ଆମ ଜିଲା ଖବର

ଶାଗମାଛ ଦରରେ ଜମି କିଣିବାକୁ ମସୁଧା

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ଓ ଡାହାଣ ପାର୍ଶ୍ୱ ସପ୍ତମାତୃକା ମନ୍ଦିର ନିକଟରେ ୨ଟି ଆନିକଟ (ବ୍ୟାରେଜ) ନିର୍ମାଣାଧୀନ ରହିଛି। ଏଥିପାଇଁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ଜଳ ସମ୍ପଦ…

ଯୁବତୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଜଙ୍ଗଲରେ

ବୋରିଗୁମ୍ମା,୩ା୧(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା କାଜୁମିଲ୍‌ ପଛପଟେ ଥିବା ନୀଳଗିରି ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ସୁଭଦ୍ରା ଅମାନତ୍ୟ(୧୯)। ଘର ଚିଲିଗୁଡା ଗ୍ରାମରେ। ଗତ ୩୦ ତାରିଖ ସନ୍ଧ୍ୟାରୁ ସେ…

ଘରୁ ନେଇଗଲେ ୪୦ ଭରି ସୁନା

ବ୍ରହ୍ମପୁର ଅଫିସ,୨ା୧: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ବ୍ରଜନଗର ତୃତୀୟ ଲାଇନ୍‌ରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ଚୋରି ହୋଇଛି। ଚୋରମାନେ ୪୦ଭରି ସୁନାଗହଣା, ୧୫ ହଜାର ଟଙ୍କାର ରୁପା ସାମଗ୍ରୀ ଓ ୧୦ ହଜାର ନଗଦ…

୧୦ ଲକ୍ଷ ନ ଦେଲେ ପୁଅ କଥା ଭୁଲିଯାଅ

ବରଗଡ଼ ଅଫିସ୍‌,୨।୧: ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଜଣେ ଶିଶୁପୁତ୍ର(୫ବର୍ଷ)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁଟି ଖେଳୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି। ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ କାରଖାନାରେ…

ପିଇବା ପାଣି ପାଇଁ ମୋବାଇଲ ଟାୱାର ଉପରେ ଚଢ଼ିଲେ ଯୁବକ

ନୂଆପଡ଼ା ଅଫିସ୍‌, ୨।୧: ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଘରଧରା ଗ୍ରାମରେ ପିଇବା ପାଣି ସମସ୍ୟା ଦେଖାଦେଇଥିବାରୁ ଜଣେ ଯୁବକ ରବିବାର ମୋବାଇଲ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି। ଗ୍ରାମରେ ୩ଟି ନଳକୂପ ରହିଛି। ୨ଟିରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି…

ବ୍ୟାଗ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର

ଚମ୍ପୁଆ,୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ସଶାଙ୍ଗ ଗ୍ରାମ ନିକଟରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ରାସ୍ତକଡ଼ରେ ଏକ ନବଜାତ କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବାରୁ ବ୍ୟାଗ ଭିତରେ ଏକ…

ପୋଲିସ ଗାଡ଼ି ବସ୍‌ ମୁହାଁମୁହିଁ ଧକ୍କା: ୪ ଗୁରୁତର

ସିମୁଳିଆ,୨।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଠାରୁ ୫କି.ମି. ଦୂର ୧୬ନଂ ଜାତୀୟ ରାଜପଥର ଜାମୁଝାଡି ନିକଟରେ ରବିବାର ଦୁର୍ଘଟଣା ଘଟିଛି। ପୋଲିସ ଗାଡି ଓ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୪ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ…

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ, ୨।୧: କଟକରେ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହେବ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ନୋଡାଲ ଅଫିସର ଡକ୍ଟର ଉମେଶ ରାୟ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତର,…

ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ: ଜଣେ ଗିରଫ

ଯାଜପୁର ଅଫିସ,୨।୧: ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ ଓ ଶହେ ଟଙ୍କିଆ ଜାଲ ନୋଟ ରହିଥିବା…

ପିକ୍‌ନିକ୍‌ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ, ଗଡ଼ିଆରୁ ବାଇକ୍‌ ସହ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା ଅଫିସ,୨।୧: ନୂଆବର୍ଷରେ ପିକ୍‌ନିକ୍‌ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ। ରବିବାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସହିତ ଏକ ବାଇକ ମଧ୍ୟ ଜବତ ହୋଇଛି। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲାରେ। ମୃତକ ଦ୍ୱୟ…

ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର…

ଜଳସେଚନ ଏବେ ବି ସ୍ଵପ୍ନ

କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri