ନୟାଗଡ଼

କଣ୍ଟେଇମୁଣ୍ଡି ବାଇଗଣ ପାଇପାରେ ଜିଆଇ ଟ୍ୟାଗ୍‌ ମାନ୍ୟତା

ନୟାଗଡ଼ ଅଫିସ,୮।୧୨: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍‌ଏସ୍‌ଟି ରିସର୍ଚ୍ଚ ସେଣ୍ଟରରେ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ଦେବା ନେଇ ବୈଠକ ହୋଇଥିଲା। ଅନ୍‌ଲାଇନରେ…

ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର ରାଶି ୩ ସୋପାନରେ ମିଳିବ ବୋଲି ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୂତି ନିଦାନ କୌଶଳ(ପିସି…

ଟ୍ରକ୍‌କୁ ପଛପଟୁ ପିଟିଲା ବସ୍‌: ଜଣେ ମୃତ, ୫ ଆହତ

ନୟାଗଡ଼ ଅଫିସ,୨୯।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ରାସ୍ତାକଡରେ ଥିବା ଟ୍ରକ୍‌କୁ ପଛପଟୁ ପିଟିଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ…

ସରକାରୀ ଯୋଜନାରୁ ବଞ୍ଚିତ ଯମୁନା

ନୂଆଗାଁ,୨୮।୧୧(ଡି.ଏନ.ଏ.): ସରକାର ଗରିବ, ଦୁଃଖୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ପଞ୍ଚାୟତ ଅଧୀନ ଆଦିବାସୀ ଗ୍ରାମ ମଧୁବନର ବିଧବା ମହିଳା ଯମୁନା…

ପାହାଡ଼ ଭାଙ୍ଗିଲେ, ଯୋର ରାସ୍ତା ବନ୍ଦ କରାଇଲେ

ନୟାଗଡ଼ ଅଫିସ,୨୮ା୧୧: ନୟାଗଡ଼ ପୁରୁଣା ସହରରେ ଚାଲିଛି ବେଆଇନ ନିର୍ମାଣ l ଜଣେ ବ୍ୟକ୍ତି ପାହାଡ଼ ଭାଙ୍ଗି ଯୋର ରାସ୍ତାକୁ ବନ୍ଦ କରାଇ ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି l ପୁଣି ଯୋର ରାସ୍ତା ବନ୍ଦ ପରେ ପାହାଡ଼ ଜଳ…

ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି

ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍‌ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।…

ଜିଆଇ ଟ୍ୟାଗ୍‌ ମାନ୍ୟତା ଦୌଡ଼ରେ ନୟାଗଡ଼ ନାହିଁ

ନୟାଗଡ଼ ଅଫିସ,(ଲୋକନାଥ ମିଶ୍ର)୨୮।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଶାରୁ ଗଜପତି ଜିଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୁରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର…

ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା ନ ଯାଇ ବ୍ୟାରେଜ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀ ତାତିଛନ୍ତି। ବ୍ୟାରେଜ ପ୍ରଭାବରେ ଉପର ମୁଣ୍ଡରେ…

ଦୁର୍ଘଟଣାର ୧୮ ଦିନ ପରେ ବି ଚେତା ଫେରୁନି

ନୂଆଗାଁ,୨୭।୧୧(ଡି.ଏନ.ଏ.): ୨ ସାଙ୍ଗଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲିଙ୍କୁନ୍‌ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଇତିମଧ୍ୟରେ ୧୮ ଦିନ ବିତି ଥିଲେ ମଧ୍ୟ ଏଯାବତ ତାଙ୍କ ଚେତା ଫେରୁନି।…

ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଡିତ ଥିବା ମହିଳା ସ୍ବୟଂ ସହାୟିକା…

ଫଳକରେ ଅଟକିଛି ୨ ପ୍ରକଳ୍ପ

ଖଣ୍ଡପଡ଼ା,୨୫ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନୂତନ ପ୍ରକଳ୍ପ ନିର୍ମାଣ ହୋଇପାରୁନାହିଁ। ଅନୁଦାନ ଅର୍ଥ ମଞ୍ଜୁର ପରେ ବି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁ…

ପ୍ରଶଂସା ସାଉଁଟିଲା ଅଲିଭା ରେଜିଷ୍ଟର

ନୟାଗଡ଼ ଅଫିସ,୨୪ା୧୧: ନୟାଗଡ଼ ଜିଲାର ଅଲିଭା ରେଜିଷ୍ଟର ରାଜ୍ୟସ୍ତରରେ ପ୍ରଶଂସା ସାଉଁଟିଛି । ବାଲ୍ୟ ବିବାହ ବନ୍ଦ ନିମନ୍ତେ ନୟାଗଡ଼ ଜିଲା ପ୍ରଶାସନର ଏହି ଅଭିନବ କାର୍ଯ୍ୟକୁ ରାଜ୍ୟ ସରକାର ଆପଣେଇ ଅନ୍ୟ ଜିଲାମାନେ ଏହାକୂୁ ରୋଲ ମଡେଲ ଭାବେ ନେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?