ମନୋରଞ୍ଜନ

ମହିଳା କଳାକାରଙ୍କୁ ଅସଦାଚରଣ କରି ଗିରଫ ହେଲେ ବଲିଉଡର ଏହି ଅଭିନେତା

ମୁମ୍ବାଇ, ୩।୧୧-ମହିଳା କଳାକାରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜଙ୍କୁ ମଙ୍ଗଳବାର ରାମନଗର ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାରୁ ତାଙ୍କୁ ଗିରଫ କରାଯାଇଛି। ବିଜୟ ଫିଲ୍ମ ସେଟରେ ମହିଳା କଳାକାରଙ୍କୁ ଅସଦାଚରଣ କରିଥିବା ନେଇ ଗତ…

୧୪ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଇରା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ନିଜ ଅଭିନୟ ହେଉ ବା କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କ ଝିଅ ଇରା ଖାଁ ଚକିତ କରିଦେବା ଭଳି ଏକ ଖୁଲାସା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଇରା…

ଝିଅ ଜନ୍ମଦିନ ଉପଲକ୍ଷେ ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ପୂଜା କରାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଓ ଡ୍ରିମ୍‌ଗର୍ଲ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ସୋମବାର ନିଜର ୩୯ତମ ଜନ୍ମଦିନ ପାଳନ କରିଛନ୍ତି। ଇଶାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ଖୁସି ଓ ମଙ୍ଗଳ କାମନା କରି ମା’ ହେମା ମାଳିନୀ ଅନ୍‌ଲାଇନ୍‌ରେ…

କରୋନା ସମୟରେ କାହିଁକି ବିବାହ କଲେ କାଜଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି କୁହନ୍ତୁ ଅବା ବଲିଉଡ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାଜଲ ଅଗ୍ରୱାଲ । ନିକଟରେ ଅର୍ଥାତ୍ ଅକ୍ଟୋବର ୩୦ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିଜ୍‌ନେସମ୍ୟାନ ଗୌତମ କିଚଲୁଙ୍କୁ ବିବାହ…

ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଟୁଇଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଏହାଏକ ଆକ୍ସନ…

ଏହି ଲୋକପ୍ରିୟ ଅଭିନେତାଙ୍କୁ ଗୁଳିକରି ହତ୍ୟା: ପ୍ରେମିକାଙ୍କ ଘର ସମ୍ମୁଖରୁ ମିଳିଲା ମୃତଦେହ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଏଡି ହୈଜଲଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଏହି ଅଭିନେତାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଟେକ୍ସାସର ଗ୍ରାଣ୍ଡ ପ୍ରିରିରେ ଗର୍ଲଫ୍ରେଣ୍ଡଙ୍କ ଆପାର୍ଟମେଣ୍ଟ ସମ୍ମୁଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଘଟିବା ପରେ…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ବାମୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ୨୦୧୩ରେ ଅଭିନଭ କୋହଲିଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ…

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ସିଦ୍ଧାର୍ଥ ମାଲହୋତ୍ରା

ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ପାର୍ଟିରେ ଅନେକ ଥର ଏକାଠି ନଜର ଆସିଥିଲେ। ଅବଶ୍ୟ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା…

ବିବାଦ ଘେରରେ ଶାହରୁଖ: କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ହୋଇଥିଲା ଝଗଡ଼ା

ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ନଭେମ୍ବର ୨ରେ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଯେତିକି ଲୋକପ୍ରିୟ ହୋଇଛନ୍ତି, ସେତିକି ବିବାଦ ଘେରକୁ…

କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଗଲେ। କରୀନା ତାଙ୍କ ହିଲ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଡ୍ରେସ୍‌ ସହିତ…

ଅଭିନେତ୍ରୀ କାଜଲଙ୍କୁ ଲକ୍‌ଡାଉନ୍‌ ସମୟରେ ସାହାଯ୍ୟ କରିଥିଲେ ଏହି ବ୍ୟକ୍ତି: ଜଣାଇଲେ ଧନ୍ୟବାଦ

ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ସ୍ବାମୀ ଗୌତମ କିଚଲୁଙ୍କ ବିବାହ ଓ ନିର୍ବନ୍ଧ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଗୋଟିଏ ଫଟୋରେ କାଜଲ ହଳଦିଆ ରଙ୍ଗର ଏକ ଶାଢ଼ୀ ପିନ୍ଧି ବହୁତ…

ମା’ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ତାଙ୍କ ସ୍ବାମୀ ଆର୍‌ଜେ ଅନମୋଲ ସୂଚନା ଦେଇଛନ୍ତି। ଏବେ ମା’ ଏବଂ ଶିଶୁ ସୁରକ୍ଷିତ ଅଛନ୍ତି। ଇସ୍କ ଭିସ୍କ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?