ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର ସୁପରିଚିତ ତଥା କଳାହାଣ୍ଡି ଜିଲା କର୍ଲାମୁଣ୍ଡା…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କ…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସୋମବାର ଗୁଣପୁର ଓକିଲ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ…

CM ବିଜୟଙ୍କୁ ଷ୍ଟାଲିନଙ୍କ ଟାର୍ଗେଟ, କହିଲେ ମୋତେ ମୁଖ୍ୟମନ୍ତ୍ରୀ….

ଚେନ୍ନାଇ,୧୬।୧୧: ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ଡିଏମ୍‌କେ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ । ତାଙ୍କୁ ଏବେ ବି ଲୋକେ ‘ମୁଖ୍ୟମନ୍ତ୍ରୀ’ ବୋଲି ସମ୍ବୋଧନ କରୁଥିବାରୁ ଏହା ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ…

ନୂଆ ଆର୍ଥିକ ନୀତି ଲୋଡ଼ା

ଜଣେ ବ୍ୟକ୍ତିର ଦୈନନ୍ଦିନ ଚଳଣି ଓ ପରିବାର ପରିଚାଳନା ମୁଖ୍ୟତଃ ତା’ର ଆର୍ଥିକ ସ୍ବାସ୍ଥ୍ୟ ଉପରେ ନିର୍ଭର କରେ। ସେ କରୁଥିବା ରୋଜଗାରର ମୁଖ୍ୟ ଭାଗ ଯଦି ତା’ର ଖାଦ୍ୟସାମଗ୍ରୀ, ପୋଷାକ ପରିଚ୍ଛଦ ଓ ପରିବହନ ବ୍ୟୟରେ ଚାଲିଯାଏ, ତାହା ହେଲେ…

ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଲେ ବି ଓଡ଼ିଶା ଉପରେ ଦେଖାଇବ ପ୍ରଭାବ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୬ା୧୧ (ବନ୍ଦନା ସେଠୀ): ପୁଣି ଘାରିଲା ବାତ୍ୟା ଭୟ। ଇତିମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ସୋମବାର ବାତ୍ୟା ‘ଅକ୍ୱାନ’ ସୃଷ୍ଟିହେବ। ପରବର୍ତ୍ତୀ…

ଗାଡ଼ି ଜବତ କରିବାକୁ ଗୁଣ୍ଡା ବ୍ୟବହାର କରିପାରିବେନି ଫାଇନାନ୍ସ କମ୍ପାନୀ: ହାଇକୋର୍ଟ

ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ କୌଣସି ଘରୋଇ ସଂସ୍ଥାକୁ କ୍ଷମତା ଦେଇପାରିବ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଟିପ୍ପଣୀ…

ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍‌

ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍‌ ପ୍ରାଇଜ୍‌ ପାଇଁ ଯୁବରାଣୀ କେଟ୍‌ ମିଡିଲଟନ୍‌ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଭାରତ-ବ୍ରିଟେନ ସହଭାଗିତାର ଭବିଷ୍ୟତ କେବଳ…

୧୦ ହଜାରରୁ ଅଧିକ ବିମାନ ବାତିଲ

ଓ୍ବାଶିଂଟନ,୧୬ା୧୧: ଆମେରିକାରେ ତୃତୀୟ ଦିନ ପାଇଁ ବିମାନସେବା ପ୍ରଭାବିତ ହୋଇଛି। ୧୦ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବା ସୂଚନା ମିଳିଛି। ୨୩୦୦ ବିମାନ ବାତିଲ ହୋଇଥିବା ବେଳେ ୭୭୦୦ ବିମାନ ବିଳମ୍ବିତ ହୋଇଛି। ଆସନ୍ତାକାଲି ସୁଦ୍ଧା ସେବା ସାଧାରଣ ହେବା…

ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ। ନିର୍ବାଚନ କମିଶନ (ଇସି) ସୁପ୍ରିମକୋର୍ଟଙ୍କୁ ଏହା…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି କରିଥିବା ଆଦେଶ ଅନୁସାରେ, ୱାଙ୍ଗଚୁକ୍‌ଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ଏଥିସହ…

ପୁଣେ-ଗୁଆହାଟି ବିମାନର ଜରୁରୀ ଅବତରଣ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ପୁଣେ,୧୫ା୧୧: ପୁଣେରୁ ଗୁଆହାଟି ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E 0623 ରବିବାର ସକାଳେ ପୁଣେ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଥିଲା। ବିମାନଟି ୧୯୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ଉଡ଼ାଣ ଭରିବା ପରେ ବିମାନର ଲ୍ୟାଣ୍ଡିଂ ଗିଅର ପଛକୁ ଫେରିପାରିଲା…

ସବୁ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ପ୍ରାଥମିକତା, ଓଡ଼ିଶାକୁ ମିଳିଲା ୧ ଲକ୍ଷ ଅଧିକ ଆବାସ

ବଲାଙ୍ଗୀର, ୧୫ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ସବୁ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ପାଇଁ ଅଧିକ ଏକ ଲକ୍ଷ ଘର ମଞ୍ଜୁର…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୧୪ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୯ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୪ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୯ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୮ ଅକ୍ଟୋବର, ୨୦୨୬ )

View

Video News

ନିଜ ଝିଅ ବିଦା କଲା ଭଳି ଦୁଃଖ ଲାଗୁଛି

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନୟାପଲ୍ଲୀରେ ୮୦ ଫୁଟ୍ ଗଜାନନ, ୩୫ କେଜି ଲଡୁ.. | Ganesh Chaturthi | 80 Feet Ganesha

ମନ କିଣୁଛି ମୁମ୍ବାଇ ଗ୍ରୀନ୍ ଆମ୍ବ | Mango | Mumbai Mango | Dharitri

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri