ନୟାଗଡ଼

କଂସା, ପିତ୍ତଳ ସାମଗ୍ରୀ ପାଇଁ କଞ୍ଚାମାଲ ଅଭାବ

ଖଣ୍ଡପଡ଼ା,୧୩ା୧( ଅଜୟ କୁମାର ମହାରଣା): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବ ପୀଠ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ହେଲେ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା…

ହରିଣ ଶିକାର କରିଥିବା ଯୁବକ ଗଲେ ଜେଲ୍‌

ଗଣିଆ,୧୨ା୧(ଡି.ଏନ.ଏ.): ହରିଣ ଶିକାର ଘଟଣାରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଚଢାଉ କରାଯାଇ ଜଣେ ଶିକାରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ା ସମ୍ପୃକ୍ତ ଯୁବକ ହେଲେ ବେଣ୍ଟାପଡା ଗ୍ରାମର ଅଭିମନ୍ୟୁ ରଣା (୪୭) ା ତାଙ୍କ ଜାମିନ…

ଇକୋ ଟୁରିଜମର ରାସ୍ତାରେ ଗଛ ବାଡ଼

ନୟାଗଡ଼ ଅଫିସ,୧୨।୧: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଶରଣକୁଳ ଝାଡେଶ୍ୱରୀ ପୀଠର ସୌନ୍ଦର୍ଯ୍ୟ ବଢ଼ାଇବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୬୨ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ଉଦ୍ୟାନ କାମ ଚାଲୁ ରହିଛି । ଏହି କାମ ଭଲ ହେଲେ…

ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍‌ ଜବତ, ୨ ଗିରଫ

ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍‌ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ କର୍ମଚାରୀ ସନ୍ଦେହଜନକ ଭାବେ ଅତିକ୍ରମ କରୁଥିବା ଓଆର୍‌ ୨୫ ଏମ୍‌ ୨୬୬୨ ନମ୍ବର ବିଶିଷ୍ଟ…

ଧାନ କାଟିବାକୁ ନେଇ ମୂଲଚାଲ

ନୟାଗଡ଼ ଅଫିସ,୫।୧: କଟ୍‌ନୀଛଟ୍‌ନୀକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ରୋକ୍‌ଠୋକ୍‌ ମନା କରୁଥିବାବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାକୁ ରୋକିବା କାଠିକର ପାଠ ହୋଇ ପଡିଛି । କଟ୍‌ନୀଛଟ୍‌ନୀକୁ ନେଇ ଚାଷୀ ଓ ମିଲର ମଧ୍ୟରେ ସବୁ ଧାନ ମଣ୍ଡିରେ…

ବଢ଼ୁଛି ଧାନକିଣା ବିବାଦ

ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି । ଧାନକିଣାରେ ଚାଷୀର ଅସୁବିଧା ହେବନି ବୋଲି ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ କହୁଥିବାବେଳେ…

୧୬୭ ମଣ୍ଡିରୁ ଖୋଲିଛି ୨

ନୟାଗଡ଼ ଅଫିସ,୩୦ା୧୨:ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି ା ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି ା ଚାଷୀ ବାଧ୍ୟ ହୋଇ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ…

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ ଶିକାର କରାଯାଇଛ। ଗୟଳ ଶିକାର ପରେ ମାଂସ ବିକ୍ରି କରାଯାଉଥିବା ବନ ବିଭାଗ ସୂଚନା…

ଟେନ୍‌ସନ୍‌ ବଢ଼ୁଛି, ପାରିଶ୍ରମିକ ନାହିଁ

ନୟାଗଡ଼ ଅଫିସ,୨୯।୧୨: ନଭେମ୍ବର ୨୧ରୁ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀ ଅଲ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନ ନେତୃତ୍ୱରେ ୮ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ କରି ବିକ୍ଷୋଭ ଜାରି ରଖିଛନ୍ତି। ୩୭ ଦିନର ବିକ୍ଷୋଭ ପରେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ…

ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡ଼ି ଶିକ୍ଷକଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୨୮ା୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ। ସୂଚନାନୁଯାୟୀ,…

ନୟାଗଡ଼ରେ ଶ୍ରୀମନ୍ଦିରର ଆଜ୍ଞାମାଳ ପହଞ୍ଚିଲା

ନୟାଗଡ଼ ଅଫିସ/ପୁରୀ ଅଫିସ,୨୭ା୧୨:ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଉଦ୍ଦେଶ୍ୟରେ ରଥକାଠ ନିମନ୍ତେ ପୁରୀର ଶ୍ରୀମନ୍ଦିରରୁ ପ୍ରତିନିଧିମଣ୍ଡଳୀ ପ୍ରଭୁଙ୍କ ଅଙ୍ଗବସ୍ତ୍ର, ପାଟପତନୀ, ଧଣ୍ଡାମାଳ, ନଡ଼ିଆ, ବାନା, ଆଜ୍ଞାମାଳ ସାଙ୍ଗରେ ଧରି ସୋମବାର ସନ୍ଧ୍ୟାରେ ନୟାଗଡ଼ ଡିଏଫ୍‌ଓ ଅଫିସରେ ପହଞ୍ଚତ୍ଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତ୍ୱାଧାରକ…

ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଉଭୟ ବନଖଣ୍ଡର ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?