ମନୋରଞ୍ଜନ

ପ୍ରଥମ ‘ସୁପର ହିରୋ’ ହେବେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫିଲ୍ମରେ ନାହାନ୍ତି କେହି ହିରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌ । ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ପାଇଁ କ୍ୟାଟ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ କ୍ୟାଟ୍‌ ବଲିଉଡ୍‌ ନିର୍ମାତା ଅଲୀ ଅବ୍‌ବାସ ଜଫରଙ୍କ…

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି । ନିକଟରେ ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ନାଡିଜ ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେପକାଇଛନ୍ତି ।…

ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅଭିନୟରେ…

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି । ପ୍ରୟଙ୍କା ଆମେରିକାନ୍ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରି ଏବେ ଆମେରିକାରେ ରହୁଛନ୍ତି ।…

ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ ଜନ୍ମଦିନରେ ଏକ ନିହାରା ଉପହାର ଦେଇଛନ୍ତି ଅଭିନେତ୍ରୀ ଜୁହି ଚାଓ୍ବାଲା। ଏହି ସ୍ବତନ୍ତ୍ର ଦିନକୁ…

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍‌ ହୋଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜଡ଼ିତ…

ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ ଏହି ଖାସ୍‌ ଦିନରେ ତାଙ୍କୁ ନେଇ ଏକ ରୋଚକ କଥା ଜାଣିବା। ୧୭ ବର୍ଷ…

ହିନ୍ଦୀ କି ଇଂରାଜୀ ନୁହେଁ, କେବଳ ଏହି ଭାଷା ବୁଝେ କମେଡି କିଙ୍ଗ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମର ଲୋକଙ୍କୁ ହସାଉଥିବା କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତି। କପିଲଙ୍କୁ ହସର ରାଜା ବୋଲି କୁହାଯାଏ। ବୋଧହୁଏ ଏପରି ଲକ୍ଷଣ ମଧ୍ୟ ତାଙ୍କ ଝିଅଠାରେ ପ୍ରକାଶ…

ଫୁଲର ନାଁ ଐଶ୍ୱର୍ଯ୍ୟା ରାୟ, ଜାଣନ୍ତୁ କାହିଁକି

ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍‌ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍‌ଙ୍କ ଲୋକପ୍ରିୟତା ରହିଛି। ଖାସ୍‌ ଏଥିପାଇଁ ନେଦରଲାଣ୍ଡର କୁକେନହଫ୍‌ ଗାର୍ଡେନରେ ଏକ ଫୁଲର ନାମ ଐଶ୍ୱର୍ଯ୍ୟା ରାୟ ଦିଆଯାଇଛି।…

କରୋନାରୁ ରକ୍ଷା ପାଇଁ ପିପିଇ କିଟ୍‌ ପିନ୍ଧିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏୟାରପୋର୍ଟରେ ଦେଲେ ପୋଜ୍‌

ମହାମାରୀ କରୋନା ମଧ୍ୟରେ ଯାତ୍ରା କରିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଯାତ୍ରା ସମୟରେ ଲୋକମାନେ ଭୟ ଅନୁଭବ କରୁଛନ୍ତି। ବଲିଉଡ୍‌ କଳାକାରଙ୍କ ମଧ୍ୟରେ ବି ସେମିତି କିଛି ଦେଖିବାକୁ ମିଳୁଛି। ସମସ୍ତ କଳାକାରମାନେ ସୁରକ୍ଷାର ସହ ଯାତ୍ରା କରିବାକୁ…

ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍‌ ଦାନ କରିବେ ପ୍ରଶଂସକ

ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ବେଶ୍‌ ସ୍ବତନ୍ତ୍ର। ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର…

ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍‌ କେବଳ ଅଭିନୟରେ ନୁହେଁ ପ୍ରେମରେ ମଧ୍ୟ ସଫଳ ହୋଇଛନ୍ତି। ଶାହରୁଖ ପିଲାଦିନର ବନ୍ଧୁ ଗୌରୀଙ୍କୁ ବିବାହ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?