ଆମ ଜିଲା ଖବର

ସ୍ନାନଯାତ୍ରାରେ ମୁତୟନ ହେବେ ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ,୧୩।୬: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ସ୍ନାନଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖିପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧…

ଜଳିଗଲା ୪ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର ଅଫିସ,୧୩ା୬: ଯାଜପୁର ଜିଲା ପ୍ରୀତିପୁର ପଞ୍ଚାୟତର ଗୁଡ଼ିଆସାହିସ୍ଥିତ ବଳରାମ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ବିଞ୍ଝାରପୁର…

ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର, ଦୋକାନ, ମନ୍ଦିର, ରାସ୍ତାରେ ଯାଉଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଚୋରି…

ବିଦ୍ୟୁତ୍‌ ପାଇଁ କଲବଲ ହେଲେ ସହରବାସୀ

ଅନୁଗୋଳ ଅଫିସ, ୧୩।୬: ଗତ ଦୁଇ ଦିନ ହେଲା ଅନୁଗୋଳରେ ତାତି ନ ଥିଲା। ପାଗ କାଉଁଳିଆ ଥିବାରୁ ଗ୍ରୀଷ୍ମ ପ୍ରବାହ ସେତେଟା ଅନୁଭବ କରିହେଉ ନ ଥିଲା। ହେଲେ ରବିବାର ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅଥୟ…

ଆନ୍ଧ୍ରର ପ୍ରସ୍ତାବକୁ ବିରୋଧ

ପଟ୍ଟାଙ୍ଗୀ,୧୩।୬(ଡି.ଏନ.ଏ.): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ସମାଧାନର ବାଟ ବାହାରିବା ଯେତିକି ବିଳମ୍ବ ହେଉଛି ଆନ୍ଧ୍ର ବିବାଦ ବଢାଇବାରେ ସେତିକି ପ୍ରସ୍ତୁତି ଚଳାଇଛି। କୋଟିଆର ତଳ ଗଞ୍ଜେଇପଦରରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରି ଆନ୍ଧ୍ର ଏନେଇ ଏକ…

ମିଳୁନି ମୁନ୍ଦାଏ ପାଣି

ଭୁବନ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏନ୍‌ଏସିର ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳୀ ନୂଆବଜାରରେ ସୃଷ୍ଟି ହୋଇଛି ଜଳସଙ୍କଟ। ଦୀର୍ଘ ୧୦ବର୍ଷ ତଳେ ଏଠାରେ ସ୍ଥାପିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବଂ ଏକମାତ୍ର ନଳକୂପ ଅଚଳ ହୋଇପଡ଼ିବା ପରେ ପାଣି…

ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏଣିକି ମେଡିକାଲଗୁଡ଼ିକରେ ଠିକା ସଂସ୍ଥା ସ୍ଥାନରେ ଏସ୍‌ଏଚ୍‌ଜିଗୁଡ଼ିକ…

ରେଗୁଲାର କରା ନ ଗଲେ ଆନ୍ଦୋଳନ ଚେତାବନୀ

ପାପଡାହାଣ୍ଡି,୧୩।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମିନାରରେ ରବିବାର ଜିଲାର ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପଦେଷ୍ଟା ଉମେଶ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକ…

୧୦୮ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି ଲୋକେ

ପଦ୍ମପୁର,୧୩।୬ (ଡି.ଏନ୍‌.ଏ.): ଦୁର୍ଘଟଣା କିମ୍ବା କୌଣସି ରୋଗରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇଛନ୍ତି। ତେବେ ଅନେକ ଲୋକ ଏହାର ଅପବ୍ୟବହାର କରୁଥିବା ଖବର ବାରମ୍ବାର…

ବେଆଇନ ବସ୍‌ ଷ୍ଟପ ନିର୍ମାଣକୁ ଭାଙ୍ଗିଲା ବନ ବିଭାଗ

ପାପଡାହାଣ୍ଡି,୧୩ା୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଧାମଣାପଦର ଛକରେ ଥିବା ସଂରକ୍ଷିତ ଜଙ୍ଗଲରେ ବେଆଇନ ବସ ଷ୍ଟପ ନିର୍ମାଣକୁ ରବିବାର ବନ ବିଭାଗ ଭାଙ୍ଗିଦେଇଛି। ବନ ବିଭାଗ ଅଜାଣତରେ ଠିକାଦାର ଛକରେ ଥିବା ସଂରକ୍ଷିତ ଜଙ୍ଗଲ ସ୍ଥାନରେ ନିର୍ମାଣ…

ଏଟିଏମ୍‌ରୁ ୫୫ ହଜାର ଟଙ୍କା, କାର୍ଡ ଚୋରି

ଗୁଣପୁର,୧୩ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର ବିକ୍ରମପୁର ସ୍ଥିତ ଏସ୍‌ବିଆଇର ଏକ ଏଟିଏମ୍‌ରୁ ଜଣେ ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।…

ପୃଥକ୍‌ ଘଟଣାରେ ମିଳିଲା ୨ ଝୁଲନ୍ତା ମୃତଦେହ

ପାଟଣା,୧୩ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତଦେହ ଜବତହୋଇଛି। ପାଟଣା ଥାନା ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମ ସୋମବାର ଜଣେ ୨୦ ବର୍ଷ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?