ନବଜାତ ପୁଅ ସହ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତା
ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌତମ ଚୋପ୍ରା ୨ ମାସ ପୂର୍ବେ ନିଜ ମା’ବାପାଙ୍କୁ ହରାଇଥିଲେ। ଏହା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିଲା। କିନ୍ତୁ କିଛି ଦିନ ହେବ ତାଙ୍କ ଘରକୁ ଖୁସି ଫେରିଆସିଛି। ଗୌତମଙ୍କ ସ୍ତ୍ରୀ ହିତିଶା ଚେରଣ୍ଡା…
ଗରିବ ପିଲାଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟି ଚର୍ଚ୍ଚାରେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: ବଲିଉଡ୍ରେ ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟ କିଛି ଷ୍ଟାର ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ନଜିର ମଧ୍ୟ ରହିଛି। ସେହିପରି ଜଣେ ଷ୍ଟାର ହେଉଛନ୍ତି ଉର୍ବଶୀ…
ରଣବୀର-ଦୀପିକାଙ୍କ ବିବାହ ପାର୍ଟିରେ ଜବରଦସ୍ତି ଶାମିଲ ହୋଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ, ରଣବୀର ସିଂହଙ୍କ ଯୋଡି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ଭାରତ ଫେରିବା ପରେ ସେମାନେ ନିଜ ବନ୍ଧୁ, ସାମ୍ବାଦିକ ଏବଂ ବଲିଉଡ୍ ବନ୍ଧୁଙ୍କୁ ଅଲଗା ଅଲଗା ପାର୍ଟି ଦେଇଥିଲେ। ସେମାନଙ୍କ…
କରୀନାଙ୍କୁ ମାଲିସ କରୁଛନ୍ତି ତାଙ୍କ ମା’: ଭାଇରାଲ ହେଉଛି ଫଟୋ
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଧିକାଂଶ ସମୟ ସେ ତାଙ୍କ ପରିବାର ସହିତ ବିତାଉଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା କରୀନା ନିକଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ…
ବିବାହ ପୂର୍ବରୁ ଫାଷ୍ଟ ଲୁକ୍ ଶେୟାର କଲେ କାଜଲ
ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଅଗ୍ରୱାଲ ୩୦ ଅକ୍ଟୋବରରେ ବିବାହ ବେଦୀରେ ବସିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ ଟର୍ମ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ହାତ ଧରିବାକୁ ଯାଉଛନ୍ତି । ହେଲେ ବାହାଘରର କିଛି ସମୟ ପୂର୍ବରୁ କାଜଲ ଏକ…
ଅଡୁଆରେ ଅମୀର
ମୁମ୍ବାଇ: ବଲିଉଡ୍ର ପରଫେକ୍ଟନିଷ୍ଟ ଅମୀର ଖାନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ…
ବିବାହ ପରେ ରୋମାଣ୍ଟିକ୍ ଫଟୋ ଶେୟାର କଲେ ନେହା କକ୍କର
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍…
ଏହି ଲୋକପ୍ରିୟ ଅଭିନେତାଙ୍କୁ ଆକ୍ରମଣ: ଜୀବନରୁ ମାରିଦେବାକୁ ମିଳିଲା ଧମକ
ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଓଲଟା ଚଶମା’ରେ ଗୋଗୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସମୟ ଶାହଙ୍କ ଉପରେ ଆକ୍ରମଣ ହୋଇଛି। ଘର ବାହାରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ,…
ଏହି ଲୋକପ୍ରିୟ ଅଭିନେତା ଗୋଡ଼ରେ କଲେ ଖାସ୍ ଟାଟୁ: ଏଥିପାଇଁ ଲାଗିଲା ୩୦ ଘଣ୍ଟା
ବଲିଉଡ୍ ଅଭିନେତା କୁନାଲ ଖେମୁ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। କିଛିଦିନ ତଳେ ସେ ଝିଅ ଇନାୟାଙ୍କ ଜନ୍ମଦିନରେ ଝିଅ ନାମରେ ନିଜ ଛାତିରେ ଏକ ଟାଟୁ ତିଆରି କରିଥିଲେ। ଉକ୍ତ ଟାଟୁ ତାଙ୍କ ପାଇଁ ସବୁଠାରୁ ସ୍ବତନ୍ତ୍ର ।…
ବିବାହ ପରେ ନାମ ବଦଳାଇଲେ ନେହା କକ୍କର: ଜାଣନ୍ତୁ କ’ଣ ରଖିଲେ…
ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ଏହି ଯୋଡି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ତେବେ ଏହି ବିବାହ ହେଉଛି ଚଳିତ ବର୍ଷର ଚର୍ଚ୍ଚିତ ବିବାହ। ବିବାହ…
ସଲମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ୨୨ ବର୍ଷୀୟା ଅଭିନେତ୍ରୀ
ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ୨୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନନ୍ୟା ଅକ୍ଟୋବର ୩୦, ୧୯୯୮ରେ ଜନ୍ମଗ୍ରହଣ କରିଥିଲେ। ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ସ୍କୁଲରେ ପାଠ ପଢିଥିବା ଅନନ୍ୟା ଷ୍ଟୁଡେଣ୍ଟ…
ପୁଅ ପାଇଁ କ୍ଷମା ମାଗିଲେ ଏହି ପ୍ରସିଦ୍ଧ ଗାୟକ
ଲୋକପ୍ରିୟ ଟେଲିଭିଜନ୍ ଶୋ’ ବିଗ ବସ୍ ଘରେ ପ୍ରତିଯୋଗୀ ଥିବା ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ମରାଠୀ ଭାଷା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ୨୪ ଘଣ୍ଟା…

