ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୭, ୨୦୨୩ )

  ୫ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

ଆଇସିସି ଓଡିଶା ରାଜ୍ୟ ପରିଷଦ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଦ୍ୱିତୀୟ ଇଣ୍ଡିଆ ମାଇନିଂ କନକ୍ଲେଭ-୨୦୨୩ରେ ଯୋଗଦେଇ ବକ୍ତବ୍ୟ ରଖୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନରେ ଏଥେନା ବୁକ୍ସ ରୌପ୍ୟ ଜୟନ୍ତୀ ଉଦଘାଟନ ଉତ୍ସବରେ ଉପସ୍ଥିତ ମଞ୍ଚାସୀନ ଅତିଥି ବୃନ୍ଦ

କଟକ ସିଲଭର ସିଟି ବୋଟ କ୍ଲବ ଯିବା ରାସ୍ତା ଫୁଟପାଥ ଉପରେ ପଡ଼ିଥିବା ଫାଇବର ନିର୍ମିତ ପ୍ରତିକୃତି ନିକଟରେ ବିଶ୍ରାମ ନେଉଛନ୍ତି ଲୋକମାନେ

କଟକ ସିଲଭର ସିଟି ବୋଟ କ୍ଲବ ପରିସରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଅନୁଷ୍ଠିତ ସଭାରେ ସଂସଦ ଭର୍ତ୍ତୃହରି ମହତାବ ବକ୍ତବ୍ୟ ରଖୁଛନ୍ତି

 

କଟକସ୍ଥିତ ବାଲିଯାତ୍ରା ତଳପଡ଼ିଆ ଗଡ଼ଗଡ଼ିଆ ଘାଟ ମହାନଦୀ ତଟ ପାର୍ଶ୍ଵରେ ଭୁଷୁଡ଼ି ପଡ଼ିଥିବା ସିମେଣ୍ଟ କଂକ୍ରିଟ ପାହାଚ ନିକଟରେ ବାଉଁଶ ବାଡ଼ ଦେଇ ଆବୃତ କରାଯାଇଛି

 

 

କଟକସ୍ଥିତ ଚାଉଳିଆଗଞ୍ଜରେ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା

ବିଭିନ୍ନ ଦାବି ନେଇ SUCI(C) ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

 

ବସ୍ତି ହିତାଧିକାରୀଙ୍କୁ ପ୍ରମାଣ ପତ୍ର ଯୋଗାଇ ଦେବା ଦାବିରେ ବସ୍ତି ବାସୀଙ୍କ ଏକତା ମଞ୍ଚ ପକ୍ଷରୁ କଟକସ୍ଥିତ ସିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୭ ଡିସେମ୍ବର, ୨୦୨୫ )

ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ   ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ...

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୫ )

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଉପରେ କେମିକାଲ ଜଳ ସିଞ୍ଚନ କରାଯାଉଛି       କଟକ ବକ୍ସିବଜ଼ାରସ୍ଥିତ ରିଜର୍ଭ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ୨୮ ନଭେମ୍ବର , ୨୦୨୫ )

ବିଧାନ ସଭା ପ୍ରଶ୍ନୋତ୍ତର କାଳ

ଓଡ଼ିଶା: ଆଜିର ଫଟୋ ( ୨୭ ନଭେମ୍ବର , ୨୦୨୫ )

ଜୋବ୍ରା ରେଳୱେ ବ୍ରିଜ୍ ତଳେ ମହାନଦୀ ତଟରୁ ନଦୀର ମଧ୍ୟଭାଗକୁ ଛଡ଼ାଯାଉଥିବା ଆବରଜନାପାଣି ବାରବାଟୀ ଷ୍ଟାଡିୟମ୍ ଠାରେ ପାଣି ଛିଞ୍ଚନ କରାଯାଉଛି

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri