ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ,୩୧।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଶୁକ୍ରବାର ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ ଗୌତମ କିଚ୍‌ଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ବିବାହୋତ୍ସବରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରଣମାଳା ପିନ୍ଧିଥିବା ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସିଛି। ରିଲେଶନସିପ୍‌କୁ ନେଇ ଉଭୟ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାଲା-ଦିଲୀପ କୁମାରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ‘ମୋଗଲ-ଏ-ଆଜମ’ ଭାରତୀୟ ଫିଲ୍ମର ୍‌ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମରେ...

ଗ୍ଲାମରସ୍‌ ଦୁନିଆରୁ ଦୂରେଇ ଗଲେ ଆଶିକି ଗର୍ଲ…

ମୁମ୍ବାଇ,୧୧।୧: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ସୋମବାର ନିଜର ୫୧ ବର୍ଷ ପୂରଣ କରିଛନ୍ତି। ସେ...

କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍...

ମେହେନ୍ଦୀ ସେରିମନିରେ ନେହା କକ୍କର ପିନ୍ଧିଥିବା ଲେହେଙ୍ଗା ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ,୨୪ା୧୦: ରୋହନ ପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଥିବା ବଲିଉଡ୍‌ ନେହା କକ୍କର ବର୍ତ୍ତମାନ ତାଙ୍କ ମେହେନ୍ଦୀ ସେରିମନି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।...

ଶାହାରୁଖଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଜାଏଗେଁ’

ବମ୍ବେ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖଙ୍କ ଜନ୍ମଦିନରେ ପୁଣି ଥରେ ରିଲିଜ ହେବ ‘ଡିଡିଏଲ୍‌ଜେ’। ଅଭିନେତାଙ୍କ ଏହି ଆଇକନିଂ ଫିଲ୍ମ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଯାଏଗେଁ’କୁ ସିନେମାଘରେ...

ଖୁବ୍‌ଶୀଘ୍ର ରିଲିଜ ହେବ ଇରଫାନଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ଇରଫାନ ଖାନ ଆଜି ଏହି ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ନିଜ ଅଭିନୟ...

‘ଶକ୍ତିମାନ’ ଉପରେ ହେବ ଫିଲ୍ମ

ମୁମ୍ବାଇ: ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କୁ ମନେଥିବ। ୯୦ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ଶକ୍ତିମାନକୁ...

ଥାନାରେ ହାଜର ହେଲେ ଅଭିନେତା ବବି ମିଶ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବବି ମିଶ୍ର ଏବେ ଅଡୁଆରେ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ପଛକୁ ଯୋଡ଼ି ହୋଇଯାଉଛି। ଗାଡ଼ି ପାର୍କିଂକୁ ନେଇ...

Advertisement
Archives

Model This Week