ମନୋରଞ୍ଜନ

ଆସନ୍ତା ମାସରେ ବିବାହ କରିବେ ନୟନତାରା

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ନୟନତାରା କିଛିଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ବେଶ କିଛି ବର୍ଷ ହେବ ଏହି ନାୟିକା ଫିଲ୍ମ ନିର୍ମାତା ବିଗ୍ନେଶ ଶିବନଙ୍କୁ ଡେଟ କରୁଛନ୍ତି । ଏବେ...

ସମ୍ପତ୍ତି ପରେ ଇଡି ଜବତ କଲା ପାସପୋର୍ଟ

ବମ୍ବେ: ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କର ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ...

ଝିଅକୁ କିଛି ସମୟରେ ଶାନ୍ତ କରିଦେଉଛନ୍ତି ନିକ୍‌, ପ୍ରିୟଙ୍କା କହିଲେ…

ଉଭୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ଚଳିତ ବର୍ଷ ଆରମ୍ଭରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସୁଖ ଉଭୟଙ୍କ ଜୀବନରେ ସରୋଗେସି ମାଧ୍ୟମରେ ଆସିଛି। ମାତୃ ଦିବସରେ ଦେଶୀ ଗର୍ଲଙ୍କ ସହ ତାଙ୍କ ଝିଅର ନାମ...

ବିଦେଶ ଯିବାକୁ ଅନୁମତି ମାଗିଲେ ଜ୍ୟାକଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ଆସିବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଜ୍ୟାକଲିନ ଆବୁଧାବିରେ ଆୟୋଜିତ ହେବାକୁ ଥିବା ଆଇଫା ପୁରସ୍କାରରେ ଯୋଗଦେବେ। ଏଥିପାଇଁ ସେ ୧୫ ଦିନ ବିଦେଶ...

ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ସେ ନଜର ଆସିଥିଲେ। ଏବେ ସେ ନାଜିଲା...

ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା

ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ...

ମଲାଇକାଙ୍କ ପୂର୍ବରୁ ସଲମାନଙ୍କ ଉଭଣୀଙ୍କୁ ଡେଟ୍‌ କରିଥିଲେ ଅର୍ଜୁନ କପୁର, ୨ ବର୍ଷ ଧରି…

ବମ୍ବେ: କିଛି ବର୍ଷ ଧରି ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରିଆସୁଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଉଭୟଙ୍କୁ ବି-ଟାଉନ୍‌ର ସବୁଠାରୁ ହଟ୍‌ ଯୋଡ଼ି ବୋଲି କୁହାଯାଉଛି। ଉଭୟ ପ୍ରଥମେ ଏକାଠି ବିଭିନ୍ନ ପାର୍ଟିରେ ନଜର ଆସିବା ପରେ...

ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…

ଏକଦା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ ପରେ ଦୁହେଁ ନିକଟତର ହୋଇଥିଲେ। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କକୁ ବଦଳି...

ନିଲାମ ହେଲା ଏହି ଅଭିନେତ୍ରୀ ଫଟୋ,କେତେ ଟଙ୍କାରେ ଜାଣିଲେ…

ସାରା ବିଶ୍ବରେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ହଲିଉଡ ଅଭିନେତ୍ରୀ ମର୍ଲିନ ମୁନରୋଙ୍କର ଏକ ପୋଟ୍ରେଟ ୧୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ହେଲେ ଅଭିନେତ୍ରୀଙ୍କ ଏହି ପେଣ୍ଟିଂ ୧୯୬୪ ମସିହାର। ଯାହାକୁ ନିଲାମ କରାଯାଇଥିଲା ।...

ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର ଏକ ଜ୍ୱେଲେରୀ ଏବଂ ଘଡି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଦୋହା ଭ୍ରମଣ ସମୟର କିଛି...

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ ଯାହା ଦେଖାଯାଇଛି ଅକ୍ଷୟ କୁମାର ଓ ମାନୁଷି ଛିଲ୍ଲରଙ୍କ ଯୋଡି ଦର୍ଶକଙ୍କୁ ବେଶ...

‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ ଏବେ ଏମାନେ ସହ ପ୍ରସ୍ତୁତ ହୋଇଗଲେଣି । ପୁଣିଥରେ ରୋହିତ ସେଟ୍ଟିଙ୍କ ଫିଲ୍ମ...

Advertisement
Archives

Model This Week

Why Dharitri