ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ
ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ ବଦଳି ଯାଇଛି ସେକଥା ବିଗ୍ ବିଙ୍କୁ ବି ଜଣା ନ ଥିଲା। ମାତ୍ର...
ହ୍ରିତିକଙ୍କ ଅସଫଳ ଦାମ୍ପତ୍ୟ ଜୀବନ: ବିବାହ ପରର ପ୍ରେମ ସମ୍ପର୍କ ଦାୟୀ…
ମୁମ୍ବାଇ,୧୦।୧: ବଲିଉଡ୍ ସୁପର ଷ୍ଟାର ହ୍ରିତିକ ରୋଶନଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୪ ଜାନୁୟାରୀ ୧୦ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟ ବାନ୍ଧବୀ ସଞ୍ଜୟ ଖାଁଙ୍କ ଝିଅ ସୁଜେନ...
ଅଧା ରାତିରେ କରନ୍ ଜୋହରଙ୍କ ରୁମ୍କୁ ଯାଇଥିଲେ ଫରାହ ଖାନ୍: ବିବାହ ପାଇଁ କରିଥିଲେ ପ୍ରପୋଜ୍
ବମ୍ବେ: ବଲିଉଡ୍ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତକୁ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ...
ଭାଇରାଲ ହେଉଛି ଅଙ୍କିତାଙ୍କ ରୋମାଣ୍ଟିକ୍ ଫଟୋ
ମୁମ୍ବାଇ: ଅଙ୍କିତା କୋୱର ଓ ମିଲିନ୍ଦ ସୋନମ ଲୋକଙ୍କ ମନପସନ୍ଦ କପୁଲଙ୍କ ମଧ୍ୟରେ ଗୋଟିଏ । ଉଭୟ ନିଜ ଭିତରେ ଥିବା ଭଲପାଇବାକୁ କେବେ କମ୍ ହେବକୁ ଦିଅନ୍ତି ନାହିଁ । ବୟସର ଯଥେଷ୍ଟ ତାରତମ୍ୟ ଥିଲେ ବି ଉଭୟଙ୍କ...
ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ
ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍ର ମର୍ଲିନ ମୁନରୋ କୁହାଯାଉଥିବା ମଧୁବାଳା । ଏବେ ଜଣେ ନବାଗତା ନାୟିକା ମଧୁବାଳାଙ୍କ ଅନ୍ଦାଜରେ ସ୍କ୍ରିନରେ ଦେଖାଦେବାଲାଗି...
ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। କାରଣ ତାଙ୍କର ପ୍ରିୟ ତଥା ଅତି ନିକଟତର ବିଲେଇ ଶିବାର ମୃତ୍ୟୁ ଘଟିଛି। ଆଲିଆ ଶିବାକୁ ବହୁତ ଭଲ ପାଉଥିଲେ। ଅଧିକାଂଶ ସମୟରେ ସେ ଶିବାର ଫଟୋ ନିଜର ଇନ୍ଷ୍ଟାଗ୍ରାମ୍ରେ...
ସ୍ବାମୀଙ୍କ ନାଁରେ ମାର୍ପିଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ: ପରିଚୟ ଲୁଚାଇ କରିଥିଲେ ବିବାହ
ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ସ୍ବାମୀଙ୍କ ନାମରେ ଥାନାରେ ମାରପିଟ ଅଭିଯୋଗ ଆଣିଛନ୍ତି। ପ୍ରୀତି ସ୍ବାମୀଙ୍କ ଉପରେ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ମଧ୍ୟ ନିଜ ଦୁଃଖ ପ୍ରଶଂସକଙ୍କ...
ଶ୍ରଦ୍ଧା କପୁରଙ୍କ ସହିତ ଫରହାନଙ୍କ ସମ୍ପର୍କ ନେଇ ହୋଇଥିଲା ଚର୍ଚ୍ଚା…
ମୁମ୍ବାଇ,୯।୧: ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତରଙ୍କୁ ଶନିବାର ୪୬ ପୂରଣ ହୋଇଛି। ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠ ଛାଡି ରିତେଶ ସିଧ୍ୟଓ୍ବାନୀଙ୍କ ସହିତ ମିଶି ଏକ ପ୍ରଡକସନ୍ ହାଉସ୍...
‘ମୁନ୍ନୀ ବଦନାମ୍ ହୁଇ…’ ଫରହା ଖାଁଙ୍କ ପାଇଁ ଆଣିଥିଲା ଖ୍ୟାତି
ମୁମ୍ବାଇ,୯।୧: ବଲିଉଡ୍ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କୁ ଶନିବାର ୫୫ ବର୍ଷ ପୂରଣ ହୋଇଛି। ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା କି ଜବାନୀ, ମୁନ୍ନୀ ବଦନାମ୍ ହୁଇ ଭଳି...
ଆଜି ବି ବସ୍ ଚଲାଉଛନ୍ତି ଏହି ପ୍ରସିଦ୍ଧ କଳାକାରଙ୍କ ବାପା: କୁହନ୍ତି ଏପରି
ପରଦାରେ କେଜିଏଫ୍ ରିଲିଜ ହେବାପରେ ଫିଲ୍ମର କାହାଣୀ ଏବଂ ଆକ୍ସନ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା। ବିଶେଷଭାବେ ଲୋକଙ୍କ ଧ୍ୟାନ ଏହି ଚଳଚ୍ଚିତ୍ରର ହିରୋଙ୍କ ଉପରେ ଥିଲା। ଏହି ନାୟକଜଣଙ୍କ ହେଉଛନ୍ତି ରକ୍ ଷ୍ଟାର୍ ୟଶ ଜେ।...
କେବଳ ଗ୍ରୀନ୍ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !
ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍ ଖାନ୍। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏବେ କିନ୍ତୁ ସେ ଲାଇମ୍ଲାଇଟ୍ରୁ ଦୂରେଇ ଯାଇଥିବା...
ବିଗ୍ ବିଙ୍କ ସହ କେବେ ବି କାମ କରିନାହାନ୍ତି ଧକ୍ ଧକ୍ ଗର୍ଲ, କାରଣ ଜାଣିଲେ..
ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ।...
ଦୁଇଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..
ବମ୍ବେ: ବିଗ୍ବସ୍ ୧୪ରେ ପ୍ରତିଯୋଗୀ ଭାବେ ସାମିଲ ହେବାପରେ ଚର୍ଚ୍ଚାରେ ରାହୁଲ ମହାଜନ। ପୂର୍ବରୁ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେ। କିଛି ଦିନ...
ବଲିଉଡ୍ରେ ଡେବ୍ୟୁ ପାଇଁ ସଜ ହେଲେଣି କପୁର ଲଳନା
ମୁମ୍ବାଇ: ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ବଲିଉଡ୍ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଫଟୋଶୁଟ୍କୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ, ଶାନୟା ଶୀଘ୍ର ଭଉଣୀ ସୋନମ ଏବଂ ଜାହ୍ନବୀଙ୍କ ସହ ଯୋଗଦେବାକୁ ଯାଉଛନ୍ତି। ଶାନୟାଙ୍କ ନୂଆ...
ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍
ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ଦିଲ୍ ଖୁସ୍ କରି ଦେଉଛନ୍ତି । ଏବେ କେତେଜଣ...
ମାର୍କେଟ ନେଉଛି ‘ଗର୍ଲଫ୍ରେଣ୍ଡ୍’
ହରିୟାଣାର ପ୍ରସିଦ୍ଧ ଗାୟକ ଅରବିନ୍ଦ ଜାଙ୍ଗିଡଙ୍କ ଏକ ନୂଆ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ଏହି ଗୀତର ଟାଇଟଲ ହେଉଛି ‘ଗର୍ଲଫ୍ରେଣ୍ଡ’। ଅରବିନ୍ଦଙ୍କ ଦ୍ୱାରା ଗାନ କରାଯାଇଥିବା ଏହି ଗୀତ ରିଲିଜ୍ ହେବା ପରେ ତୀବ୍ର ବେଗରେ ଭାଇରାଲ...
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି
ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ...
ଲୁଚିଛପି ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କୟାଲ ଆନନ୍ଦୀ। ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ହୃଦୟ ଜିତିପରିଛନ୍ତି। ତେବେ ଏହି ଅଭିନେତ୍ରୀ ନୂଆ ବର୍ଷରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ସେ ଜାନୁଆରୀ ୭ରେ ଲୁଚିଛପି...