ଆମ ଜିଲା ଖବର

ଗଛ ତଳେ ନେଇଥିଲେ ଆଶ୍ରୟ, ହେଲା ବଜ୍ରପାତ

କୁଆଁରମୁଣ୍ଡା,୧୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷ ହୋଇଥିଲା। ସେତିକିବେଳେ କୋଏଲ ନଦୀ ପାର୍ଶ୍ୱ ଚଇନପୁର ଗ୍ରାମର ୩ ଜଣ ବ୍ୟକ୍ତି ଏକ ବରଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ…

ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଜୟରାମ ନାୟକ (୩୨)। ଅଭିଯୁକ୍ତଙ୍କ ବିରୋଧରେ…

୧୪୪ ଶିକ୍ଷକଙ୍କ ଏମ୍‌ଏସିପି ମଞ୍ଜୁର

ଭଦ୍ରକ ଅଫିସ, ୧୭।୬-ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୫୨୪୨ ତା ୧୦।୦୬।୨୦୨୨ରିଖ ଅନୁସାରେ ସଦର ବ୍ଲକର ୨୦୧୧ ବ୍ୟାଚ୍‌ର ନିୟମିତ ହୋଇଥିବା ୧୪୪ଜଣ ଏଲିମେଣ୍ଟାରି କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିର ୧୦ ବର୍ଷ ସମ୍ପୂର୍ଣ୍ଣ କରିସାରିବା ପରେ ପ୍ରଥମ ଏମ୍‌ଏସିପି (୧୦…

ଅଗ୍ନିପଥକୁ ବିରୋଧକରି ୬୦ କି.ମି. ଦୌଡ଼ିଲେ ଯୁବକ

ଉମରକୋଟ,୧୭ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି…

କାଳୀ ମନ୍ଦିର ଆଗରେ ତଣ୍ଟି ଚିପି ହତ୍ୟା: ବନ୍ଧାହେଲେ ଅଭିଯୁକ୍ତ

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ନିକଟ ଢାବା- କୁମାରବେଗପଲ୍ଳୀ ରାସ୍ତା କାଳୀ ମନ୍ଦିର ଆଗରେ ବାବୁଲା ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ…

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଧରାକୋଟ,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ଶୁକ୍ରବାର ସକାଳେ ଏକ ଶିଶୁପୁତ୍ର କାନ୍ଦୁଥିବା ଶୁଣାଯାଇଥିଲା। ସେତିକିବେଳେ…

ଖାଇ ଶୋଇଥିଲେ ପହଞ୍ଚିଲା ମୃତ୍ୟୁ

କୋକସରା,୧୭।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହେଲେ ନୃପରାଜ ମାଝୀଙ୍କ ସ୍ତ୍ରୀ ରୁପାଲି ମାଝୀ(୩୦) । ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପାଲି…

ପ୍ରସନ୍ନ କୁମାର ପାତ୍ର ହେଲେ ଛତ୍ରପୁର ଉପଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ଭାବେ ପ୍ରସନ୍ନ କୁମାର ପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୦୬ ଓଏଏସ୍‌ ବ୍ୟାଚର ହୋଇଥିବା ବେଳେ ଏହା ପୂର୍ବରୁ ରଙ୍ଗେଈଲୁଣ୍ଡା ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଉପଜିଲାପାଳ ଥିବା ନୀଳମାଧବ…

ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ଗାଁ ଲୋକେ ହାତୀପଲଙ୍କୁ ଘଉଡାଇବାରୁ ସେମାନେ ନିକଟସ୍ଥ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୧୭।୬: ପୁଣି ମଝି ଚିଲିକା ଜହ୍ନିକୁଦା ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ରହିଛି। ଡଙ୍ଗାଟି ଜହ୍ନିକୁଦା ଘାଟଠାରୁ ସାତପଡ଼ା ଅଭିମୁଖେ ବାହାରିଥିଲା ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ବାଇକ ଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି…

ବୌଦ୍ଧ ରେଞ୍ଜର ନିଲମ୍ବିତ

ବୌଦ୍ଧ,୧୭।୬(ଡି.ଏନ୍‌.ଏ.): ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ୨ ଦନ୍ତାହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ପ୍ରଦୀପ ବେହେରା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ…

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୧୭ା୬(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ବରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ ୧୪୪ ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବାର ହୀନ ପ୍ରଚେଷ୍ଟା,ରାହୁଲ ଗାନ୍ଧୀଙ୍କୁ ମିଥ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?