ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ
ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ ବୃଦ୍ଧି ଘଟିଲେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏକଦା ଉକ୍ତ ପୁଷ୍କରିଣୀର…
ପ୍ରହସନ ପାଲଟିଛି ଏମ୍ଜିଏନ୍ଆର୍ଇଜିଏସ୍
ନୂଆଗାଁ,୨୨।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍) ପ୍ରହସନ ପାଲଟିଛି। ଏହି ଯୋଜନାର ସବୁ ନିୟମ କାନୁନକୁ ଉଲ୍ଲଂଘନ କରି ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଠିକାଦାର ମିଳିମିଶି ସରକାରଙ୍କ ଟଙ୍କା…
ଖସିଯିବାକୁ ଉଦ୍ୟମ କଲେ ତଣ୍ଟି କାଟିଦେବୁ କହୁଥିଲେ ଅପହରଣକାରୀ: ଅମ୍ରିତ
ନୟାଗଡ଼ ଅଫିସ/ଓଡ଼ଗାଁ,୨୨ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଗାଁର ଅମ୍ରିତ ପାତ୍ର ଗଣମାଧ୍ୟମ ସମ୍ମୁଖରେ ଅପହରଣ ସମୟର ଲୋମଟାଙ୍କୁରା କଥା ବୁଧବାର ବଖାଣିଛନ୍ତି । ମୁଁ ପୁଣି ଥରେ ମା’ବାପାଙ୍କୁ ଦେଖିବି କି ନାହିଁ ଜାଣି ନ ଥିଲି। ସେଦିନ…
ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ
ଭାପୁର, ୨୧ା୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ବଡସହରା ପଞ୍ଚାୟତରେ ଗୋଟିଏ ରାସ୍ତାକୁ ୨୧ ଥର ଫଲସ୍ ବିଲ୍ ଘଟଣା ରାଜ୍ୟରେ ଚର୍ଚ୍ଚିତ ଥିବାବେଳେ ଏବେ ପୁଣିଥରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ପୂର୍ବାହ୍ନରେ ନୟାଗଡ଼ ଭିଜିଲାନ୍ସ…
୩୫ ବର୍ଷ ହେଲା ଭଡ଼ା ଘରେ ଚାଲିଛି ନୂଆଗଡ଼ିଆସାହି ଫାଣ୍ଡି
ଖଣ୍ଡପଡ଼ା,୨୧ା୧୨(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଓ ନୂଆଗଡିଆସାହି ଫାଣ୍ଡି ନାନା ସମସ୍ୟା ମଧ୍ୟରେ ଚାଲିଛି ା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି ା ଫାଣ୍ଡି ପରିସରରେ ଥିବା ଆଜବେଷ୍ଟସ ଗୃହଗୁଡିକ ଭଙ୍ଗା ଦଦରା…
ଗାଡ଼ି ଲୋନ୍ ପରିଶୋଧ ପାଇଁ ଅପହରଣ
ନୟାଗଡ଼ ଅଫିସ/ ଓଡ଼ଗଁା, ୨୧ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାର କିଛି ଗୁମର ଖୋଲିଛି। କୁରାଳ ଗଁାର ସୁନୀଲ କୁମାର ପାଣିଗ୍ରାହୀ(୧୮)ଙ୍କ ସମେତ ୨ ଭାଇ…
ଗୁଳିମାଡ଼ରେ ଆର୍ମି ଇଞ୍ଜିନିୟରଙ୍କ ଜୀବନ ଗଲା
ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ପୂର୍ବ ଶତ୍ରୁତାରୁ ସୋମବାର ଗୁଳିମାଡ଼ ହେବାରୁ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଅନିରୁଦ୍ଧଙ୍କ ଛାତିରେ ୧୫ରୁ ଅଧିକ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ…
ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼
ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର ଗୁରୁତର ହୋଇଛନ୍ତି। ଅନିରୁଦ୍ଧଙ୍କ ଛାତିରେ ୧୫ରୁ ଅଧିକ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତାରୁ ଏହି…
ଛାତ୍ରଙ୍କୁ ଛାଡିଦେଲେ ଅପହରଣକାରୀ
ନୟାଗଡ ଅଫିସ୍/ଓଡଗାଁ, ୧୯।୧୨(ସ୍ବ.ପ୍ର.): କୁରାଳ ସୁବୁଦ୍ଧିସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣାର ନୂଆମୋଡ। ଅମ୍ରିତଙ୍କୁ ପଡୋଶୀ ପଣ୍ଡିତ ସାହିର ଏକ ତାଲା ପକା ଘରୁ ସୋମବାର ଭୋର ସମୟରେ ଉଦ୍ଧାର କରାଯାଇଛି। ଭୋର ସମୟରେ ବାରି ପଟେ…
ପ୍ରଦୀପ୍ତ ପାଇଲେ ନୟାଗଡ଼ ଗୌରବ ସମ୍ମାନ
ନୟାଗଡ଼ ଅଫିସ,୧୮।୧୨: ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ସ୍ମାରକୀ ନୟାଗଡ଼ ପୁରୁଣା ସହରର ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭାରତ ସରକାରଙ୍କ…
୩ ଦିନ ପରେ ବି ନାବାଳକ ଛାତ୍ରଙ୍କ ପତ୍ତା ମିଳୁନି, ସନ୍ଦେହଘେରକୁ ଆସିଲା ପାଲଟଣା ଭ୍ୟାନ
ନୟାଗଡ଼ ଅଫିସ/ଓଡ଼ଗାଁ, ୧୮ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର(୧୨) ନିଖୋଜ ହେବାର ଆଜିକୁ ୩ ଦିନ ବିତିବାକୁ ବସିଛି। ହେଲେ ତାଙ୍କର ଟେର ମିଳୁନି। ଘର ନିକଟ…
ବାଲିପଠା ନାହିଁ, ଆସିଲେନି ବିଦେଶୀ ପକ୍ଷୀ
ନୟାଗଡ଼ ଅଫିସ/ ଗଣିଆ,୧୬ା୧୨(ଡି.ଏନ୍.ଏ.): ନୟାଗଡ଼,ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ଅଂଶ ବିଶେଷକୁ ନେଇ ଗଠିତ ସାତକୋଶିଆ ଅଭୟାରଣ୍ୟ ଦେଇ ପ୍ରବାହିତ ମହାନଦୀର ସୁନାଖଣିଆ ଓ ବଡମୂଳରେ ଚଳିତ ବର୍ଷ ଇଣ୍ଡିଆନ ସ୍କିମରଙ୍କ ସମେତ ବିଦେଶାଗତ ପକ୍ଷୀଙ୍କ ଦେଖିବାକୁ ମିଳିନି। ଇଣ୍ଡିଆନ…

