Posted inଫୁରସତ

ଗଧ ଉପରେ ବସି ଶ୍ମଶାନରୁ ବାହାରିଲେ ବର, କାରଣ ଜାଣି ଚମକି ଉଠିବେ

ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ଶ୍ମଶାନରୁ ଏକ ନିଆରା ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଯେଉଁଠି ବର ଏକ ଗଧ ଉପରେ ବସିଛନ୍ତି। ତେବେ ବର ଆଉ କେହିନୁହନ୍ତି ସେ ହେଉଛନ୍ତି, ନଗର ପଞ୍ଚାୟତ ସଭାପତି। ଏହି ବରଯାତ୍ରୀ ଶୋଭାଯାତ୍ରା ରହସ୍ୟ ମଧ୍ୟ ନିଆରା। ଗଧ ଉପରେ ବସି ରାଓ ଗ୍ରାମାଞ୍ଚଳରୁ ନଗର ପଞ୍ଚାୟତ ସଭାପତି ଶିବ ଡିଙ୍ଗୁ ତଥା ବର ବାହାରିଛନ୍ତି।
ମୌସୁମୀ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୋର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆଶାନୁରୂପକ ବର୍ଷା ହୋଇନାହିଁ। ଶିବ ଡିଙ୍ଗୁ କହିଛନ୍ତି ଯେ, ପୁରାତନ ବିଶ୍ୱାସ ଅନୁଯାୟୀ ଯେତେବେଳେ ଗାଁରେ ବର୍ଷା ହେଉ ନଥିଲା ସେତେବେଳେ ଗାଁ ମୁଖିଆ ଗଧରେ ବସି ଶୋଭାଯାତ୍ରାରେ ବାହାରୁଥିଲେ। ଯାହା ପରେ ବର୍ଷା ହେଉଥିଲା।
ସଭାପତିଙ୍କ କହିବାନୁସାରେ, ଜୀବନର ଓଲଟା ଦିଗ ସ୍ଥିର କରି ଏହି ବରଯାତ୍ରୀ ଦଳ ବାହାର କରିବାକୁ ପଡ଼ିଥାଏ। ଯେଉଁଥିପାଇଁ ପ୍ରଥମେ ଶ୍ମଶାନରେ ଲୁଣ ସ୍ପ୍ରେ କରି ବିପରୀତ ଦିଗକୁ ଯିବା ପାଇଁ ପଡ଼ିଥାଏ। ଏହାପରେ ବର୍ଷା ହୋଇଥାଏ।
ଏହା ପୂର୍ବରୁ ସେ ୩ରୁ ୪ଥର ସେପରି କରିଛନ୍ତି, ଓ ମଧ୍ୟ ସଫଳ ହୋଇଛନ୍ତି। ସେ ଆଶା କରୁଛନ୍ତି ଯେ, ଏଥର ମଧ୍ୟ ବର୍ଷା ହେବ। ଏହି ଶୋଭାଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛ। ଏହାର ରହସ୍ୟ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri