ କେମିତି ସେ ଖୁସିରେ ଉଛୁଳୁଛନ୍ତି। କାରଣ କ’ଣ ଜାଣନ୍ତି ? ଯେଉଁ ସିନେମାକୁ ନେଇ ସେ କେତେ ସ୍ବପ୍ନ ଦେଖିଥିଲେ ତାହା ଶେଷରେ ରିଲିଜ…

ସଞ୍ଜୟଙ୍କ ପ୍ରଶଂସାରେ ଆଲିୟା

ଆଲିୟା ଭଟ୍ଟଙ୍କ ମୁହଁରେ ଏବେ ସଞ୍ଜୟ ଲୀଲା ଭଁସାଲିଙ୍କ ପ୍ରଶଂସା। ଏହାର କାରଣ ହେଉଛି ସଞ୍ଜୟଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଗାଙ୍ଗୁବାଈ କାଠିୟାଓ୍ବାଡି’ ସିନେମାରେ ଆଲିୟା ନାୟିକା ସାଜିଛନ୍ତି। ଏବେ ସେ ଯୁଆଡେ ଯାଉଛନ୍ତି ସଞ୍ଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।…

ବିବାଦରେ ଫସିଥିଲେ ପଦ୍ମିନୀ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ପଦ୍ୱିନୀ କୋହ୍ଲାପୁରୀ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ଶିଶୁ କଳାକାର ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ପଦ୍ମିନୀ ଆଜିବି ସକ୍ରିୟ ରହିଛନ୍ତି । ୨୦୧୯ରେ ସଞ୍ଜୟ ଦତ୍ତ ଓ…

ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ । ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଐଶ୍ୱର୍ଯ୍ୟା ଏବେ କିଛିବର୍ଷ ହେବ ଫିଲ୍ମ…

ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା…

ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା

ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା। ଫିଲ୍ମଟି ୧୯୮୩ରେ ସୁଭାଷ ଘାଇଙ୍କ ସମାନ ନାମର ଫିଲ୍ମ। ଆଥିୟା ଏହି ଫିଲ୍ମରେ ସରୋଜ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ,୩୧।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଶୁକ୍ରବାର ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ ଗୌତମ କିଚ୍‌ଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ବିବାହୋତ୍ସବରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ…

ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ଦେବାକୁ ଘୋଷଣା କଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି। ସୋନୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଯିଏ ସାହାଯ୍ୟ ଯେଉଁ ସାହାଯ୍ୟ ମାଗେ…

ମାଳଦ୍ୱୀପରେ ପହଞ୍ଚାଇବାକୁ ସୋନୁ ସୁଦ୍‌ଙ୍କୁ ଅନୁରୋଧ କଲେ ଜଣେ ବ୍ୟକ୍ତି, ଅଭିନେତାଙ୍କ ଉତ୍ତର ଶୁଣି ହସିହସି ଗଡ଼ିବେ

ମୁମ୍ବାଇ: କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ସୋନୁଙ୍କ ଏପରି ସାହାଯ୍ୟ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?