ନୟାଗଡ଼

ଭଉଣୀ ଆଗରେ ଚାଲିଗଲା ଭଉଣୀର ଜୀବନ

ନୟାଗଡ଼,୧୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା କିମ୍ଭିରିଆ ଗ୍ରାମ ପୋଖରୀ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ଚିକିତ୍ସା ପାଇଁ…

ଶୋଇଥିବା ବେଳେ ଗାମୁଛା ଭିଡ଼ି ଦୁଇ ନାବାଳକ ଭାଇଙ୍କୁ ହତ୍ୟା: ଗିରଫ ହେଲେ ବାପା, ଜେଜେ ମା’

ନୟାଗଡ଼,୧୩ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗେଡ଼ା ଗାଁରେ ୨ ନାବାଳକ ଭାଇଙ୍କୁ ହତ୍ୟା ଘଟଣାରେ ଅଟକ ଥିବା ବାପା ପ୍ରକାଶ ମହାନ୍ତି ଓ ଜେଜେମା ସଉରୀ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ଏସ୍‌ପୀ ଏସ୍‌ ଶୁଶ୍ରୀଙ୍କ ସୂଚନାନୁସାରେ ବାପାଙ୍କ…

ଦ୍ୱିତୀୟ ବିବାହ ପାଇଁ ୨ ନାବାଳକଙ୍କୁ ହତ୍ୟା ଘଟଣା: ବାପା ଓ ଜେଜେମା ହତ୍ୟାକାରୀ

ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ବାପା ହତ୍ୟା କରିଥିବାବେଳେ ଜେଜେମା ଏଥିରେ ସହଯୋଗ କରିଥିଲେ। ହତ୍ୟା ଘଟଣାକୁ ଆମତ୍ହତ୍ୟା…

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିଲେ। ଏହି ଦ୍ୱିତୀୟ ବିବାହ ପ୍ରସ୍ତାବକୁ ୨ ନାବାଳକ ପୁଅ…

ନୟାଗଡ଼ରେ ଭୟଙ୍କର ବାଣ ବିସ୍ଫୋରଣ: ୨ଗୁରୁତର

ନୟାଗଡ଼,୧୦।୩: ନୟାଗଡ଼ ଜିଲା ସଦର ଥାନା ମାଲିସାହି ପଞ୍ଚାୟତ ହୀରାଦେଇପୁର ଗାଁ ସୋମବାର ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର…

ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୟାଗଡ଼,୧୦ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବମନ୍ଦିର ନିକଟସ୍ଥ ଏକ ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ ହୋଇଛି। ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା…

ଗୋପୀନାଥ ମନ୍ଦିରରୁ ଚୋରି: ମୁଖା ପିନ୍ଧି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ନୟାଗଡ଼,୧।୩(ଲୋକନାଥ ମିଶ୍ର):ନୟାଗଡ଼ ଜଗନ୍ନାଥ ମନ୍ଦିରର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଅଜଣା ଦୁର୍ବୃତ୍ତ ମୁଖା ପିନ୍ଧି ମନ୍ଦିରରେ ପଶି ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି…

ଜଗନ୍ନାଥ ମନ୍ଦିର ସିଂହାସନରୁ ନେଇଗଲେ ସୁନା, ରୁପା ଅଳଙ୍କାର

ନୟାଗଡ଼,୨୧।୨: ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। କେତେକ ଦୁର୍ବୃତ୍ତ ମନ୍ଦିର ଦକ୍ଷିଣ ଦ୍ୱାର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ସିଂହାସନ ଉପରୁ ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର…

ଜଗନ୍ନାଥ ମନ୍ଦିରରୁ ଚୋରି

ନୟାଗଡ଼,୨୦।୨(ଲୋକନାଥ ମିଶ୍ର): ବୁଧବାର ରାତିରେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିର କବାଟର କଡା ଭାଙ୍ଗି ଜଗନ୍ନାଥଙ୍କ କିରଟି ଓ ନାକଚଣା, ବଳଭଦ୍ରଙ୍କ ନାଗମୃତି ମଥାମଣି, ସୁଭଦ୍ରାଙ୍କ କିରଟି ଚୋରି ହୋଇଛି। ଶ୍ରୀଜୀଉଙ୍କ ସମସ୍ତ ଅଳଙ୍କାର…

ନୟାଗଡ଼ ଏସ୍‌ପିଙ୍କ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ରେ ହିନ୍ଦୀ କବିତାକୁ ନେଇ ଝଡ଼

ନୟାଗଡ଼,୧୭।୨(ଲୋକନାଥ ମିଶ୍ର): ନୟାଗଡ଼ ଏସ୍‌ପିଙ୍କ ପାଇଁ ଉଦ୍ଦିଷ୍ଟ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ (ଆକାଉଣ୍ଟ)ରେ ପୂର୍ବତନ ଏସ୍‌ପି ରାହୁଲ ଜୈନ ୨୦୨୪ ଜୁନ୍‌ ୬ରେ ହିନ୍ଦୀରେ କବିତା ପୋଷ୍ଟ କରିବା ପରଠୁ ଝଡ଼ ସୃଷ୍ଟି ହୋଇଛି। ଜିଲା ପୋଲିସ ପ୍ରଶାସନର ଏହି ସୋସିଆଲ ମିଡିଆ…

ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ

ନୟାଗଡ଼,୧୨।୨: ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଦୋକାନକୁ କାର ପିଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବୋଲଗଡ଼ ଥାନା ସାଗରୁଗାଁର…

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗୁଣପୁର,୧୦।୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଗଣେଶ ନଗରଠାରେ ରହୁଥିବା ଜଣେ ନବବଧୂଙ୍କ ରବିବାର ବିଳମ୍ବିତ ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ରଶ୍ମି ରଞ୍ଜନୀ ବଡ଼କୁମାର। ତେବେ ଯୌତୁକ ପାଇଁ ଝିଅକୁ ହତ୍ୟାକରାଯାଇଥିବା ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?