ମନୋରଞ୍ଜନ

ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ ବଙ୍ଗଳା ଜଲସା ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇ…

ପ୍ରତ୍ୟେହ ୧୨-୧୪ ଘଣ୍ଟା କାମ କରନ୍ତି ବିଗ୍‌-ବି: କେବିସି-୧୨ ପାଇଁ କବିତା ଲେଖି କହିଲେ ମନକଥା

ବମ୍ବେ: ମହାମାରୀ କରୋନାକୁ ହରାଇବା ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଏବେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ। ଖୁବ୍‌ଶୀଘ୍ର ଏହାର ୧୨ତମ ସିଜନ୍‌ ପ୍ରସାରିତ ହେବାକୁ ଯାଉଛି। ଏହାକୁ…

ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ ତାଙ୍କ ଚିତ୍ରକୁ ନେଇ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ। ହୁସେନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ…

ଗତ ୧୦ ବର୍ଷ ଧରି ‘କ୍ରାଇମ୍‌ ପାଟ୍ରୋଲ୍‌’ରେ ନେଗେଟିଭ୍‌ ଭୂମିକାରେ ନଜର ଆସୁଛନ୍ତି ଏହି ଅଭିନେତ୍ରୀ: ନାମୀ ଅଭିନେତ୍ରୀଙ୍କଠାରୁ ଅଧିକ ନିଅନ୍ତି ପାଉଣା

ବମ୍ବେ: ‘କ୍ରାଇମ୍‌ ପାଟ୍ରୋଲ’ ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ଗତ ୧୭ ବର୍ଷରୁ ଅଧିକ ସମୟ ଧରି ଏହା ପ୍ରସାରିତ ହୋଇ ଆସୁଛି। ଏହି ଶୋ’ରେ କାମ କରୁଥିବା ଅନେକ କଳାକାର ଏବେ ବଡ଼ ପରଦାରେ ମଧ୍ୟ ନଜର ଆସୁଛନ୍ତି।…

କଙ୍ଗନାଙ୍କୁ ୨୦୦ କୋଟି ଦେବେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ! ଜାଣନ୍ତୁ ଏହା କେତେ ସତ…

ବମ୍ବେ: ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏବେ ମଧ୍ୟ ସେଭଳି କିଛି ଚାଲିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କଟାକ୍ଷ କରି ସେ ଆଲୋଚନାର ପରିସରକୁ…

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଯେପରିକି କରିନା କପୁର ଖାନ୍‌। କରିନା ସୈଫଙ୍କ ଦ୍ୱିତୀୟ…

ନିଜଠାରୁ ୨୪ ବର୍ଷ ବଡ଼ ଅଭିନେତାଙ୍କ ସହ ଲିପ୍‌ଲକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ବାହୁବଲୀ ଫେମ୍‌ ‘ରାମ୍ୟା: ଶାହାରୁଖ-ଅନିଲ କପୁରଙ୍କ ସହ ମଧ୍ୟ କରିଛନ୍ତି ରୋମାନ୍ସ

ବମ୍ବେ: ଚଳଚ୍ଚିତ୍ର ‘ବାହୁବଲୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରାମ୍ୟା। ଏଥିରେ ଚରିତ୍ର ‘ଶିବଗାମୀ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା। ତେବେ କେବଳ ଯେ ଦକ୍ଷିଣ ଭାରତୀୟ ସିନେମାରେ ରାମ୍ୟାଙ୍କ ଅଭିନୟ ଚାତୁରୀ ଦେଖିବାକୁ ମିଳିଛି ତାହା ନୁହେଁ, ବରଂ…

ଏହି ଗାୟିକାଙ୍କ ଦିଓ୍ବାନା ଥିଲେ ମହାତ୍ମା ଗାନ୍ଧୀ, ନେହେରୁ

କର୍ନାଟକ ସଙ୍ଗୀତ ଜଗତରେ ଏମଏସ ସୁବୁଲକ୍ଷ୍ମୀ ଏକ ଅବିସ୍ମରଣୀୟ ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କର ପୁଣ୍ୟତିଥି। ପୁରୁଷ ପ୍ରଧାନ ସମାଜରେ ସୁବୁଲକ୍ଷ୍ମୀ ନିଜ ସ୍ବରର ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିଲେ। ସେ ସେମଙ୍ଗୁଡି ଶ୍ରୀନିବାସ ଆୟରଙ୍କଠାରୁ କାର୍ନାଟକ ସଙ୍ଗୀତ ଏବଂ…

ଶାହାରୁଖଙ୍କ ନାୟିକା ସାଜିବେ ତାପସୀ !

ବମ୍ବେ: ଯାହା ଆଶା କରିଥିଲେ ଶେଷରେ ତାହା ହେବାକୁ ଯାଉଛି। କାହା କ୍ଷେତ୍ରରେ ଭାବୁଛନ୍ତି କି? ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି। ସୁପରଷ୍ଟାର ଶାହରୁଖ ଖାନ୍‌ ତାପସୀଙ୍କ ପ୍ରିୟ କଳାକାର। ଏଣୁ ଅଭିନେତ୍ରୀ ହିସାବରେ ତାଙ୍କ…

ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର ଦିଶନ୍ତି ଏହି ନାୟିକା । ଏବେ କିନ୍ତୁ କରିନା ତାଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ…

ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ପୂର୍ବରୁ ଏତିକି ଟଙ୍କା ରୋଜଗାର କରୁଥିଲେ ଅକ୍ଷୟ କୁମାର

ଅଭିନେତା ଅକ୍ଷୟ କୁମାରଙ୍କ ବଲିଉଡ୍‌ର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଅନ୍ୟତମ। ସେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଅକ୍ଷୟ ବଲିଉଡ୍‌କୁ ଆସିବା ପୂର୍ବରୁ କେତେ ଟଙ୍କା ରୋଜଗାର କରୁଥିଲେ।…

ଘୋଷଣା ହେଲା ‘ବିଗ୍ ବସ୍‌-୧୪’ ଗ୍ରାଣ୍ଡ ପ୍ରିମିୟରର ତାରିଖ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ରିୟଲିଟି ଶୋ’ ‘ବିଗ୍ ବସ୍‌-୧୪’ ଅପେକ୍ଷାର ଅନ୍ତ ଘଟିଛି । ଏହା ଖୁବ୍ ନିକଟରେ ଅନ୍‌ଏୟାର ହେବ ବୋଲି ଘୋଷଣା କରାଯାଇଛି । ଏଥର ବି ମେକର୍ସ ଏଣ୍ଟରଟେନମେଣ୍ଟକୁ ଖୁବ୍ ଗୁରୁତ୍ୱ ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?