ମନୋରଞ୍ଜନ

୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

୮ ବର୍ଷର ଜଣେ ଝିଅ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ ପୁରୀ। ମାତ୍ର ଲୋକମାନେ ତାଙ୍କୁ ଛୋଟ କଙ୍ଗନା ନାମରେ ଡାକୁଛନ୍ତି। ଏହା ପଛରେ କାରଣ…

ବିବାହ କରିବେ ନାହିଁ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଫାତିମା ସାନା ଶେଖ ତାଙ୍କର ଆଗାମୀ ସିନେମା ‘ସୁରଜ ପେ ମଙ୍ଗଲ ଭାରୀ’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ନଭେମ୍ବର ୧୩ରେ ରିଲିଜ୍‌ ହେବ। ଫିଲ୍ମରେ ତାଙ୍କୁ ମନୋଜ ବାଜପେୟୀଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।…

ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍‌ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ

ବିଗତ କିଛି ଦିନ ହେବ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ ନିଜର ରାଗ ସୁଝାଇଛନ୍ତି। କିନ୍ତୁ ବିଶ୍ୱାସର କଥା ଆସିଲେ, କେତେକ କଳାକାର ସର୍ବଦା ପ୍ରଶଂସକଙ୍କ…

ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଫରାହ

ଶାହାରୁଖ୍‌ ଖାନ୍‌, ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ମହବତେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଏହି ଅବସରରେ ଫିଲ୍ମର କୋରିଓଗ୍ରାଫର ଫରାହ ଖାନ୍‌ ଫିଲ୍ମ ସହ ଜଡିତ କିଛି କଥା କହିଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ନେଇ…

ବଡ଼ ପୁଅ ଆର୍ଯ୍ୟନକୁ ଭୁଲି ଯାଇଥିଲେ ଶାହାରୁଖ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଏବଂ ସ୍ତ୍ରୀ ଗୌରୀ ଅକ୍ଟୋବର ୨୯ରେ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡିକୁ ବେଷ୍ଟ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଶାହାରୁଖ୍‌-ଗୌରୀଙ୍କର ୩ ସନ୍ତାନ ଆର୍ଯ୍ୟନ, ସୁହାନା ଏବଂ ଅବରାମ ରହିଛନ୍ତି। ତେବେ…

ଅନ୍ଧ ବିଶ୍ୱାସ ଉପରେ ଭରସା କରନ୍ତି ବଲିଉଡର ଏସବୁ ତାରକା: ଭାଇଜାନ୍‌ ବି ପଡ଼ିନାହାନ୍ତି ବାଦ୍‌

ଜୀବନରେ କିଛି ଜିନିଷକୁ ଭୟ କରୁଥିବା ଲୋକମାନେ ପ୍ରାୟତଃ ସେହି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ, ଏପରି କରିବା ଦ୍ୱାରା ସେମାନଙ୍କ ଜୀବନର ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ହେଲେ ଏହି…

ଧୋକା ଦେଇଥିଲେ ଏହି ଅଭିନେତା, ଭୋ ଭୋ ହୋଇ କାନ୍ଦିଥିଲେ ନଓ୍ବାଜ୍‌

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ପରଦାରେ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଦେଖାଇଥାନ୍ତି ସେ। ନୱାଜୁଦ୍ଦିନ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଫିଲ୍ମ ମିଳୁ…

‘ଲଭ୍‌‌-ହଷ୍ଟେଲ’ର ଘୋଷଣା କଲେ ଶାହାରୁଖ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସରିଥିଲେ ବି ଏବେ ବଲିଉଡ୍‌ରେ ଖୁବ୍ କମ୍ ନୂଆ ଫିଲ୍ମର ଘୋଷଣା କରାଯାଉଛି । ଏବେ ଶାହାରୁଖ ଖାଁଙ୍କ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଓ ଦୃଶ୍ୟମ ଫିଲ୍ମ ନୂଆ ଫିଲ୍ମ ‘ଲଭ-ହଷ୍ଟଲ’ର ଘୋଷଣା…

ହିରୋପନ୍ତି ୨, ବାଗି ୪ ପାଇଁ ୨୫ଟି ଦେଶରେ ଶୁଟିଂ କରିବେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟକ ଟାଇଗର ଶ୍ରଫ ‘ହିରୋପନ୍ତି ୨’ ଓ ‘ବାଗି ୪’ର ଶୁଟିଂ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ପୁଣି ଏକ ଧମାକାଦାର ଏଣ୍ଟ୍ରି ସହ ଦର୍ଶକଙ୍କ ମନୋରଞ୍ଚନ କରିବା ଲକ୍ଷ୍ୟରେ ଅଛନ୍ତି ଟାଇଗର । ଲକ୍‌ଡାଉନ ପରେ…

ଅଭିନେତାରୁ ନିର୍ଦ୍ଦେଶକ

ଓଡ଼ଆ ଚଳଚ୍ଚିତ୍ର ‘ରୁପା ଗାଁରେ ସୁନା କନିଆ’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ପରବର୍ତ୍ତୀ ସମୟରେ ସେ ‘ସ୍ତ୍ରୀ’, ‘ସତମିଛ’, ‘କିଏ ପୋଛିବ ମୋ ମା’ ଆଖିର ଲୁହ’ରେ ଆକ୍ଟିଂ କରିଥିଲେ। ଆଉ ଏବେ ସେ ନିଜକୁ ଜଣେ ସଫଳ…

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି କରୀନା। ବର୍ତ୍ତମାନ ସେ…

ଶୁଟିଂ ଚାଲିଛି ତୋ ପାଇଁ କିଛି ବି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ତୋ ପାଇଁ କିଛି ବି’। ଏହାର ଶୁଟିଂ ଏବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲୁ ରହିଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?