ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବେ ମାନସ
ନୂଆଗାଁ, ୧୫।୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମୋହନ ମିଶ୍ର ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବା ପାଇଁ ମନୋନୀତ ହୋଇଛନ୍ତି। ଟାଟା ଷ୍ଟିଲ ଓ ପଠାଣି ସାମନ୍ତ…
ଶ୍ରୀହୀନ ହେଉଛି ସୁନାମୁହିଁ ପାର୍କ
ଖଣ୍ଡପଡ଼ା,୧୫ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ସହରାଞ୍ଚଳ ନିକଟ ଖଣ୍ଡପଡା-ନୟାଗଡ ମୁଖ୍ୟ ପୂର୍ତ୍ତ ବିଭାଗ ପାର୍ଶ୍ୱରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସୁନାମୁହିଁ ପର୍ଯ୍ୟଟନ ସ୍ଥଳଟି ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଶ୍ରୀହୀନ ହେବାରେ ଲାଗିଛି। ଏକ ତ୍ରିକୋଣ ପାହାଡକୁ ବନ୍ଧ…
କଣ୍ଟିଲୋ ମାଘମେଳା ପଡ଼ିଆ ବିକ୍ରି ପାଇଁ ମସୁଧା, ଆଖପାଖ ଅଞ୍ଚଳରେ ବିରୋଧ
ନୟାଗଡ଼ ଅଫିସ,୧୫ା୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ତଥା ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ନୟାଗଡ଼ ଜଲା ଖଣ୍ଡପଡ଼ା ବ୍ଲକ ଅଧନ ପ୍ରଭୁ ଶ୍ରୀନୀଳମାଧବ ଜୀଉଙ୍କ ବିଜେ କଣ୍ଟିଲୋଙ୍କ ପୀଠ। ଏଠାରେ ହଜାର ବର୍ଷ ତଳୁ ପୁରାତନ ଭୈମୀ ଏକାଦଶୀ ମାଘ…
ସେବା ଦେବାକୁ ଅନିଚ୍ଛୁକ ନର୍ସିଂ ଅଫିସର, ଦେଖାଉଛନ୍ତି ଖରାପ ବ୍ୟବହାର
ନୟାଗଡ଼ ଅଫିସ,୧୫।୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ଶଲ୍ୟ ଓ ମେଡିସିନ ୱାର୍ଡଗୁଡିକରେ ନର୍ସିଂ ଅଫିସରଙ୍କ ଉପତ୍ାତ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଆସୁଛି। କେତେଜଣ ନର୍ସିଂ ଅଫିସର ମାଗଣା ସେବା ଯୋଗାଇବାକୁ ଅନିଚ୍ଛୁକ ହେଉଛନ୍ତି।…
ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ
ନୟାଗଡ଼ ଅଫିସ,୧୪।୧୨: ଚାଉଳ ନ ଫେରାଇ ୨ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଉଠାଣ କରିବା ପାଇଁ ସୁଯୋଗ ଦେବା ଘଟଣାରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍ଓ) ବ୍ରଜବନ୍ଧୁ ନାୟକ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି…
ଏକ୍ସପାଏରି ଔଷଧରେ ମୁଭି ପୋଷ୍ଟର
ନୟାଗଡ଼ ଅଫିସ,୧୪।୧୨: ଏକ୍ସପାଏରି ଇଞ୍ଜେକଶନ, ଟାବ୍ଲେଟ୍, ଟାବ୍ଲେଟ ଖୋଳ ଓ କ୍ୟାପ୍ସୁଲରେ ତିଆରି ହୋଇଛି ଓଡିଆ ଚଳଚ୍ଚିତ୍ର ଦମନର ପୋଷ୍ଟର । ୧୦ ଫୁଟ ଲମ୍ବ ଓ ୬ଫୁଟ ଓସାରର ଏହି ପୋଷ୍ଟର ତିଆରି କରିଛନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ…
ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଖୋଲିଲେ ଗୁମର
ନୟାଗଡ଼ ଅଫିସ/ନୂଆଗଁା, ୧୩।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ପଥରପାଟଣା ଗଁାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟିଛି। ପରକୀୟାରୁ କଟକ ଜିଲା ଲାଲବାଗ୍ ଥାନା ସତୀଚଉରା ମହାନ୍ତିପଡ଼ାର ଶୈଳେନ୍ଦ୍ରନାଥ ଜେନାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପ୍ରମାଣ…
ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ
ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ…
କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା
ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି।…
ସଙ୍କଟରେ ପ୍ରାଣୀ ଚିକିତ୍ସା
ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍/ ପାରଳାଖେମୁଣ୍ଡି (ଡି.ଏନ୍.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା) ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା,…
କ୍ୱାକ୍ଙ୍କ ହାତରେ ରୋଗୀସେବା
ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ,…
ଶ୍ରମିକ ନାହାନ୍ତି, କାମ କରୁଛି ମେଶିନ
ନୂଆଗାଁ,୮।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସରକାରୀ ଅର୍ଥ ଲୁଟିବାର ଉତ୍ତମ ମାଧ୍ୟମ ପାଲଟିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)। ଏହି ଯୋଜନାରେ ସବୁ ନିୟମକାନୁନକୁ ଉଲ୍ଲଂଘନ କରି ସରକାରୀ ଅର୍ଥ ଲୁଟ ହେଉଛି।…

