ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍ଙ୍କ ନେତୃତ୍ୱରେ ତଦନ୍ତ
ଅନୁଗୋଳ ଅଫିସ୍, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ୩…
ସରୁନି ଭାନୁଙ୍କ ସଂଘର୍ଷ
ବଇଣ୍ଡା, ୫।୭(ପରିକ୍ଷିତ ସାହୁ) : ୧୦ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ବଞ୍ଚିବା ଦୁର୍ବିଷହ ହୋଇପଡିଛି। ୨ ସନ୍ତାନଙ୍କ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରି ଯେନତେନ ପେଟ ପାଇଁ ଦାନା ଗଣ୍ଡେ ଯୋଗାଡ ହେଉଛି। କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଘର…
ଜିଲା ଚିକିତ୍ସାଳୟରେ ପଶିଲା କରୋନା
ଅନୁଗୋଳ ଅଫିସ୍, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୁର୍ଘଟଣାଗ୍ରସ୍ତ ହୋଇ ଆସିଥିବା ଜଣେ ଯୁବକଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ ବାହାରିଛି। ଯୁବକ ଜଣକ ଢେଙ୍କାନାଳ ଜିଲା ନିମବାହାଳି ଅଞ୍ଚଳର ବୋଲି ଜଣାପଡିଛି। ଏହି ଖବର ଜଣାପଡିବା ପରେ…
୧୦ ପଜିଟିଭ୍ ଭିତରୁ ନାଲ୍କୋରୁ ୬
ଅନୁଗୋଳ ଅଫିସ୍/ବଅଁରପାଳ, ୫।୭: ଅନୁଗୋଳରେ ଶନିବାର ଆଉ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ହୋଇଥିବାବେଳେ ଅବଶିଷ୍ଟ ୮ ଜଣ ସ୍ଥାନୀୟ ମାମଲା ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା…
ଶନିବାର, ରବିବାର ଅନୁଗୋଳ ଜିଲା ଶଟ୍ଡାଉନ୍
ଅନୁଗୋଳ ଅଫିସ୍, ୩।୭: ଅନୁଗୋଳ ଜିଲାରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ କଠୋର ହୋଇଛି ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ ଏଣିକି ପ୍ରତି ସପ୍ତାହର ଶନିବାର ଓ ରବିବାର ଜିଲାକୁ ଶଟ୍ଡାଉନ୍ ରଖାଯିବ। ୩୧ ତାରିଖ…
ସହରବାସୀଙ୍କୁ ଆପ୍ରେ ମିଳିବ ସୂଚନା
ଅନୁଗୋଳ ଅଫିସ୍, ୩।୭ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସ ଜରିଆରେ କରୋନା ମୁକାବିଲା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାସୱାନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର…
ମିଳୁନି ସ୍ବାସ୍ଥ୍ୟ ଯୋଜନାର ଲାଭ
ବଅଁରପାଳ,୨ା୭(ଡି.ଏନ.ଏ.) ଗରିବ ତଥା ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର…
ତାଳଚେରକୁ ଲାଭ ମିଳିଛି: କେନ୍ଦ୍ରମନ୍ତ୍ରୀ
ଅନୁଗୋଳ ଅଫିସ୍, ୨।୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଖଣି ଖାଦାନ ଅଞ୍ଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳୁଛି। କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ସ୍ଥାନୀୟ ଅଞ୍ଚଳ ଓ ଅର୍ଥନୀତିର ବିକାଶ ପାଇଁ ମୋଦି ସରକାର…
ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍ ସିଟ୍
ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍ ପଲସର ସ୍ପ୍ଲିଟ ସିଟ୍-୧୨୫ ସିସି (ବିଏସ୍-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍ରେ ବିଭିନ୍ନ ଷ୍ଟାଇଲ୍ରେ ଏହି ଗାଡ଼ି ଉପଲବ୍ଧ ଥିବା ଯମୁନା ବଜାଜ୍ର ପାର୍ଟନର ଗିରିଜା ଶଙ୍କର…
ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍ଙ୍କ ମୃତ୍ୟୁ
ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍କୋ ଡିଜିଏମ୍ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କଣସି ସୂତ୍ରରୁ ସୂଚନା ମିଳିଛି।…
ସହରାଞ୍ଚଳକୁ ୨.୨୪ କୋଟି
ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ…
ଦୁଇଶିଶୁଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ: ଜଣଙ୍କ ଜୀବନ ଗଲା
ଛେଣ୍ଡିପଦା,୨୮ା୬(ସ୍ବ.ପ୍ର.): ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କଙ୍କରେଇ ନିକଟରେ ରବିବାର ଏକ ସ୍କର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛି। ଏହା ସହ ଗାଡ଼ିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା…

