ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା

ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା। ଫିଲ୍ମଟି ୧୯୮୩ରେ ସୁଭାଷ ଘାଇଙ୍କ ସମାନ ନାମର ଫିଲ୍ମ। ଆଥିୟା ଏହି ଫିଲ୍ମରେ ସରୋଜ ପଞ୍ଚଲିଙ୍କ ସହ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଫିଲ୍ମରେ ସିନା ବିଫଳ ହୋଇଥିଲେ ଆଥିୟା ବର୍ତ୍ତମାନ କିନ୍ତୁ ପ୍ରେମରେ ଆଗୁଆ। ସେ କ୍ରିକେଟର ଏ. ରାହୁଲଙ୍କ ସହ ଡେଟ୍‌ କରୁଥିବା ବଲିଉଡ୍‌ରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଛୁଟିଦିନ ହେଉ କିମ୍ବା ରାତ୍ରି ଭୋଜନ ଡେଟ୍‌ ହେଉ ଆଥିୟା ଏବଂ ରାହୁଲଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳୁଛି। ଯଦିଓ ଏପର୍ଯ୍ୟନ୍ତ ଉଭୟେ ନିଜ ସମ୍ପର୍କକୁ ସ୍ବୀକାର କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପଡିବ ହାତଗଣ୍ଠି

ମୁମ୍ବାଇ: ବଲିଉଡ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି।...

ଝୁମି ଉଠିଲେ ଅନୁଷ୍କା

ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର...

ବିପାଶାଙ୍କ ପୂର୍ବରୁ ଏହି ଦୁଇ ଅଭିନେତ୍ରୀଙ୍କୁ ବିବାହ କରିଥିଲେ କରଣ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ...

ଅବସର ପରେ କ’ଣ କରିବେ ଶାହରୁଖ

ବଲିଉଡର ବାଦ୍‌ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍‌ବ୍ୟାକ୍‌ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ...

ପଠାନ ପୂର୍ବରୁ ରିଲିଜ୍ ହେବ ‘ତୁ ଝୁଠି ମେ ମକ୍କାର’ର ଟ୍ରେଲର

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ରେ ପ୍ରଥମଥର ଲାଗି ସ୍କ୍ରିନ ସ୍ପେସ ଶେୟାର...

‘ଡ୍ରିମ୍‌ ଗର୍ଲ’ର ଟ୍ରେଲର ଲଞ୍ଚ୍‌

ମୁମ୍ବାଇ: ଏକ୍‌ତା କପୁରଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ‘ଡ୍ରିମ୍‌ ଗର୍ଲ’ରେ ଅଭିନୟ କରୁଛନ୍ତି ଆୟୁଷ୍ମାନ ଖୁରାନା। ସେ ଜଣେ ଜାତୀୟ ପୁରସ୍କାର ବିଜୟୀ...

ଭରଣପୋଷଣ ଲାଗି ନାଗାଙ୍କଠାରୁ ୨୦୦ କୋଟି ନେବାକୁ ମନା କରିଦେଲେ ସମନ୍ଥା; କହିଲେ ଟଙ୍କାଟିଏ ବି ଲୋଡା…

ବମ୍ବେ: ବିବାହ ବିଚ୍ଛେଦ ନେଇ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇଛନ୍ତି ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା ପ୍ରଭୁ-ନାଗା ଚୈତନ୍ୟ। ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଏହି...

କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି।...

Advertisement
Archives

Model This Week