ଦିଲ୍ କହେ ଲଭ୍ ୟୁ ଲଭ୍ ୟୁ
ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଦିଲ୍ କହେ ଲଭ୍ ୟୁ ଲଭ୍ ୟୁ’। ନବାଗତ ପ୍ରଯୋଜକ ଆଶିଷ ପ୍ରତାପ ସାମଲ ଏହାର ପ୍ରଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଦାୟତ୍ୱ ତୁଲାଇବେ…
ପୁଣି ଥରେ ଅମ୍ଳାନ-ରିୟା
ଷ୍ଟାର କିଡ୍ ଅମ୍ଳାନ କୁମାରଙ୍କ ଓଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘ଟାର୍ଗେଟ’ରୁ। ଏହାସହ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ରୁ ବାବୁସାନ୍ଙ୍କ ଅପୋଜିଟ୍ରେ ଡେବ୍ୟୁ କରିଥିଲେ ରିୟା। ପରବର୍ତ୍ତୀ ସମୟରେ ଅମ୍ଳାନ ଏବଂ ରିୟାଙ୍କୁ ‘ଗୋଲାପି ଗୋଲାପି’, ‘ତୁ ମୋ…
ଗର୍ଭାବସ୍ଥାରେ ପତଳା ଦେଖାଯିବାକୁ ନେଇ ଟ୍ରୋଲ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଆଜିକାଲି ଅଭିନେତ୍ରୀଅଭିନେତାମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସାଧାରଣ କଥା ହୋଇଗଲାଣି। ନିକଟରେ ଛୋଟ ପରଦା ଲୋକପ୍ରିୟ ଅଭିନେତା କରଣଭୀର ବୋହ୍ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟିଜେ ସିଦ୍ଧୁ ଟ୍ରୋଲ ହୋଇଛନ୍ତି। ଟିଜେ ଖୁବ୍ଶୀଘ୍ର ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି।…
ବଲିଉଡ୍ର ଏହି ସୁପରଷ୍ଟାରଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଅର୍ଜୁନ ରାମପାଲ!
ବଲିଉଡ୍ରେ ଡ୍ରଗ୍ସ ମାମଲାର ଆଉ ଏକ ବଡ଼ କଥା ସାମ୍ମାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ସମ୍ମୁଖକୁ ଆସୁଥିବା ବେଳେ ଗତ ୨ ଦିନ ହେବ ଅଭିନେତା ମାନେ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଥିଲା। ତେବେ ଅଭିନେତାଙ୍କ…
କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ପଞ୍ଜାବର ଚର୍ଚ୍ଚିତ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଜ୍ୱର ଆସିବା ସହ ଶ୍ୱାସ ନେବାରେ ଅସୁବିଧା ହେଲା। ତେଣୁ ହିମାଂଶୀଙ୍କୁ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଜଣାପଡ଼ିବା…
ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି। ଏହି ସଫଳତା ଯୋଗୁ ଖୁସିରେ ଅନୁଷ୍ମାଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେ…
ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି ଏହି କ୍ରିକେଟର
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ମନୋରଞ୍ଜନ ଜଗତରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତେବେ ମାହି ଅଭିନେତା…
ବିହାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୁଶାନ୍ତଙ୍କ ବାପା କେକେ ସିଂ
ପାଟଣା,୩୦।୯-ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରେ ବିଳମ୍ବ ହେବାରୁ ସୁଶାନ୍ତଙ୍କ ବାପା କେକେ ସିଂ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ନୀତିଶଙ୍କ ପାଟଣାସ୍ଥିତ ବାସଭବନରେ ତାଙ୍କ ପରିବାର ଲୋକ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତ ବାବଦରେ…
ଟିଭିର ରାମ-ସୀତା କରୋନା ପଜିଟିଭ
ଟିଭିର ରାମ-ସୀତା ଅର୍ଥାତ୍ ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏ ନେଇ ଗୁରମିତ କିଛି ସମୟ ପୂର୍ବରୁ ନିଜ ଇନ୍ଷ୍ଟାଗ୍ରାମ୍ରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ସ୍ତ୍ରୀ ଦେବିନା ଏବଂ ମୋର କରୋନା ପଜିଟିଭ…
ସୋନୁ ସୁଦ୍ଙ୍କୁ ମିଳିଲା ଏହି ସମ୍ମାନଜନକ ପୁରସ୍କାର
ବଲିଉଡରେ ଖଳନାୟକ ଭାବରେ ବିଖ୍ୟାତ ସୋନୁ ସୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସାମାଜିକ କାର୍ଯ୍ୟ ପାଇଁ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଲକ୍ଡାଉନ୍ରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ଏବଂ ପରେ ବହୁ ଶ୍ରମିକଙ୍କ ଲାଗି ନିଯୁକ୍ତି ବ୍ୟବସ୍ଥା କରାଇଥିଲେ।…
ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଭାଇଜାନ୍, ଜାଣନ୍ତୁ କାହିଁକି
ଭାଇଜାନ୍ ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ରାଧେ ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଶୁଟିଂ କାର୍ଯ୍ୟ ଅକ୍ଟୋବର ୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଅବଶିଷ୍ଟ ଶୁଟିଂ ପାଇଁ ସଲମାନ ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ…
ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ
ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା ଉପରେ ଖୋଲାଖୋଲି ଭାବେ ମନ୍ତବ୍ୟ ହେଉଛନ୍ତି। ଅଭିନେତା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ…

