ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି

 

 

ଶଟଡାଉନରେ ଭୁବନେଶ୍ୱର

 

କଟକ ଏସସିବି ମେଡିକାଲରେ ଆଉଟଡୋର ଟିକେଟ ପାଇଁ  ଭିଡ଼

 

ଶଟଡାଉନରେ ଆବଶ୍ୟକ ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ିରେ ଅଟକି ରହିଛି ବସ

 

କଟକ ଛତ୍ରବଜ଼ାର ଫଳ ମାର୍କେଟରେ ଟ୍ରକରୁ ଆମ୍ବ ଖଲାସ କରାଯାଉଛି

 

ଶଟଡାଉନରେ ଯୋବ୍ରା ଆନିକଟ ରାସ୍ତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୮ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଲୋକ ମାନେ ଯିବା ଆସିବା କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଓଲର୍ଡ ଟାଉନ୍ ଅଞ୍ଚଳରେ ତୃଷାର୍ତ୍ତ ବତକ ମାନେ ପାଣି ପିଉଛନ୍ତି     ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଖରା     କଟକ ତୁଳସୀପୁର...

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର...

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

ଓଡ଼ିଶା: ଆଜିର ଫଟୋ (୨୧ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି      ...

ଓଡ଼ିଶା: ଆଜିର ଫଟୋ (୨୦ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା     ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri